1. କୃଷି ବିଶ୍ବକୋଷ

ନୂଆ କିସମର ହରଡ଼:

ନିକଟରେ ମଧ୍ୟ ପ୍ରଦେଶ ର ବୈଜ୍ଞାନିକ ମାନେ ହରଡ ର ଏକ ନୂଆ କିସମ ବିକଶିତ କରିଛନ୍ତି |ସାଧାରଣତଃ ଗୋଟିଏ ହରଡ ୫୦୦ ଗ୍ରାମ ଡାଲି ମିଳୁଥିବା ବେଳେ ଏହି ଗଛରୁ ୨ କି.ଗ୍ରା ପାଖାପାଖି ଡାଲି ମିଳିଥାଏ |

KJ Staff
KJ Staff

ନିକଟରେ ମଧ୍ୟ ପ୍ରଦେଶ ର ବୈଜ୍ଞାନିକ ମାନେ ହରଡ ର ଏକ ନୂଆ କିସମ ବିକଶିତ କରିଛନ୍ତି |ସାଧାରଣତଃ ଗୋଟିଏ ହରଡ ୫୦୦ ଗ୍ରାମ ଡାଲି ମିଳୁଥିବା ବେଳେ ଏହି ଗଛରୁ ୨ କି.ଗ୍ରା ପାଖାପାଖି ଡାଲି ମିଳିଥାଏ |ଏହା ସହିତ ୬୦୦ ଗ୍ରାମ ଲାଖ ମଧ୍ୟ ମିଳିପାରିବ |ସୀମିତ ତଥା କମ ଅମଳକ୍ଷମ ଜମି ଥିବା ଚାଷୀମାନଙ୍କ ପାଇଁ ଜବଲପୁର ସ୍ଥିତ ଜବାହାରଲାଲ ନେହେରୁ କୃଷି ବିଶ୍ୱ ବିଦ୍ୟାଳୟ ବୈଜ୍ଞାନିକ ମାନେ ଏହି କିସମ ହରଡ ର ପ୍ରସ୍ତୁତ କରିଛନ୍ତି |

ଆବଶ୍ୟକ ସ୍ଥଳେ ବସ୍ତାରେ ମାଟି ଭର୍ତ୍ତିକରି ଏହି ହରଡ଼ ଗଛ ଲାଗିଯାଇପାରିବ |ଅଧା ଏକର ଜମିରେ ୨୦୦ ପାଖାପାଖି ହରଡ଼ ଗଛ ଲାଗିପାରେ |

ଲାଖ ପୋକ ଛାଡ଼ିଯିବା ପରେ ;ଏହା ଗଛର କ୍ଷେତି ନକରି ବରଂ ସେଥିରେ ଲାଖ ସୃଷ୍ଟି କରିଥାନ୍ତି |ମାତ୍ରା ୧୦ ମାସ ମଧ୍ୟରେ ଏପରି ଗୋଟିଏ ହରଡ ଗଛରୁ ୨ କି.ଗ୍ରା ହରଡ,୬୦୦ ଗ୍ରାମ ଲାଖ ,ଓ ୫ କି.ଗ୍ରା ପାଖାପାଖି କଥା ମିଳିପାରିବ ବୋଲି ଗବେଷଣାରୁ ଜଣାପଡିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments