Others

ମାଙ୍କଡ ଠାରୁ ମଣିଷ ଶିଖିଛି ନୃତ୍ୟ !ଗବେଷଣା ରୁ ସ୍ପଷ୍ଟ

ମାଙ୍କଡ ଠାରୁ ମଣିଷ ଶିଖିଛି ନୃତ୍ୟ !ଗବେଷଣା ରୁ ସ୍ପଷ୍ଟ

26 December, 2019 9:22 AM IST By: KJ Staff
ନ୍ୟୁ ୟୋର୍କ ର ଗବେଷକ ମାନେ ୨ ଟି ଚିଂପାଞ୍ଜି କୁ ଯିବା ଉଦ୍ୟାନ ମଧ୍ୟରେ ମଣିଷ ପରି ନୃତ୍ୟ କରିବାର ଦେଖିଥିଲେ |ସାଇଣ୍ଟିଫିକ ରିପୋର୍ଟ ରେ ପ୍ରକାଶ ପାଇଥିବା ଏକ ଗବେଷଣା ରିପୋର୍ଟ ଅଣୁଅଜୟୀ ଗବେଷକ ମାନେ ଏହି ପରି ମାଙ୍କଡ ନୃତ୍ୟ କରିବା ସମୟରେ ଆବଶ୍ୟକ ହାଥ ଗୋଡ ମସ୍ତିସ୍କ ଇତ୍ୟାଦି ର କାର୍ଯ୍ୟଶୈଳୀ ,ଯୋଜନା ଓ ସମନ୍ୱୟ ସହ ମଣିଷ ର କାର୍ଯ୍ୟଶୈଳୀ ରେ ସାମନଜ୍ୟତା ଦେଖିଥିଲେ ଅର୍ଥାତ ମାଙ୍କଡ ନୃତ୍ୟ କରିବା ସମୟରେ ତାର ଶରୀର ର କାର୍ଯ୍ୟକଳାପ ସହ ମଣିଷ ଏକ ବ୍ୟାଣ୍ଡ ପାଟି ରେ ଗୀତ ଗାଇବା ବେଳେ ହୋଇଥିବା ଶରୀର ରେ କାର୍ଯ୍ୟକଳାପ ଉଭୟ ସମାନ ବୋଲି ମତ ପ୍ରକାଶ କରିଛନ୍ତି ଗବେଷକ ଦଳ | "ନୃତ୍ୟ ମଣିଷ ର ଏକା ବିଚିତ୍ର କଳା |ଏହା ଦ୍ୱାରା ଶରୀର ର ଅଙ୍ଗ ପ୍ରୟୋଗ କରି ମଣିଷ ବହୁତ କିଛି ବର୍ଣନା କରିଥାଏ |ହେଲେ ବିଶ୍ୱ ର ଏତେ ଗୁଡ଼େ ନୃତ୍ୟ ଶୈଳୀ ରେ ମଣିଷ ମାନଙ୍କ ଶରୀର ମଧ୍ୟରେ ହେଉଥିବା ଯୋଜନା ଓ ସମନ୍ୱୟ ଏବଂ ତାହା ପ୍ରଥମେ କେଉଁଠାରୁ ଆରମ୍ଭ ହୋଇଥିଲା ଏହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ ବୋଲି ମତ ଦେଇଛନ୍ତି ଗବେଷକ ୟୁ.ଏସ ସ୍ତିତ ୱାରୟୀକ ବିଶ୍ୱବିଦ୍ୟାଳୟ ର ଆଡରିଆନୋ ଲମେଇରା |ନୃତ୍ୟ କରୁଥିବା ସମସ୍ତ ମଣିଷ କୁ ନିଜ ଦଳ ସହ ସମାନ ଭାବେ ଶରୀର ର ଗତି କୁ ସମାନ ଭାବେ ନିୟନ୍ତ୍ରିତ କରିବାକୁ ପଡିଥାଏ ଯାହାକି ବେଶ କାଠି କର ପାଠ ତେଣୁ ଏହି ପରି ଶରୀର ର ଗତି ନିୟନ୍ତ୍ରଣ ବା ନୃତ୍ୟ ଶିଳ୍ପ ମାଙ୍କଡ ପୂର୍ବରୁ କୌଣସି ପଶୁ ରେ ଦେଖିବାକୁ ମିଳିନଥିଲା |

ଏନେଇ ଗବେଷକ ମାନେ ଯିବା ଉଦ୍ୟାନ ରେ ଥିବା ୨ ଟି ଚିଂପାଞ୍ଜି ଙ୍କ ନୃତ୍ୟ ରେ ଶରୀର ର ଗତି ନିୟନ୍ତ୍ରଣ ଏବଂ ଯୋଜନା ଓ ସମନ୍ୱୟ ଦେଖିଲା ପରେ ଏହା ମାନିବାକୁ ବାଧ୍ୟ ହୋଇଥିଲେ ଯେ ନୃତ୍ୟ ଶୈଳୀ ମଣିଷ ମଧ୍ୟ ମାଙ୍କଡ ଠାରୁ ଶିଖିଛି |ଯଦିଓ ଏହା ସମ୍ପୂର୍ଣ ଭାବେ ସ୍ପଷ୍ଟ ହୋଇପାରି ନାହିଁ ତଥାପି ଏହା ମଣିଷ ର ନୃତ୍ୟ ଶିଖିବାର ଗୁଣ ମାଙ୍କଡ ମାନଙ୍କ ଠାରୁ ଅଣିଥିବାର ବିଶ୍ୱାସ କରୁଛନ୍ତି ଗବେଷକ ଦଳ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)