1. ମତ୍ସ୍ୟ ଓ ପଶୁ ପାଳନ

ଗୃହପାଳିତ ପଶୁଙ୍କ ଦୈନିକ ଯତ୍ନ ପ୍ରଣାଳୀ

ଗୃହପାଳିତ ପଶୁ ମଧ୍ୟ ମନୁଷ୍ୟ ପରି ଯତ୍ନ ଓ ସ୍ନେହ ଲୋଡିଥାନ୍ତି |ତେବେ ଋତୁଚକ୍ର ଅନୁସାରେ ତାଙ୍କର ଆବଶ୍ୟକତା ବଦଳିଥାଏ ଏବଂ ଏହି କାରଣରୁ ଦେଖାଯାଏ ବିଭିନ୍ନ ସମସ୍ୟା |ଏହି ସମସ୍ୟା ର ଉପଚାର ଉଚିତ ଭାବେ ନ କରାଗଲେ ପ୍ରାଣୀ ସମ୍ପଦ ର ହାନି ହେବ ସହ ପଶୁପାଳନ ରେ କ୍ଷେଟି ହେବ ସୁନିଶ୍ଚିତ |ତେଣୁ ବିଶେଷ କରି ସୀତା ଦିନରେ ତାଙ୍କର ଯତ୍ନ କିପରି ନେଇପାରିବେ ସେହି ବିଷୟରେ ଜାଣିବା ଲାଗି ଆଗକୁ ପଢନ୍ତୁ

KJ Staff
KJ Staff

ଗୃହପାଳିତ ପଶୁ ମଧ୍ୟ ମନୁଷ୍ୟ ପରି ଯତ୍ନ ସ୍ନେହ ଲୋଡିଥାନ୍ତି |ତେବେ ଋତୁଚକ୍ର ଅନୁସାରେ ତାଙ୍କର ଆବଶ୍ୟକତା ବଦଳିଥାଏ ଏବଂ ଏହି କାରଣରୁ ଦେଖାଯାଏ ବିଭିନ୍ନ ସମସ୍ୟା |ଏହି ସମସ୍ୟା ଉପଚାର ଉଚିତ ଭାବେ କରାଗଲେ ପ୍ରାଣୀ ସମ୍ପଦ ହାନି ହେବ ସହ ପଶୁପାଳନ ରେ କ୍ଷେଟି ହେବ ସୁନିଶ୍ଚିତ |ତେଣୁ ବିଶେଷ କରି ସୀତା ଦିନରେ ତାଙ୍କର ଯତ୍ନ କିପରି ନେଇପାରିବେ ସେହି ବିଷୟରେ ଜାଣିବା ଲାଗି ଆଗକୁ ପଢନ୍ତୁ

-ଶୀତଦିନେ ବାୟୁମଣ୍ଡଳ ତାପମାତ୍ରା ଏବଂ ଆଦ୍ରତା ପରିବର୍ତ୍ତନ ବିଶେଷ କରି ପ୍ରାଣୀମାନଙ୍କ ଉପରେ ବେଶୀ ପ୍ରଭାବ ପକାଇଥାଏ |

-ପ୍ରାଣୀମାନଙ୍କ ଅବାଧ ହୋଇଥିବା ଗୃହ କିମ୍ବା ଗୁହାଳରେ ଚତୁର୍ପାଶ୍ୱ କୁ ଝୋଟ ରେ ତିଆରି ବ୍ୟାଗ ଦ୍ୱାରା ଆଚ୍ଛାଦିତ କରନ୍ତୁ |ଗୁହାଳ ଘରେ ଉପଯୁକ୍ତ ଆଲୋକ ସଂଚାର ବ୍ୟବସ୍ତା ମଧ୍ୟ କରାଇବା ଆବଶ୍ୟକ |

-ଦୁଗ୍ଧ ଉତ୍ପାଦନ କରୁଥିବା ପ୍ରାଣୀଙ୍କୁ ବିଶେଷ କରି କମ୍ବଳ ଘୋଡାଇ ରଖନ୍ତୁ |

-ଶୁଖିଲା ନଡା କିମ୍ବା  ପାଳ ରେ ସେମାନଙ୍କୁ ଶୋଇବାକୁ ଦିଅନ୍ତୁ|

-ଥଣ୍ଡା  ଥିବା ପାଣି ପିଇବାକୁ ଦିଅନ୍ତୁ ନାହିଁ |ନଖ ଉଷୁମ କରି ପିଇବା ପାଣି ଗୃହପାଳିତ ପଶୁଙ୍କୁ ପିଇବାକୁ ଦିଅନ୍ତୁ |

-ଦାନ ଏବଂ ତନ୍ତୁ ଜାନ୍ତିୟ ଖାଦ୍ୟ ଉତ୍ପାଦନ ଉପଯୁତ ପରିମାଣରେ ଖାଇବାକୁ ଦେବା ଉଚିତ |ତାସହ ବାଦାମ ପିଡିଆ ସୋରିଷ ପିଡିଆ ,ଦାନାରେ ରହିବ ଦ୍ୱାରା ଶରୀର ରେ ଖାଦ୍ୟ ସାରା ଅଭାବ ପୁରାଣ ହୋଇଥାଏ |ଖାଦ୍ୟ ରେ ଉପଯୁକ୍ତ ଲାଭାନ ରହିବ ଆବଶ୍ୟକ

-ଏହି ସମୟରେ କୃମି ଔଷଧ ଦେବା ସହ ଫାଟୁଆ,ସାହାଣ ଫୁଲା ରୋଗ ,ବଜାବଜିଆ ,ପିପିଆର ଆଦି ରୋଗଲାଗି ପ୍ରତିରୋଧକ ମଧ୍ୟ ଦେବା ଆବଶ୍ୟକ|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments