News

ତେଲେଙ୍ଗାନା ରଙ୍ଗାରେଡ୍ଡୀ କେଭିକେରେ ଚାଷୀ ଉତ୍ସବ

୧୬୫ରୁ ଅଧିକ ଚାଷୀ ସାମିଲ ହୋଇଥିଲେ ଏହି କୃଷି ମେଳାରେ!

23 August, 2024 1:01 PM IST By: Tanushree Mahapatra

ତେଲେଙ୍ଗାନା ରଙ୍ଗାରେଡ୍ଡୀ କୃଷି ବିଜ୍ଞାନ କେନ୍ଦ୍ରରେ (Raithu Vedhika, Manchal, Rangareddy Dist, Telangana) ଆୟୋଜିତ ହେଲା ଚାଷୀ ଉତ୍ସବ l ଏହି ଏକ ଦିବସୀୟ କୃଷି ମେଳାର ନା ହେଉଛି " ସମ୍ରିଦ୍ଧ କିସାନ ଉତ୍ସବ " l ଏହି କୃଷି ମେଳାର ନଲେଜ ପାର୍ଟନର ରହିଛି ICAR l ମହିନ୍ଦ୍ରା ଟ୍ରାକ୍ଟର ରହିଛି ମୁଖ୍ୟ ପ୍ରାୟୋଜକ l ଏନଏସସି ବିହନ ସଂସ୍ଥା , ଧାନୁକା ଏଗ୍ରିଟେକର ମଧ୍ୟ ସହଯୋଗ ରହିଛି ଏହି କୃଷି ମେଳାରେ l ୧୬୫ରୁ ଅଧିକ ଚାଷୀ ସାମିଲ ହୋଇଥିଲେ ଏହି କୃଷି ମେଳାରେ l ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା ଏହି କୃଷିମେଳାରେ l

ପ୍ରଥମେ କୃଷି ବିଜ୍ଞାନ କର୍ମଚାରୀଙ୍କ ସହାୟତାରେ ଚାଷୀ ରେଜିଷ୍ଟ୍ରେସନ କରିଥିଲେ l କାର୍ଯ୍ୟକ୍ରମର ପୋଷ୍ଟର ଉଦଘାଟନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଡଃ ଚନ୍ଦ୍ରକାନ୍ତ (senior scientist and head ICAR-CRIDA,KVK , Ranga Reddy) l ଶ୍ରେଷ୍ଠ କୃଷି ଅଭ୍ୟାସ ଉପରେ ଆଲୋଚନା କରିଥିଲେ ଶ୍ରୀମତୀ ମାଧବୀ ଲତା (Mandal agriculture officer , manchal) l ମୁଖ୍ୟ ଅତିଥିଙ୍କୁ ଉଦବୋଧନ ଦେଇଥିଲେ ଶ୍ରୀଯୁକ୍ତ ହନମଂଥ (Pacs Chairman ) ଏବଂ ଶ୍ରୀଯୁକ୍ତ ୟଦାଇହା ( Pacs Vice chairman) lଜରୁରୀ ଆବଶ୍ୟକତା କୃଷି ଯନ୍ତ୍ରପାତି ଏବଂ ଚାଷଜମିରେ ଜଳସେଚନ ଉପରେ ଆଲୋଚନା କରିଥିଲେ ଡଃ ଏସ ବିଜୟା କୁମାର (SMS,Agri eng) l

ପଶୁପାଳନ ଏବଂ ଉତ୍ତମ ପରିଚାଳନା ଅଭ୍ୟାସ ମାଧ୍ୟମରେ ସ୍ଥାୟୀ ଗ୍ରାମୀଣ ଜୀବିକା ଆୟ ବିଷୟରେ ଆଲୋଚନା କରିଥିଲେ ଡଃ ଡି ସୁଧୀର (SMS,Veterinary science) l ଶୁଭ୍ର ମହାନ୍ତି (regional manager, krishi jagran) ଟ୍ରାକ୍ଟର ବିଷୟରେ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଉପରେ ଆଲୋଚନା କରିଥିଲେ l

ପଶୁପାଳନ ଏବଂ ଉତ୍ତମ ପରିଚାଳନା ଅଭ୍ୟାସ ମାଧ୍ୟମରେ ସ୍ଥାୟୀ ଗ୍ରାମୀଣ ଜୀବିକା ଆୟ ବିଷୟରେ ଆଲୋଚନା କରିଥିଲେ ଡଃ ଡି ସୁଧୀର (SMS,Veterinary science) l ଶୁଭ୍ର ମହାନ୍ତି (regional manager, krishi jagran) ଟ୍ରାକ୍ଟର ବିଷୟରେ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଉପରେ ଆଲୋଚନା କରିଥିଲେ l ଧାନୁକା କମ୍ପାନୀ କର୍ମଚାରୀ କମ୍ପାନୀ ବିଷୟରେ ବିଭିନ୍ନ ଆଲୋଚନା କରିଥିଲେ ଯାହା ଚାଷୀଙ୍କୁ ଚାଷକାର୍ଯ୍ୟରେ ସହାୟତା ପ୍ରଦାନ କରିବ l ସେହିପରି NSC ସଂସ୍ଥାର କର୍ମଚାରୀ ମଧ୍ୟ ଚାଷୀଙ୍କ ସହିତ ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l

For collaboration, partnership and sponsorship contact :-


Megha Sharma : 9891668292
Poonam Biswakarma : 98188936522
Anika Bassi : 9354219435

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)