News

Union Budget 2024 : ବଜେଟ୍‌ରେ ସବୁଠୁ ବଡ଼ ଘୋଷଣା,ଜାଣନ୍ତୁ...

ଆଜି ଲୋକ ସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍‌ । ଗରିବ, ମହିଳା, କୃଷକମାନଙ୍କୁ ଏବଂ ଯୁବବର୍ଗ ମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।

23 July, 2024 12:45 PM IST By: Sudesna Nayak

ଆଜି ଲୋକ ସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍‌ (Union Budget) । ଗରିବ, ମହିଳା, କୃଷକ (Farmers)ମାନଙ୍କୁ ଏବଂ ଯୁବବର୍ଗ ମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।

ସୂଚନା ଥାଉ ଯେ, ଆଜି ସଂସଦରେ ଉପସ୍ଥାପିତ ହେଲା କେନ୍ଦ୍ର ବଜେଟ୍‌ (Union Budget) । ବଜେଟ୍‌ (Budget)ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (nirmala sitharaman) ଏବଂ ତାଙ୍କ ଟିମ୍‌ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu) ଙ୍କୁ ଭେଟି ବଜେଟର ଏକ କପି ତାଙ୍କୁ ପ୍ରଦାନ କରିଥିଲେ । ସେହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu) ନିର୍ମଳା ସୀତାରମଣ (nirmala sitharaman)ଙ୍କୁ ଦହି ଏବଂ ଚିନି ଖାଇବାକୁ ଦେଇଥିଲେ।

ପିଏମ୍‌ ଆବାସ ଯୋଜନା (PM Awas Yojana)ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (nirmala sitharaman) ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ।

ପ୍ରକାଶ ଥାଉ ଯେ, ଖୋଲିଲା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (nirmala sitharaman)ଙ୍କ ବଜେଟ୍‌ ପେଡ଼ି । ଆଜି ଲୋକସଭାରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (nirmala sitharaman) ।

Budget 2024: ଖୋଲିବ ନିର୍ମଳା ପେଡ଼ି, ମିଳିବ ଉପହାର!

Budget 2022: କପଡ଼ା ଓ ଜୋତା ସହ ଶସ୍ତା ହେଲା ଏହି ଜିନିଷ; ଜାଣନ୍ତୁ କେଉଁଥିରେ ବଢ଼ିଲା ରେଟ୍ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)