କୃଷି ଜାଗରଣ ;ଏକ ଅଦ୍ଭୁତ୍ତ ଅନନ୍ୟ
ଧରିତ୍ରୀ ର ଶସ୍ୟ ଶ୍ୟାମଳ ଢାଞ୍ଚା କୁ ଏକ ନିଆରା ରଙ୍ଗ ଦେଇ ଆମେ ପହଞ୍ଚିଛୁ ଆପଣଙ୍କ ପାଖରେ;ସମସ୍ତଙ୍କ ସାଥିରେ;କୃଷକଙ୍କ ହିତରେ|ଆମ କୃଷି ରାଜ୍ୟର ସମସ୍ତ ଜଣ ଅଜଣା ,ନୂତନ ପୁରାତନ ,ଜ୍ଞାନ କୌଶଳ କୁ ନେଇ କୃଷି ଜାଗରଣ ର ଭିନ୍ନତମ ରାଜ୍ୟ ରେ ଆମେ ଚେଷ୍ଟା କରୁ ଭାରତ ର ସମସ୍ତ କୋଣ ଅନୁକୋଣ କୁ ପହଞ୍ଚିବାକୁ,୨୩ ଟି ରାଜ୍ୟରେ ଏବଂ ୧୨ ଟି ଭାଷା ରେ |ସେଥି ମଧ୍ୟରୁ ଓଡ଼ିଆ କୃଷି ଜାଗରଣ ରହିଛି ସର୍ବଦା ଆପଣଙ୍କ ସେବାରେ,ଚେଷ୍ଟା କରୁଛି ଚାଷୀ ର ବିଶାଳ ହୃଦୟ କୁ ;ତାର ଆତ୍ମା ବିଶ୍ୱାସ କୁ ଆତ୍ମସମର୍ପଣ କରି ;ଭେଟି ଦେବାକୁ ନୂତନ କିଛି ପ୍ରଶିକ୍ଷଣ ;କିଛି ଜ୍ଞାନ ;କିଛି କୌଶଳ ,ସିଧା ସଳଖ ପ୍ରୟୋଗଶାଲା ରୁ ଚାଷ ଜମି କୁ |
ଆମେ ହ୍ବାଟ୍ସଆପ୍ରେ ଅଛୁ ! ଆମ ହ୍ବାଟ୍ସଆପ ଗ୍ରୁପରେ ଯୋଗଦିଅନ୍ତୁ ଏବଂ ଆପଙ୍କୁ ଆବଶ୍ୟକ ହେଉଥିବା ସବୁ ଗୁରୁତ୍ବପୂର୍ଣ୍ଣ ଅପଡେଟ୍ ପାଆନ୍ତୁ ପ୍ରତିଦିନ ।
ହ୍ବାଟ୍ସଆପରେ ଜଏନ କରନ୍ତୁଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍ ପଠାଇଦେବୁ ।
ନ୍ୟୁଜଲେଟର ସବସ୍କ୍ରାଇବ୍ କରନ୍ତୁ