News

‘ଷ୍ଟିୱାର୍ଡଶିପ୍ ଡେ’

ଡିସେମ୍ବର ୨୩ -୨୦୨୨ରେ ୧୦ଟି ବିଭାଗ ଦ୍ୱାରା ‘ଷ୍ଟିୱାର୍ଡଶିପ୍ ଡେ’ ସଫଳତାର ସହ ପାଳିତ ହୋଇଯାଇଛି । ଏହି ଦିନ ପୂରା ଭାରତ ବର୍ଷରେ କୃଷକଙ୍କୁ ନେଇ ୧୫୦ଟି ସଭା ଅନୁଷ୍ଠିତ ହୋଇଥିଲା । ୧୦ ହଜାର ହେଡ୍ ଅଫିସ ସହ ଅନେକ ଆଞ୍ଚଳିକ ଦଳ ଏହି ଅଭିଯାନରେ ଅଂଶଗ୍ରହଣ କରି ଆଗ୍ରୋକେମିକାଲର ବ୍ୟବହାର ସମ୍ପର୍କରେ ଅବଗତ କରାଥିଲେ । ଏହି କାର୍ଯ୍ୟକ୍ରମର କଭରେଜ ପାଇଁ ଅନେକ ଗଣମାଧ୍ୟମ ଏଥିରେ ସାମିଲ ହୋଇଥିଲେ ।

27 December, 2022 4:59 PM IST By: Sudesna Nayak

ଡିସେମ୍ବର ୨୩ ୨୦୨୨ରେ ୧୦ଟି ବିଭାଗ ଦ୍ୱାରା ‘ଷ୍ଟିୱାର୍ଡଶିପ୍ ଡେ’ ସଫଳତାର ସହ ପାଳିତ ହୋଇଯାଇଛି । ଏହି ଦିନ ପୂରା ଭାରତ ବର୍ଷରେ କୃଷକଙ୍କୁ ନେଇ ୧୫୦ଟି ସଭା ଅନୁଷ୍ଠିତ ହୋଇଥିଲା । ୧୦ ହଜାର ହେଡ୍ ଅଫିସ ସହ ଅନେକ ଆଞ୍ଚଳିକ ଦଳ ଏହି ଅଭିଯାନରେ ଅଂଶଗ୍ରହଣ କରି ଆଗ୍ରୋକେମିକାଲର ବ୍ୟବହାର ସମ୍ପର୍କରେ ଅବଗତ କରାଥିଲେ । ଏହି କାର୍ଯ୍ୟକ୍ରମର କଭରେଜ ପାଇଁ ଅନେକ ଗଣମାଧ୍ୟମ ଏଥିରେ ସାମିଲ ହୋଇଥିଲେ । କୃଷକମାନଙ୍କ ସହ କୃଷିବିଭାଗର ଅଧିକାରୀ, କୀଟନାଶକ ଡିଲର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣଭାବେ କୃଷକଙ୍କ ଉଦ୍ଦେଶ୍ୟରେ ସମର୍ପିତ ଥିଲା ,ଯେଉଁଥିରେ କୃଷକଙ୍କ ସୁରକ୍ଷା, ସେମାନଙ୍କ ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାକୁ ଆମେ କୃଷକ ହିବସ ଭାବେ ପାଳନ କରିଥିଲୁ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)