1. କୃଷି ବିଶ୍ବକୋଷ

ଗାଜର ଓ ବିଟରୁଟ୍ଚାଷକରନ୍ତୁ, ଅଧିକଲାଭବାନହୁଅନ୍ତୁ

ପନିପରିବାମଧ୍ୟରେକେତେକପରିବାକୁସେଗୁଡ଼ିକରପୌଷ୍ଟିକତାନିମନ୍ତେଅଧିକଗୁରୁତ୍ୱପ୍ରଦାନକରାଯାଇଥାଏ lସେଗୁଡ଼ିକମଧ୍ୟରୁଗାଜର ଓ ବିଟରୁଟ୍ଅନ୍ୟତମଅଟେ l ମୁଖ୍ୟତଃଶରୀରରହଜମଏବଂରକ୍ତସଂକ୍ରାନ୍ତୀୟବ୍ୟତିକ୍ରମକୁସଜାଡ଼ିବାରେଗାଜର ଓ

Sugyan Kumar Nayak
Sugyan Kumar Nayak
Carrot and Beetroot

Carrot and Beetroot

ପନିପରିବାମଧ୍ୟରେକେତେକପରିବାକୁସେଗୁଡ଼ିକରପୌଷ୍ଟିକତାନିମନ୍ତେଅଧିକଗୁରୁତ୍ୱପ୍ରଦାନକରାଯାଇଥାଏ lସେଗୁଡ଼ିକମଧ୍ୟରୁଗାଜର ଓ ବିଟରୁଟ୍ଅନ୍ୟତମଅଟେ l ମୁଖ୍ୟତଃଶରୀରରହଜମଏବଂରକ୍ତସଂକ୍ରାନ୍ତୀୟବ୍ୟତିକ୍ରମକୁସଜାଡ଼ିବାରେଗାଜର ଓ

ବିଟରୁଟ୍ପ୍ରମୁଖଭୂମିକାଗ୍ରହଣକରିଥାଆନ୍ତି l ଗାଜର ଓ ବିଟରୁଟ୍କୁମୁଖ୍ୟତଃଶୀତଋତୁରେଚାଷକରାଯାଏ l ବଜାରରେବର୍ଷାସାରାଗାଜର ଓ ବିଟରୁଟରଭଲଚାହିଦାରହୁଛି l ଏହାକୁଲକ୍ଷ୍ୟକରିଏହାଚାଷକରିଲେନିଶ୍ଚିତଭାବରେଭଲଲାଭମିଳିପାରିବ l

ଆସନ୍ତୁଆଜିଆମେଗାଜର ଓ ବିଟରୁଟ୍ଚାଷରବିଭିନ୍ନଦିଗଗୁଡ଼ିକବିଷୟରେଆଲୋଚନାକରିବା lଆଜିକାଲିସହରମାନଙ୍କରେଗାଜର ଓ ବିରୁଟ୍‌ରଚାହିଦାଦିନକୁଦିନବଢୁଅଛି । ବଡ଼ବଡ଼ ହୋଟେଲମାନଙ୍କରେସାଲାଡ଼ କରିବାପାଇଁଏହିଦୁଇପ୍ରକାରରପରିବାଆବଶ୍ୟକହୋଇଥାଏ । ବିଭିନ୍ନପ୍ରକାରଖାଦ୍ୟପ୍ରସ୍ତୁତକରିବାପାଇଁମଧ୍ୟଗାଜରଆବଶ୍ୟକହୋଇଥାଏ ।ଗାଜରରୁପ୍ରସ୍ତୁତହାଲୁଆଏକରୁଚିକରଖାଦ୍ୟରୂପେବ୍ୟବହୃତହୋଇଥାଏ । ଏହିଦୁଇଟିପରିବାରେଯଥେଷ୍ଟପରିମାଣରେଭିଟାମିନ୍ ଏ ଓ ନାନାଜାତିରଧାତବଲବଣରହିଅଛି । ଗାଜରଖାଇବାଦ୍ଵାରାକିଡ଼ନୀଭଲଭାବରେକାର୍ଯ୍ୟକରିଥାଏଏବଂପରିସ୍ରାପରିଷ୍କାରହୁଏ । ଇଉରୋପମହାଦେଶରେକାମଳରୋଗହେଲେଗାଜରରସପିଇବାକୁଦିଆଯାଏ ।

 ଗାଜର ଓ ବିଟରୁଟ୍ଶୀତଦିନିଆଫସଲ । ଖରାଅଧିକହେଲେଗାଜରବାବିଟରୁଟ୍ବଢ଼ିପାରେନାହିଁ । ଅକ୍ଟୋବରଠାରୁଡିସେମ୍ବରମାସପର୍ଯ୍ୟନ୍ତଗାଜର ଓ ବିଟରୁଟ୍ଲଗାଯାଇପାରିବ । ତେବେପାହାଡ଼ିଆଅଞ୍ଚଳରେଅଗଷ୍ଟମାସଠାରୁମଧ୍ୟଏହାଚାଷକରାଯାଇପାରିବ ।ଏହିଦୁଇଟିଫସଲପାଇଁନିଗିଡାଦୋରସାମାଟିଆବଶ୍ୟକ । ଜମିକୁଭଲଭାବରେଚାଷକରିମାଟିଗୁଣ୍ଡକରିବିଲଟିକୁସମାନକରିବାଦରକାର । ବିଲରୁଯେପରିଅଧିକପାଣିଗଡ଼ିଯାଇପାରିବସେଥିପାଇଁମଧ୍ୟନାଳରଖିବାଆବଶ୍ୟକ ।

କିସମ

ପୁଷାକେସର, ପୁଷାୟମଦଗ୍ରୀ, ପୁଷାମେଘାଳି, ହିସାରଗୌରୀକ୍, ନେସ୍, ବ୍ୟାଣ୍ଟନିଇତ୍ୟାଦି ।

ଜମିଚାଷକରିସାରିବାପରେବିଲରେପ୍ରତିଏକଫୁଟଛଡ଼ାରେସିଆରକରନ୍ତୁ । ଏହିସିଆରରେଏକରପିଛା ୧୦ ଗାଡ଼ିହିସାବରେଭଲଖତଦିଅନ୍ତୁ । ଏଥିସହିତଏକରପ୍ରତି ୧୦ କି.ଗ୍ରା.ଯବକ୍ଷାରଜାନ, ୨୦ କି.ଗ୍ରା.ଫସ୍‌ଫରସ୍ ଓ ୩୦ କି.ଗ୍ରା.ପଟାସ୍ସାରପ୍ରୟୋଗକରିଅଳ୍ପମାଟିବାଖତଘୋଡ଼ାଇଦିଅନ୍ତୁ । ତାପରେସେହିସିଆରରେମଞ୍ଜିବୁଣିମଞ୍ଜିକୁମାଟିଦ୍ୱାରାଘୋଡ଼ାଇପକାନ୍ତୁ । ବିଲରେପାଗଥିବାବେଳେହିଁମଞ୍ଜିଲଗାନ୍ତୁ । ଗଛଉଠିବାର ୧୫ ଦିନପରେପ୍ରତି ୪ ଇଞ୍ଚଛଡ଼ାରେଗୋଟିଏଲେଖାଏଁଗଛରଖିବଳକାଗଛଉପାଡ଼ିଦିଅନ୍ତୁଏବଂବିଲରୁଅନାବନାଘାସବାଛିପକାନ୍ତୁ । ଗଛଗୁଡ଼ିକ ୩୦ ଦିନରହୋଇଗଲେଏକରପ୍ରତି ୧୦ କି.ଗ୍ରା. ଯବକ୍ଷାରଜାନସାରଦେଇହୁଡ଼ାଦିଅନ୍ତୁ । ଗାଜରଶୀତଦିନିଆଫସଲହୋଇଥିବାରୁପାଣିଆବଶ୍ୟକହୋଇଥାଏ । ଶୀତଦିନେପ୍ରାୟ ୮ ରୁ ୧୦ ଦିନରେପାଣିଦେବାକୁହୁଏ । କିନ୍ତୁକେବେହେଲେଅଧିକପରିମାଣରେପାଣିଦିଅନ୍ତୁନାହିଁ । ଅମଳପୂର୍ବରୁହାଲୁକାଭାବେପାଣିଦେଲେଉପାଡ଼ିବାପାଇଁସହଜହୋଇଥାଏ ।

ଏକଏକରରୁପ୍ରାୟ ୫୦ ରୁ ୬୦କ୍ୱିଣ୍ଟାଲପର୍ଯ୍ୟନ୍ତଅମଳମିଳିଥାଏ । ଉପାଡ଼ିସାରିବାପରେଭଲଭାବରେପାଣିରେଧୋଇଚେରଇତ୍ୟାଦିଛିଣ୍ଡାଇଦେବାଉଚିତ୍ । ସାଧାରଣତଃଗାଜରଏକସପ୍ତାହପର୍ଯ୍ୟନ୍ତରହିଥାଏ । 

ବିଟରୁଟ୍  ଚାଷ

ସାଧାରଣତଃଅନେକପ୍ରକାରରବିଟରୁଟ୍ଚାଷକରାଯାଇଥାଏ । ତେବେସେମାନଙ୍କମଧ୍ୟରେକ୍ରିମସନ୍ଗ୍ଲୋବ, ଡେଟ୍ରଏଟଡାର୍କରେଡ଼ କିସମଅନ୍ୟତମ । କ୍ରିମସନ୍ଗ୍ଲୋବ୍‌ କିସମରମୂଳରଉପରିଭାଗସାମାନ୍ୟଲାଲଦେଖାଯାଏ । ଡେଟ୍ରଏଟଡାର୍କରେଡ଼ କିସମରଆକାରପୁରାପୁରିଗୋଲ । ଚାଷପ୍ରଣାଳୀ-ଗାଜରପରିବିଟରୁଟ୍ମଧ୍ୟସିଆରରେବୁଣାଯାଏ । ବିଲକୁଭଲଭାବେଚାଷକରିପ୍ରତିଦେଢ଼ଫୁଟବ୍ୟବଧାନରେସିଆରକରିସିଆରରେମଞ୍ଜିପୋତିବାଦରକାର । 

ମଞ୍ଜିପୋତିବାପୂର୍ବରୁଏକରପିଛା ୧୦ କି.ଗ୍ରା. ଯବକ୍ଷାରଜାନ,୨୦କି.ଗ୍ରା. ଫସ୍‌ଫରସ୍ ଓ ୪୦ କି.ଗ୍ରା.ପଟାସ୍ସାରସିଆରରେଦେଇମାଟିରେମିଶାଇଦିଅନ୍ତୁ । ଏକରପିଛାପ୍ରାୟ ୨ ରୁ ୩ କି.ଗ୍ରା.ବିହନଦରକାରହୋଇଥାଏ । ଗଛଉଠିସାରିବାପରେପ୍ରତି ୪ ଇଞ୍ଚଛଡ଼ାରେଗୋଟିଏଲେଖାଏଁଗଛରଖିଅନ୍ୟଗଛକୁଉପାଡ଼ିଦେବାଦରକାର । ଲଗାଇବାର ୯୦ ଦିନପରେଗାଜରଅମଳପାଇଁଉପଯୁକ୍ତହୋଇଥାଏ । ଗଛପ୍ରାୟ ୨୫ ରୁ ୩୦ ଦିନରହୋଇଗଲେକୋଡ଼ା, ଖୁସାକରିହିଡ଼ ଟେକିବାଦରକାରହୁଏ । ପୋକ-ବିଟ୍ଫସଲରେଅନେକସମୟରେସେମିଲିପୁର, ବିଲିଫ୍ମାଇନରପ୍ରଭୃତିକେତେକପୋକଲାଗିଥାନ୍ତି । ତେଣୁପ୍ରତି ୧ ଲିଟରପାଣିରେ ୨ ମିଲିଲିଟରହିସାବରେରୋଗରଔଷଧମିଶାଇସ୍ପ୍ରେକଲେଏହିସବୁପୋକମରିଯାନ୍ତି । ମାଲାଥିଅନ୍ମଧ୍ୟପୋକମାରିବାପାଇଁବ୍ୟବହାରକରାଯାଇପାରିବ । ରୋଗ-ବିଟ୍ରୁଟ୍ରେବେଳେବେଳେପତ୍ରଦାଗରୋଗଦେଖାଯାଏ । ରୋଗବେଶିହେଲେପତ୍ରମାଟିଆପଡ଼ିଯାଏ । ଏହାକୁଦମନକରିବାପାଇଁଲିଟରପ୍ରତି ୨.୫ ଗ୍ରାମ୍ହିସାବରେମାଖୋଜେବ୍ଔଷଧମିଶାଇଫସଲରେସ୍ପ୍ରେକରିବାକୁହେବ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments