News

ବିଶ୍ୱ ନାରିକେଳ ଦିବସ !

ବିଶ୍ୱ ନାରିକେଳ ଦିବସ !

03 September, 2019 5:45 PM IST By: KJ Staff

ଫଣି ରେ କ୍ଷେତିଗ୍ରସ୍ତ ନଡ଼ିଆ ଚାଷୀ ଙ୍କୁ ମିଳିବ ଅଧିକ ସହାୟତା !

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଷୋମବାର ବିଶ୍ୱ ନାରିକେଳ ଦିବସ ରେ କୀଟ ରେ ହୋଇଥିବା ଏକ କାର୍ଯ୍ୟକ୍ରମ ରେ ଫଣି ରେ କ୍ଷେତିଗ୍ରସ୍ତ ନଡ଼ିଆ ଚାଷୀଙ୍କ ଲାଗି ଅଧିକ ସହାୟତା ର ଘୋଷଣା କରିଛନ୍ତି |
ଏନେଇ କେନ୍ଦ୍ର ରୁ ୨୯.୬୫ କୋଟି ମିଳିବା ସାଙ୍ଗରେ ଅତିରିକ୍ତ ସହାୟତା ମଧ୍ୟ ପ୍ରଦାନ କରାଯିବ |


"ଫଣି ରେ କ୍ଷେତିଗ୍ରସ୍ତ ହୋଇଥିବା ନଡ଼ିଆ ଗଛ ଙ୍କ ବିଷୟରେ ଆମେ ସମସ୍ତେ ଜାଣିଛେ ,ତେଣୁ କେନ୍ଦ୍ର ସରକାର ଚାଷୀ ମାନଙ୍କୁ ବିଶେଷ ସହାୟତା ଲାଗି ବେଶ ଉତ୍ସୁକ ଥିଲା ବେଳେ ରାଜ୍ୟ ସରକାର ଙ୍କୁ ସଠିକ ଭାବେ ଏହି ସହାୟତା ମଞ୍ଜୁରୀ ଲାଗି କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ |
ଦେଶର ର ୧ କୋଟି ରୁ ଅଧିକ ଚାଷୀ ନଡ଼ିଆ ଗଛ ଚାଷ କରି ନିଜ ଜୀବିକା ବହନ କରୁଥିଲା ବେଳେ ତାହା ବିଶ୍ୱ ର ୩୩ % ର ନଡ଼ିଆ ଯୋଗାଏ |

ଏନେଇ କେନ୍ଦ୍ର ରୁ ୨୯.୬୫ କୋଟି ମିଳିବା ସାଙ୍ଗରେ ଅତିରିକ୍ତ ସହାୟତା ମଧ୍ୟ ପ୍ରଦାନ କରାଯିବ | "ଫଣି ରେ କ୍ଷେତିଗ୍ରସ୍ତ ହୋଇଥିବା ନଡ଼ିଆ ଗଛ ଙ୍କ ବିଷୟରେ ଆମେ ସମସ୍ତେ ଜାଣିଛେ ,ତେଣୁ କେନ୍ଦ୍ର ସରକାର ଚାଷୀ ମାନଙ୍କୁ ବିଶେଷ ସହାୟତା ଲାଗି ବେଶ ଉତ୍ସୁକ ଥିଲା ବେଳେ ରାଜ୍ୟ ସରକାର ଙ୍କୁ ସଠିକ ଭାବେ ଏହି ସହାୟତା ମଞ୍ଜୁରୀ ଲାଗି କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ | ଦେଶର ର ୧ କୋଟି ରୁ ଅଧିକ ଚାଷୀ ନଡ଼ିଆ ଗଛ ଚାଷ କରି ନିଜ ଜୀବିକା ବହନ କରୁଥିଲା ବେଳେ ତାହା ବିଶ୍ୱ ର ୩୩ % ର ନଡ଼ିଆ ଯୋଗାଏ | ଏହି ଉତ୍ସବ ରେ ନଡ଼ିଆ ର ପ୍ରକ୍ରିୟାକରଣ ଲାଗି ବ୍ୟବହୃତ ବିଭିନ୍ନ ପ୍ରଯୁକ୍ତି ସହ ନଡ଼ିଆ ର ଜୀବନ ଚକ୍ର ଏବଂ ବିଭିନ୍ନ ଉତ୍ପାଦ ରଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ କୃଷି ଏବଂ କୃଷକ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ,ଏମ ଏଲ ଏ ସୁଶାନ୍ତ କୁମାର ରାଉତ କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରୱାଲ ,ମୁଖ୍ୟ ସଚିବ ସୌରଭ ଗର୍ଗ ,ନାରିକେଳ ଉନ୍ନୟନ ବୋର୍ଡ ଚେୟାର ପର୍ସନ ଭି ଉଷା ରାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ମତ ଉପସ୍ଥାପନା କରିଥିଲେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)