News

ବିଶ୍ୱ ବନ୍ୟଜନ୍ତୁ ଦିବସ

ବିଶ୍ୱ ବନ୍ୟଜନ୍ତୁ ଦିବସ (World Wildlife Day)ରେ ଆମ ଗ୍ରହର ଅବିଶ୍ୱସନୀୟ ଜୈବ ବିବିଧତାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ ।

03 March, 2025 12:46 PM IST By: Sudesna Nayak

ବିଶ୍ୱ ବନ୍ୟଜନ୍ତୁ ଦିବସ (World Wildlife Day)ରେ ଆମ ଗ୍ରହର ଅବିଶ୍ୱସନୀୟ ଜୈବ ବିବିଧତାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ (Prime Minister)ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ବନ୍ୟଜନ୍ତୁ ଦିବସ ଅବସରରେ ଆମ ଗ୍ରହର ଅବିଶ୍ୱସନୀୟ ଜୈବ ବିବିଧତାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି :

“ଆଜି, ବିଶ୍ୱ ବନ୍ୟଜନ୍ତୁ ଦିବସରେ (World Wildlife Day), ଆସନ୍ତୁ ଆମେ ଆମ ଗ୍ରହର ଅବିଶ୍ୱସନୀୟ ଜୈବ ବିବିଧତାର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇବା । ପ୍ରତ୍ୟେକ ପ୍ରଜାତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି - ଆସନ୍ତୁ ଭବିଷ୍ୟତ ପୀଢ଼ି ପାଇଁ ସେମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ।

ବନ୍ୟଜନ୍ତୁ ସଂରକ୍ଷଣ ତଥା ସୁରକ୍ଷା ଦିଗରେ ଭାରତ (India’s)ର ଅବଦାନ ପାଇଁ ମଧ୍ୟ ଆମେ ଗର୍ବିତ ।”

pib.gov.in

ଏହି ବ୍ରିଡ଼ କୁକୁଡ଼ା ଚାଷରେ ଚାଷୀଙ୍କୁ ମିଳିବ ଦ୍ଵିଗୁଣ ଲାଭ

ଛେଳି ଦେହରେ ଦେଖା ଯାଉଛି କି ଏହି ଲକ୍ଷଣ ?