Others

ପ୍ରକୃତି କୁ କିପରି ପ୍ରଭାବିତ କରେ ଆପଣଙ୍କ ଭୋଜନ ???

ଭୋଜନ ଓ ପ୍ରକୃତି ର କିଛି ସମ୍ବନ୍ଧ ଅଛି ବୋଲି ଜାଣି ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବା ମାତ୍ର ଏହା ସତ୍ୟ |ଭୋଜନ ମାଧ୍ୟମରେ ଆପଣ ଆପଣଙ୍କ ପ୍ରକୃତି ପରିବର୍ତନ କରିପାରିବେ |କଣ ସେ ପ୍ରଭାବ ଜାଣିବା ଲାଗି ଆଗକୁ ପଢନ୍ତୁ |

29 January, 2019 5:00 PM IST By: KJ Staff
ଭୋଜନ ଓ ପ୍ରକୃତି ର କିଛି ସମ୍ବନ୍ଧ ଅଛି ବୋଲି ଜାଣି ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବା ମାତ୍ର ଏହା ସତ୍ୟ |ଭୋଜନ ମାଧ୍ୟମରେ ଆପଣ ଆପଣଙ୍କ ପ୍ରକୃତି ପରିବର୍ତନ କରିପାରିବେ |କଣ ସେ ପ୍ରଭାବ ଜାଣିବା ଲାଗି ଆଗକୁ ପଢନ୍ତୁ |

ଶରୀରରେ ତୀବ୍ର ଗନ୍ଧ ଆସିବା ପିତ୍ତ ଅସନ୍ତୁଳନର ସୂଚକ ମିଳେ | ମସଲା ଓ ତୈଳଯୁକ୍ତ ଖାଦ୍ୟ ଶରୀର ଦୁର୍ଘନ୍ଧ ର ମୁଖ୍ୟ କାରଣ |ଏଥିପାଇଁ ଥଣ୍ଡା ତଥା ସାତ୍ଵିକ ଆହାର ଗ୍ରହଣ କରିବା ଉଚିତ | ଏହା ବ୍ୟତୀତ ହଳଦୀ ଓ ପିତା ରସପୂର୍ଣ ଖାଦ୍ୟ ଖାଇଲେ ଶରୀର ଦୁର୍ଗନ୍ଧ ରୁ ରକ୍ଷା ମିଳିବ | ଲେମ୍ବୁ ,ତରଭୁଜ ଜୁସ ପିଇବା ଦ୍ୱାରା ମଧ୍ୟ ସୁଫଳ ମିଳିବ |ଏଥିସହ ଯୋଗ ପ୍ରାଣାୟାମ କରିବା ଉଚିତ |

ଯଦି ତ୍ୱଚା ଶୁଷ୍କ ଓ ସମସ୍ତ ପ୍ରକାର ଯତ୍ନ ପରେ ବି କେଶ ଓ ନଖରୀ ଋକ୍ଷତା କମୁନାହିଁ ,ତେବେ ଆପଣଙ୍କର ବାତ ପ୍ରକୃତି |ସୀତା ଦିନ ଆପଣଙ୍କ ତ୍ୱଚା ଲାଗି ଚ୍ୟାଲେଞ୍ଜ ସଦୃଶ |ଏ କ୍ଷେତ୍ର ରେ କଞ୍ଚା ଅପେକ୍ଷା ରନ୍ଧା ଖାଦ୍ୟ ଲାଭକାରୀ |ଶସ୍ୟ ,ଚା ଗରମ କ୍ଷୀର ଏହି ପ୍ରକୃତି ର ଲୋକଙ୍କ ଲାଗି ଉପକାରୀ | ଅଧିକ ଘିଅ ମିଠା ଆଟିଏ ବ୍ୟଞ୍ଜନ ମଧ୍ୟ ଖାଇବା ଉଚିତ |ଅଦା ମଧ୍ୟ ଆପଣଙ୍କ ଲାଗି ବେଶ ଲାଭପ୍ରଦ |

ଅଳସୁଆ ହେବା ,ଭାରି ,ମାନ୍ଦା ଏବଂ ନିଦୁଆ ଅନୁଭବ କରିବା କଫ ବିକାର ସୂଚକ ଅଟେ |
ସେଥିପାଇଁ ଖାଦ୍ୟ ରେ ଅଧିକ ରସୁଣ ଓ ଅଦା ପ୍ରୟୋଗ କରନ୍ତୁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)