Others

ଫ୍ରିଜ ପାଣି !କଣ ରହିଛି ଶରୀର ଉପରେ ଏହାର ପ୍ରଭାବ

ଫ୍ରିଜ ପାଣି !କଣ ରହିଛି ଶରୀର ଉପରେ ଏହାର ପ୍ରଭାବ

15 October, 2019 3:35 PM IST By: KJ Staff

ଫ୍ରିଜ ପାଣି ପିଇବା ଶରୀର ଉପରେ ଅଧିକ କୁପ୍ରଭାବ ପକାଇଥାଏ |ଗରମ ଦିନରେ ଫ୍ରିଜ ପାଣି କୁ ସାଧାରଣ ପାଣି ସହ ମିଶାଇ ପିଇପାରିବେ |ହେଲେ ଶୀତ ଦିନରେ ଫ୍ରିଜ ରୁ ପାଣି ପିଇବା ଆଦୌ ଉଚିତ ନୁହେଁ |
ନିକଟରେ ହୋଇଥିବା ଗବେଷଣା ରୁ ଏହି ପରି କିଛି ତଥ୍ୟ ଜଣାପଡିଛି :

-ବାରମ୍ବାର ଫ୍ରିଜ ପାଣି ପିଇବା ଦ୍ୱାରା ହଟାତ ଆଖି ନାଲି ହୋଇଯିବ ଏବଂ ଆଖି ଖୋଲିଲେ ଅନ୍ଧାର ଦେଖା ଯିବା ପରି ଲକ୍ଷଣ ଦେଖିବାକୁ ମିଳିଥାଏ |ଏହା ଦୃଷ୍ଟି ଶକ୍ତି ହ୍ରାସ ପାଇବାର ପ୍ରାରମ୍ଭିକ ଲକ୍ଷଣ |ଏହି ତଥ୍ୟ ବହୁ ବାରପରୀକ୍ଷା କଲା ପରେ ଗବେଷକ ମାନେ ପ୍ରକାଶ କରିଛନ୍ତି |

-ଫ୍ରିଜ ପାଣି ଆମ ହୃଦଯନ୍ତ୍ର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ|ଗବେଷକ ଙ୍କ ଅନୁସାରେ ଏହା ହୃଦଗତି କୁ ମନ୍ଥର କରେ ଏବଂ ଶିରାପ୍ରଶିରା କୁ ଉତ୍ତେଜିତ କରିଥାଏ ଯାହା ଶରୀର ପ୍ରତି ଆଦୌ ଭଲନୁହେଁ |

-ଯଦି ଆପଣଙ୍କର ମାଇଗ୍ରେନ ପରି ସମସ୍ୟା ଅଛି ତେବେ ଯଥା ସମ୍ଭବ ଫ୍ରିଜ ପାଣି ରୁ ଦୁରେଇ ରୁହନ୍ତୁ |ଥଣ୍ଡା ପାଣି ପିଇବା ଦ୍ୱାରା ଆପଣଙ୍କ ପୀଡା ବୃଦ୍ଧି ହେବ |
-ଆମେ ଖାଉଥିବା ପୋଷକ ତତ୍ୱ ଯୁକ୍ତ ଖାଦ୍ୟ ଫ୍ରିଜପାଣି ପିଇବା ଦ୍ୱାରା ଅକାମି ହେଇଯାଇଥାଏ |


ତେଣୁ ଯଥା ସମ୍ଭବ ଫ୍ରିଜ ପାଣିରୁ ଦୁରେଇ ରୁହନ୍ତୁ ଏବଂ ସୁସ୍ଥ ଜୀବନ ଯାପନ କରନ୍ତୁ |ଥଣ୍ଡା ପାଣି ପିଇବାକୁ ଇଚ୍ଛାଥିଲେ ସୁରେଇ ବା ମାଟି ପାତ୍ର ରେ ପାଣି ରଖି ବ୍ୟବହାର କରନ୍ତୁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)