1. କୃଷି ବିଶ୍ବକୋଷ

ସାବଧାନ !ଏହା ନେଇପାରେ ଆପଣଙ୍କ ଜୀବନ -୨

ସାବଧାନ !ଏହା ନେଇପାରେ ଆପଣଙ୍କ ଜୀବନ !!-୨

KJ Staff
KJ Staff


କୋରନା ଭାଇରସ ସଂକ୍ରମଣରେ ର ଆସନ୍ତୁ ଜାଣିବା ଅବଶିଷ୍ଟାଂଶ |

କାହାକୁ ହେଇପାରେ ଏହି ରୋଗ ?

ବିଭିନ୍ନ ବଣ୍ୟ ପ୍ରାଣୀ ବା ଅଧିକ ପେଟ ଲାଭର ଙ୍କୁ ହେଇପାରେ ଏହି ରୋଗ |ଏହାର କାରଣ ସ୍ପଷ୍ଟୀକରଣ ନ ହୋଇଥିବାରୁ ଚାଷୀ ,ବନ୍ୟା ବିଭାଗ ରେ କାର୍ଯ୍ୟରତ ଥିବା ବ୍ୟକ୍ତି ,ପେଟ ବା ପୋଷା ଜନ୍ତୁ ରଖୁଥିବା ଦୋକାନୀ ,ଗୃହପାଳିତ ପାଖି ଯଥା କୁକୁଡ଼ା ପାଳନ କରୁଥିବା ଇତ୍ୟାଦି ବ୍ୟକ୍ତି ଏଥିରେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି |ଏହା ବ୍ୟତୀତ ଅନ୍ୟ ସମସ୍ତ ସାଧାରଣ ବ୍ୟକ୍ତି ଙ୍କୁ ମଧ୍ୟ ଏହି ରୋଗ ହୋଇପାରେ କାରଣ ଏହା କିପରି ବ୍ୟାପୁଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ |

ବର୍ତମାନ ହେଉଥିବା ଗବେଷଣା ରୁ .....

ବୈଜ୍ଞାନିକ ଦଳ କୋରନା ଭାଇରସ କେଉଁଠାରୁ ବ୍ୟାପିବା ଆରମ୍ଭ କରିଛି ସେ ନେଇ ସନ୍ଧାନ ଆରମ୍ଭ କରିସାରିଛନ୍ତି |ଚୀନ ର ଊହାନ ସହର ଉପରେ ସନ୍ଦେହ ରହିଥିଲା ବେଳେ ସେଥି ବେଆଇନ ଭାବେ ବିକ୍ରି ହେଉଥିବା ସମସ୍ତ ପ୍ରାଣୀ ଙ୍କର ରକ୍ତ ନମୁନା ଯାଞ୍ଚ କରାଯାଉଛି |ସାପ,ବାଦୁଡ଼ି,ଚଢେଇ ଙ୍କ ମଧ୍ୟରେ ସର୍ବାଧିକ ସାମନଜ୍ୟତା ଦେଖିବାକୁ ମିଳିଛି ତେଣୁ ଏହି ବର୍ଗ ର ଲୋକ ମାନେ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ |
ଏବେ ସୁଦ୍ଧା ୩୦୦ ଟି ରୋଗୀ ଚିହ୍ନଟ ହୋଇସାରିଥିଲା ବେଳେ ମୃତକ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି |ଏହା ବ୍ୟତୀତ ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ବିମାନ ବନ୍ଦର ଜରିଆରେ ଏକ ରୋଗୀ ୟୁ.ଏସ କୁ ପଶିଆସିଥିବା ପରେ ଏହି ରୋଗ ଏବେ ସେଠାରେ ମଧ୍ୟ ବ୍ୟାପିବାରେ ଲାଗିଛି |

କଣ ଏହାର ଲକ୍ଷଣ :

ଏହି ରୋଗ ର ଲକ୍ଷଣ ମଧ୍ୟ ସାଧାରଣ ଥଣ୍ଡା ବା ଜ୍ୱର ପରି ହୋଇଥାଏ |ଏହାର କେତେକ ଲକ୍ଷଣ ହେଉଛି :
-ନାକ ରୁ ଅତ୍ୟଧିକ ପାଣି ବୋହିବା
-ମୁଣ୍ଡ ବିନ୍ଧିବା
-କାଶ ହେବା
-ତଂଟି ଦରଜ
-ଥଣ୍ଡା ଓ ଛିଙ୍କ ହେବା
-ଆସ୍ମା ପରି ସମସ୍ୟା
-ଜ୍ୱର
-ଅସୁସ୍ଥ ଲାଗିବା
-ଦେହ ମୁଣ୍ଡ ଘୋଳାବିନ୍ଧା ହେବା
-ନିମୋନିଆ ପରି ସମସ୍ୟା
ଇତ୍ୟାଦି

କଣ ଏହାର ଲକ୍ଷଣ :

ଏହି ରୋଗ ର ଲକ୍ଷଣ ମଧ୍ୟ ସାଧାରଣ ଥଣ୍ଡା ବା ଜ୍ୱର ପରି ହୋଇଥାଏ |ଏହାର କେତେକ ଲକ୍ଷଣ ହେଉଛି :
-ନାକ ରୁ ଅତ୍ୟଧିକ ପାଣି ବୋହିବା
-ମୁଣ୍ଡ ବିନ୍ଧିବା
-କାଶ ହେବା
-ତଂଟି ଦରଜ
-ଥଣ୍ଡା ଓ ଛିଙ୍କ ହେବା
-ଆସ୍ମା ପରି ସମସ୍ୟା
-ଜ୍ୱର
-ଅସୁସ୍ଥ ଲାଗିବା
-ଦେହ ମୁଣ୍ଡ ଘୋଳାବିନ୍ଧା ହେବା
-ନିମୋନିଆ ପରି ସମସ୍ୟା
ଇତ୍ୟାଦି

କିପରି ଏହା ଠାରୁ ଦୁରେଇ ରହିବେ ?

ଏଯାଏଁ ଏହି ରୋଗ ର କୌଣସି ଔଷଧ ବା ଇଞ୍ଜେକ୍ସନ ତିଆରି ନ ହେଇଥିବାରୁ ଏହା ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ |
ତେବେ ସତର୍କତା ଅବଲମ୍ବନ କରିବାକୁ ହେଲେ ଏହି ପରି କିଛି ଆପଣ କରିପାରିବେ :
-ହାଥ ଭଲ ଭାବେ ଧୋଇକି ଖାଆନ୍ତୁ |
-ନାକ ଓ ପାଟି କୁ ସର୍ବଦା ଘୋଡାଇ ରଖନ୍ତୁ
-ସଂକ୍ରମିତ ବ୍ୟକ୍ତି ଙ୍କ ଠାରୁ ଏବଂ ତାଙ୍କର ବ୍ୟବହାର ହେଉଥିବା ସମସ୍ତ ଜିନ୍ସ ରୁ ଦୁରେଇ ରୁହନ୍ତୁ
-ଜ୍ୱର ବା ଥଣ୍ଡା ହେଲେ ତୁରନ୍ତ ରକ୍ତ ନମୁନା ଯାଞ୍ଚ କରନ୍ତୁ |

କୋରନା ଭାଇରସ ବିଷୟରେ ଅଧିକ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments