1. ମତ୍ସ୍ୟ ଓ ପଶୁ ପାଳନ

ସିଫାବୃଡ଼

ଏହା କାର୍ପ ମାଛ ପୋଷଣ ନିମନ୍ତେ ଏକ ଆଦର୍ଶ ଖାଦ୍ୟ

KJ Staff
KJ Staff

ବିଶେଷତ୍ୱ:

  • ଏହା କାର୍ପ ମାଛ ପୋଷଣ ନିମନ୍ତେ ଏକ ଆଦର୍ଶ ଖାଦ୍ୟ
  • କାର୍ଯ୍ୟପୋଖତା ମାଛ ସହଜରେ ସିଫାବୃଦ ଗ୍ରହଣ କରିପାରିବ |ଏହା ସ୍ୱାଦଯୁକ୍ତ ଓ ଜଳରେ ମିଳାଇ ନଯାଇ ସ୍ଥାୟୀ ଭାବେ ରହିପାରେ |
  • ସିଫାବୃଡ଼ ପୋଷକ ଖାଦ୍ୟ ରେ ଭରପୁର ବୃହଦାକାର ଓ କ୍ଷୁଦ୍ର ଅନୁ ଯୋଗାଇଥାଟେ ଯାହାକି ପ୍ରଚଳିତ ଗତାନୁଗୁଡିକ ଖାଦ୍ୟ ରେ ନଥାଏ |
  • ଏହି ଖାଦ୍ୟ ଡିମ୍ବାଶୟ ଓ ଶୁକରାଶୟ ବୃଦ୍ଧି ଓ ପୃଷ୍ଟିଙ୍କୁ ତୁରାନିତ୍ଵ କରିବା ଫଳରେ ପ୍ରଜନନ ପ୍ରକ୍ରିୟା ନିର୍ଦିଷ୍ଟ ସମୟର ବହୁ ଆଗରୁ ହୋଇଥାଏ |
  • ଏହା ମାଛ ର ଅଣ୍ଡା ଓ ଶୂକ୍ରାଣୁ ସଂଖ୍ୟା ଏବଂ ଗୁଣବତ୍ତାର ଉନ୍ନତି ଓ କାର୍ଯ୍ୟଦକ୍ଷତା ବୃଦ୍ଧି କରାଏ |
  • ଏହି ଖାଦ୍ୟ ଅଧିକ ପରିମାଣ ରେ ସୁସ୍ଥ ସବଳ ଓ ଗୁଣ୍ଡ ଜାଅଁଳା ପ୍ରାପ୍ତିର ପ୍ରସ୍ତୁତି ଦେଇଥାଏ |
  • ବହୁତଥର ଓ ବାରମ୍ବାର ପ୍ରଜନନ ପାଣି ଉପଯୋଗୀ କାର୍ପମାଛଙ୍କ ପାଇଁ ଏହା ଏକ ଉତ୍କୃଷ୍ଟ ଖାଦ୍ୟ |
  • ପ୍ରଜନନ ହୋଇସାରିଥିବ ସ୍ପେଣ୍ଟ ମାଛ ର ପୁନଃ ଅଣ୍ଡାଧାରଣ କ୍ଷମତା ପ୍ରାପ୍ତି ପାଇଁ ଏହା ଉପଯୋଗୀ |
  • ଏହି ଖାଦ୍ୟ ଦ୍ୱାରା ଏକକ ମସିହାରୁ ଅଧିକ ଓ ଉନ୍ନତମାନର ଜାଅଁଳା ପାଇପାରିବେ ପ୍ରତିଶୃତି ମିଳିପାରିଛି |
  • ନର୍ସରୀ ପୋଖରୀରେ ଦ୍ରୁତଗତିରେ ବଢିବା ଓ ଅଧିକ ପରିମାଣରେ ବଞ୍ଚି ରହିବାର ସୁନିଶ୍ଚତତା ମିଳିପାରିଛି |
  • ଏହା ଆର୍ଥିକ ଦୃଷ୍ଟିକୋଣରୁ ଯଥେଷ୍ଟ ଲାଭଜନକ ଯାହାକି ବାରମ୍ବାର ଅନେକ ସ୍ତନ ରେ ପରୀକ୍ଷିଣ ଦ୍ୱାରା ସ୍ୱୀକୃତି ଲାଭ କରିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ