1. କୃଷି ବିଶ୍ବକୋଷ

ଜି .ଏମ୍ ଧାନ ଦେବ ଏଡ୍ସ ରୁ ସୁରକ୍ଷା!!!

ଏହି ଧାନ ମଞ୍ଜି କୁ ଆଣି ଭଲ ଭାବେ ବାଟି ଏକ କ୍ରାଇମ୍ ସଦୃଶ ପ୍ରସ୍ତୁତି କରି ହେବା ଯାହା ଆଣ୍ଟି ରେଟ୍ରୋଭାଇରାଲ୍ କ୍ରିମ ଭାବେ ବ୍ୟବହାର କରାଯାଇପାରିବ।ଏହି ଧାନ ର ଉତ୍ପାଦନ ବହୁଳ ମାତ୍ର ରେ ଆରମ୍ଭ ହେଲା ପରେ ଏହି କ୍ରିମ ସ୍ୱଳ୍ପ ଖର୍ଚ ରେ ମଧ୍ୟ ଉତ୍ପାଦନ ହୋଇପାରିବ ଏଣୁ ଏଡ୍ସ ର ଉପଚାର ମଧ୍ୟ ସହଜ ସଦ୍ୟ ହେବା ବୋଲି ବୈଜ୍ଞାନିକ ମତ ଦେଇଛନ୍ତି।ଏହା ଲାଗି ଧାନ ଏକ ଉତ୍ତମ ମାଧ୍ୟମ କାରଣ ଏହାର ଉତ୍ପାଦନ ପ୍ରଣାଳୀ ଘରେ ଘରେ ପରିଚିତ ଏବଂ ବେଶ୍ ସହଜ ।

KJ Staff
KJ Staff

ଏବେ ଆମର ପ୍ରିୟର ଧାନ ଏକ ନୂତନ କାର୍ଯ୍ୟ କରିବାରେ ସକ୍ଷମ ।ଭାରତ ର ମୁଖ୍ୟ ଖାଦ୍ୟ ହେବା ବ୍ୟତୀତ ଏବେ ଏହା ଏଡ୍ସ ପରି ଭୟଙ୍କର ରୋଗ ରୁ ମଧ୍ୟ ମୁକ୍ତି ଦେବ। ଆଶ୍ଚର୍ଯ୍ୟ ଲାଗୁଥୁଲେ ମଧ୍ୟ ସତ!! ଗବେଷକଙ୍କ ଅନୁଯାୟୀ ଏବେ ଉତ୍ପତ୍ତିର ରୂପ୍ରେ ସୁଧରା ଯାଇଥିବା ଏହି ଧାନ ଏଚହ୍ . ଆଇ. ଭି ଭୁତାଣୁ ରୁ ସୁରକ୍ଷା ଦେବ।ଏହି ଧାନ ରେ ଥିବା ୩ ପ୍ରକାର ର ପ୍ରୋଟିନ ଏଡ୍ସ ଭୁତାଣୁ କୁ ନଷ୍ଟ କରିପାରିବ।

ଏହି ବିଷୟରେ ବର୍ଣ୍ଣନା କରିଥିଲା ନେସନାଲ ଆକାଡେମୀ ଅଫ୍ ସାଇନ୍ସ।ବୈଜ୍ଞାନିକ ମତରେ ଧାନ ରେ ଥିବା ପ୍ରୋଟିନ ଭୁତାଣୁ ସହ ଲାଗି ତାକୁ ମଣିଷ ଶରୀର ର କୋଷ ସହ ମିଶିବାରୁ ଅଟକାଇଥାଏ।ତେଣୁ ଏହାର ଶରୀର ରେ ରହି ମଧ୍ୟ କୌଣସି କ୍ଷତି କରିପାରେ ନାହିଁ |

ଏହି ଧାନ ମଞ୍ଜି କୁ ଆଣି ଭଲ ଭାବେ ବାଟି ଏକ କ୍ରାଇମ୍ ସଦୃଶ ପ୍ରସ୍ତୁତି କରି ହେବା ଯାହା ଆଣ୍ଟି ରେଟ୍ରୋଭାଇରାଲ୍ କ୍ରିମ ଭାବେ ବ୍ୟବହାର କରାଯାଇପାରିବ।ଏହି ଧାନ ର ଉତ୍ପାଦନ ବହୁଳ ମାତ୍ର ରେ ଆରମ୍ଭ ହେଲା ପରେ ଏହି କ୍ରିମ ସ୍ୱଳ୍ପ ଖର୍ଚ ରେ ମଧ୍ୟ ଉତ୍ପାଦନ ହୋଇପାରିବ ଏଣୁ ଏଡ୍ସ ର ଉପଚାର ମଧ୍ୟ ସହଜ ସଦ୍ୟ ହେବା ବୋଲି ବୈଜ୍ଞାନିକ ମତ ଦେଇଛନ୍ତି।ଏହା ଲାଗି ଧାନ ଏକ ଉତ୍ତମ ମାଧ୍ୟମ କାରଣ ଏହାର ଉତ୍ପାଦନ ପ୍ରଣାଳୀ ଘରେ ଘରେ ପରିଚିତ ଏବଂ ବେଶ୍ ସହଜ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments