ଏହା ବ୍ୟତୀତ ସମ୍ରିଦ୍ଧ କିସାନ ଉତ୍ସବରେ କୃଷକମାନଙ୍କୁ କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ' ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ' ପୁରସ୍କାର ବିଷୟରେ ମଧ୍ୟ ଅବଗତ କରାଯାଉଛି । ଯାହାଫଳରେ କୃଷକମାନେ MFOI ବିଷୟରେ ଅଧିକ ଜାଣିପାରିବେ l ଏହା ସହିତ, ସମ୍ରିଦ୍ଧ କିସାନ୍ ଉତ୍ସବ ସମୟରେ ଚାଷ କ୍ଷେତ୍ରରେ ଉନ୍ନତଶୀଳ କୃଷି କାର୍ଯ୍ୟ କରୁଥିବା କୃଷକଙ୍କୁ ସମ୍ମାନିତ କରାଯାଉଛି l ଯାହା ଚାଷୀଙ୍କୁ ଉତ୍ସାହିତ ଓ ଗର୍ବିତ ଅନୁଭବ କରାଉଛି l
ଆଜିର ଏହି କାର୍ଯ୍ୟକ୍ରମରେ ଅନେକ କୃଷି ଶିଳ୍ପ ସହିତ ଜଡ଼ିତ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ l ନାଗୋର କୃଷି ବିଜ୍ଞାନ କେନ୍ଦ୍ରରେ (Krishi Vigyan Kendra, Nagaur-II, Maulasar, Nagaur-341506) ଏହା ଆୟୋଜନ କରାଯାଇଥିଲା l ଧାନୁକା ଏଗ୍ରିଟେକ ସହଯୋଗ ମଧ୍ୟ ରହିଛି l ଏହି କୃଷି ମେଳାଟ୍ରେ ଧାନୁକା ଏଗ୍ରିଟେକ ଏବଂ ମହିନ୍ଦ୍ରା ଟ୍ରାକ୍ଟର ତରଫରୁ ଷ୍ଟଲ ମଧ୍ୟ ଉପସ୍ଥାପନ କରାଯାଇଥିଲା l ନଲେଜ ପାର୍ଟନର ରହିଛି ICAR - Indian Council of Agricultural Research l ଆଜି ଏହି କୃଷି ମେଳାରେ କଳ୍ପ ବର୍ମା ( Joint director agriculture and deputy director horticulture, didwana - kuchaman ), ଗଙ୍ଗାରାମ ଗୋଡରା ( Dr cooperative ), ଡଃ ଓ ପି ବୁନକାର ( Joint director animal husbandry ), ଡଃ ଅର୍ଜୁନ ସିଂହ ( Professor and kvk incharge ) , ବିନିତ୍ କୁମାର ( District coordinator,AIC ) ଉପସ୍ଥିତ ରହିଥିଲେ l କୃଷି ଓ ଉଦ୍ୟାନ କୃଷି ଯୋଜନା , କୃଷି ଋଣ , ଗୃହପାଳିତ ପଶୁ ଯୋଜନା , ଅନ୍ୟାନ୍ୟ କୃଷି ହିତ ଯୋଜନା ଏବଂ କୃଷି ଇନ୍ସୁରାନ୍ସ ବିଷୟରେ ଆଲୋଚନା କରାଯାଇଥିଲା l
ଏହି ମେଳାରେ ଯୋଗଦେବା ପାଇଁ କ'ଣ କରିବେ ?
କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡ଼ିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ ଉତ୍ସବ ୨୦୨୪ ରେ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା ସମ୍ରିଦ୍ଧ କିସାନ ଉତ୍ସବ କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍ https://millionairefarmer.in/ ପରିଦର୍ଶନ କରନ୍ତୁ l
For collaboration, partnership and sponsorship connect:-
Anika Bassi : 93542 19435
Megha Sharma : 9891668292
Poonam Biswakarma : 98188936522