1. କୃଷି ବିଶ୍ବକୋଷ

ସବୁଠାରୁ ଉତ୍ତମ ଜଳଖିଆ!

ବୈଜ୍ଞାନିକ ମତରେ ଜଳଖିଆ ବା ସଖଳ ର ଭୋଜନ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହାର ଅଟେ ।ଏହା ପ୍ରକାରନ୍ତ ରେ ରାତ୍ରିର ଉପବାସ ଭଙ୍ଗ କରି ଦିନ ଭରି ସତେଜ ରହିବା ଲାଗି ଆବଶ୍ୟକ ଶକ୍ତି ଦେଇଥାଏ।ତେଣୁ ଯେଉଁ ଖାଦ୍ୟ ଆପଣଙ୍କୁ ଉପଯୁକ୍ତ ପୋଷାକ ତଥା ଦେବା ସହ ,ଦିନଭାରି ଶକ୍ତି ଦେବାର ସକ୍ଷମ ତାହାକୁ ଉତ୍ତମ ଜଳଖିଆ ଭାବେ ଗ୍ରହଣ କରାଯାଇପାରିବ।ତେବେ ଯଦି ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ନିଶ୍ଚିନ୍ତ ଉପଯୁକ୍ତ ଜଳଖିଆ ଖାଇବା ଆବଶ୍ୟକ କାରଣ ଏହା ଅଧିକ ମଧ୍ୟାହ୍ନ ଭୋଜନ ଗ୍ରହଣ କରିବାକୁ ଦିଏ ନାହିଁ।

KJ Staff

ତେବେ କେତୋଟି ଉତ୍ତମ ଜଳଖିଆ ବିଷୟରେ ଜାଣନ୍ତୁ...

୧) ଓଟ୍ ମିଲ -ଏଥିରେ ଭରପୁର ମାତ୍ରାରେ ପୋଟାସିୟମ,ଫାଇବର,ଆବଶ୍ୟକ ଭିଟାମିନ ସହ ଏକ ଅଠାଳିଆ ପଦାର୍ଥ ବିଟା ଗ୍ଲୁଟେନ୍ ଥାଏ ଯାହା ଖାଇବା ଦ୍ଵାରା ଆପଣଙ୍କୁ ଦୀର୍ଘ ସମୟ ଯାଏ ଭୋକ ଲାଗେ ନାହିଁ।ଫଳରେ ଓଜନ ନିୟନ୍ତ୍ରଣ ହେବା ସହ ରକ୍ତ ରେ ଶର୍କରା ପରିମାଣ ମଧ୍ୟ ପରିଚାଳିତ ହୋଇଥାଏ।

୨) ସିଝା ଅଣ୍ଡା: ଏଥିରେ ଉପଯୁକ୍ତ ମାତ୍ରା ରେ ସ୍ନେହସାର ଥାଏ ତେଣୁ ଏହାକୁ ଖାଇଲେ ଶରୀରରେ ଦରକାରୀ କୋଲେଷ୍ଟେରୋଲ୍ ର ମାତ୍ରା ବୃଦ୍ଧି ପାଇବ ସାଙ୍ଗରେ ଓଜନ ଓ,ଉଚ୍ଚତା ନିୟନ୍ତ୍ରିତ ହୁଏ ।

୩) ନଟ୍ ବା ନଟ୍ ବଟର: କାଜୁ ,ସିନା ବାଦାମ ,ବାଦାମ ଇତ୍ୟାଦି ର ବଟର କୁ ବ୍ରେଡ୍ ବା ଟୋଷ୍ଟ୍ ରେ ନିୟମିତ ଖାଇଲେ ,ଏଥିରେ ଥିବା ଆବଶ୍ୟକ ଚର୍ବି ଶରୀର କୁ ସତେଜ ରଖିବାର ସାହାଯ୍ୟ କରେ ଏବଂ ଦୀର୍ଘ ସମୟ ଲାଗି ଭୋକ ହୁଏ ନାହିଁ।

୪) ଚା ବା କଫି: ସକାଳୁ ଖାଲି ପେଟ ରେ ନିୟମିତ ନାଲି କା ବା କଳା କଫି ପିବ ଆବଶ୍ୟକ।ଏଥିରେ ଥିବା ଆଣ୍ଟି ଅକ୍ସି ଡାନ୍ତ୍ ଶରୀରରୁ ଅଦରକାରୀ ଆଦର୍ଥ ନିଷ୍କାସନ କରେ ଏବଂ ଦିନ ଭାରି ଆପଣଙ୍କୁ ସତେଜ ରଖିବା ସହ ଓଜନ ନିୟନ୍ତ୍ରଣ କରେ।ତେଣୁ ଯଦି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ବ୍ୟାୟାମ କରିବା ଆଗରୁ ନିଶ୍ଚିନ୍ତ ଏହାକୁ ପୀବ ଆବଶ୍ୟକ ।କା ବା କଫି ରେ କ୍ଷୀର ବା କ୍ରିମ ମିଶାଇଲେ ଏହାର ଫଳପ୍ରଦ ହୁଏ ନାହିଁ।

୫) ପାଚିଲା କଦଳୀ : ଏଥିରେ ଭରପୁର ମାତ୍ରାରେ ପୋଟାସିୟମ ଥାଏ ତେଣୁ ଏହାକୁ ଜଳଖିଆ ଭାବେ ଗ୍ରହଣ କଲେ ଏହା ମୁଖ୍ୟତଃ ରକ୍ତ ଚାପ ସନ୍ତୁଳିତ କରେ ଏବଂ ଖାଦ୍ୟ ହଜମ ହେବାର ମଧ୍ୟ ବହୁ ସାହାଯ୍ୟ କରିଥାଏ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ