1. କୃଷି ବିଶ୍ବକୋଷ

ଅଦ୍ଭୁତ ଅଣ୍ଡା

ଅଦ୍ଭୁତ ଅଣ୍ଡା

KJ Staff
KJ Staff

ଅଣ୍ଡା କୁ ପ୍ରକୃତି ର ସଏର ଫୁଡ ବୋଲି କହିଲି ଭୁଲ ହେବ ନାହିଁ |ପ୍ରଚୁର ଭିଟାମିନ ,ମିନେରାଲ ସହ ଆବଶ୍ୟକ ପ୍ରୋଟିନ ଏବଂ ପୋଷାକ ତତ୍ୱ ଭାରି ରହିଥାଏ ଏଥିରେ |

ଅଣ୍ଡା ରେ ଅଛି କଣ ??
-ଭିଟାମିନ ଏ
-ଭିଟାମିନ ବି କମ୍ପ୍ଲେକ୍ସ ,ଡି ,ଇ
-ଅଈଓଡିନ ,ଲୌହ
-ପ୍ରୋଟିନ
-ଫସଫରସ

ପ୍ରୋଟିନ:୪୪ ଗ୍ରାମ ର ଅଣ୍ଡା ରେ ଥାଏ ୫.୫୩ ଗ୍ରାମ ର ପ୍ରୋଟିନ |ଅଣ୍ଡା ର ୧୨.୬ % ଭାଗ ପ୍ରୋଟିନ ରେ ଭାରି ରହିଥାଏ |

ଚର୍ବି :ଏଥିରେ ଥିବା ଚର୍ବି ଶରୀର ପ୍ରତି ବେଶ ଉପଯୋଗୀ ଏବଂ ୧ ବଡ ଅଣ୍ଡା ରେ ୫ ଗ୍ରାମ ର ପ୍ରୋଟିନ ରହିଥାଏ ଯାହା ଆପଣଙ୍କ ଶରୀର ହିତକାରୀ |ବିଶେଷଜ୍ଞନ ଙ୍କ ଅନୁଯାୟୀ ଏହି ଫ୍ୟାଟ ଓଜନ ନିୟନ୍ତ୍ରଣ ରେ ସାହାଯ୍ୟ କରେ |

 

କଣ ହେବ ଖାଇଲେ ଅଣ୍ଡା ?
୧)ସ୍ୱାସ୍ଥ୍ୟକର ମସ୍ତିସ୍କ :ଏଥିରେ ଥିବା ଭିଟାମିନ ,ମିନେରାଲ ଆପଣଙ୍କ ମସ୍ତିସ୍କ ,ସ୍ନାୟୁ ଏବଂ ସ୍ମରଣ ଶକ୍ତି ସକାରାତ୍ମକ ରଖିବାରେ ବେଶ ଉପଯୋଗୀ |


୨)ହୃଦ୍ରୋଗ ପ୍ରତିକାରକ :ଏଥିରେ ଥାଏ ଶତକଡା ୨୫ ଭାଗ ର ସିଲେନିଅମ ଯାହା ଆପଣଙ୍କୁ ହୃଦ୍ରୋଗ ପ୍ରତିକାରକ ଶକ୍ତି ପ୍ରଦାନ କରିଥାଏ ବୋଲି ବିଭିନ୍ନ ପରୀକ୍ଷା ରୁ ଜଣାପଡିଛି |

୩)ଶକ୍ତି ର ଆଧାର :ଏଥିରେ ଥିବା ଭିଟାମିନ ବି କମ୍ପ୍ଲେକ୍ସ ଖାଦ୍ୟ କୁ ଉର୍ଜା ରେ ପରିବର୍ତନ କରିବା ରେ ବହୁ ମାତ୍ର ରେ ସାହାଯ୍ୟ କରିଥାଏ ତେଣୁ ଦିନ ଭାରି ସତେଜ ରହିବାକୁ ହେଲେ ନିଶ୍ଚିନ୍ତ ଅଣ୍ଡା ଖାଆନ୍ତୁ|

୪)ଓଜନ ହ୍ରାସ ଏବଂ ନିୟନ୍ତ୍ରଣ :ଏଥିରେ ବହୁତ ଅଧିକ ପ୍ରୋଟିନ ଥାଏ ତେଣୁ ଅଣ୍ଡା ଖାଇଲେ ପରେ ଆପଣଙ୍କୁ ଭୋକ ଲାଗିବ ନାହିଁ ତେଣୁ ଅଧିକ ଖାଦ୍ୟ ନ ଖାଇବାରୁ ଓଜନ ସଠିକ ଭାବେ ନିୟନ୍ତ୍ରଣ ହେବ |

 

୫)ତ୍ୱଚା ଲାଗି ଅବଦାନ :ଯଦି ବୟସ କୁ ଅଟକାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିନ୍ତ ଅଣ୍ଡା ଖାଆନ୍ତୁ |ଏଥିରେ ଥିବା ଜରୁରୀ ଭିଟାମିନ ସର୍ବଦା ଆପଣଙ୍କ ଚମ କୁ ସତେଜ ଏବଂ ସୁନ୍ଦର ରଖିବାରେ ଉପଯୋଗୀ |

୬)ସ୍ୱାସ୍ଥ୍ୟକର ଦୃଷ୍ଟି :ଆଖି ଲାଗି ଅଣ୍ଡା ବୈଦ୍ୟ ଭଳି କାମ କରେ |ଅଣ୍ଡା ର କେଶର ରେ ଥିବା ଲ୍ୟୁଟିନ ଆପଣଙ୍କୁ ମୋତିୟା ବିନ୍ଦୁ ପରି ରୋଗ ରୁ ରକ୍ଷା କରିଥାଏ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments