1. ମତ୍ସ୍ୟ ଓ ପଶୁ ପାଳନ

କୁକୁଡ଼ା ବ୍ୟବସାୟରେ ବତକ ପାଳିବା ଲୋକପ୍ରିୟ ବ୍ୟବସାୟ

କୁକୁଡ଼ା ଚାଷ ଅପେକ୍ଷା ବତକ ଚାଷ ବ୍ୟବସାୟରେ ସବୁଠାରୁ ଲାଭଜନକ ବ୍ୟବସାୟ ବୋଲି ବିବେଚନା କରାଯାଏ । ଅଧିକାଂଶ ଲୋକ ଏହି ବ୍ୟବସାୟ କରିବାକୁ ପସନ୍ଦ କରନ୍ତି l ବିଶେଷକରି କ୍ଷୁଦ୍ର କୃଷକମାନେ ଏହି କୁକୁଡ଼ା ଚାଷ ପାଇଁ ଅଧିକ ଆଗ୍ରହୀ l

Tanushree Mahapatra
Tanushree Mahapatra
make profit in duck farming, image source - pexels

make profit in duck farming, image source - pexels

ଆଜିକାଲି କୃଷକମାନେ ସେମାନଙ୍କର ଆୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ବ୍ୟବସାୟ ଆଡକୁ ମୁହାଁଉଛନ୍ତି । ଏଥିମଧ୍ୟରୁ ବତକ ଚାଷ ଏକ ନୂତନ ଏବଂ ଲାଭଦାୟକ ବିକଳ୍ପ ହୋଇପାରେ l ବାସ୍ତବରେ, ବର୍ତ୍ତମାନ ସୁଦ୍ଧା ଆପଣ କୁକୁଡ଼ା ଚାଷ ଏବଂ ଏହା ସହିତ ଜଡିତ ଅନ୍ୟ ବ୍ୟବସାୟ ବିଷୟରେ ଶୁଣିଥିବେ ନିଶ୍ଚୟ l

କୁକୁଡ଼ା ଚାଷ ଅପେକ୍ଷା ବତକ ଚାଷ ବ୍ୟବସାୟରେ ସବୁଠାରୁ ଲାଭଜନକ ବ୍ୟବସାୟ ବୋଲି ବିବେଚନା କରାଯାଏ । ଅଧିକାଂଶ ଲୋକ ଏହି ବ୍ୟବସାୟ କରିବାକୁ ପସନ୍ଦ କରନ୍ତି l ବିଶେଷକରି କ୍ଷୁଦ୍ର କୃଷକମାନେ ଏହି କୁକୁଡ଼ା ଚାଷ ପାଇଁ ଅଧିକ ଆଗ୍ରହୀ l ଏଭଳି ପରିସ୍ଥିତିରେ କୁକୁଡ଼ା ଚାଷ ଅପେକ୍ଷା ବତକ ଚାଷ ଅଧିକ ଆୟ କରିପାରିବ । ଆସନ୍ତୁ ଜାଣିବା କିପରି ବତକ ଚାଷ ଅଧିକ ଆୟ ଦେବ ?

ବତକ ପାଳିବା ଭଲ ଆୟ

ବତକ ଅଣ୍ଡା ଏବଂ ମାଂସର ମୂଲ୍ୟ ଚିକେନ୍ ଅଣ୍ଡା ଏବଂ ମାଂସଠାରୁ ଅଧିକ l ଯେଉଁଥିପାଇଁ କୃଷକମାନେ ବହୁତ ରୋଜଗାର କରନ୍ତି l କୁକୁଡ଼ା ବ୍ୟବସାୟରେ ବତକ ପାଳିବା ହେଉଛି ସବୁଠାରୁ ଲୋକପ୍ରିୟ ବ୍ୟବସାୟ l ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ କୁକୁଡ଼ା ଚାଷ ଅପେକ୍ଷା ବତକ ଚାଷ ଅଧିକ ଲାଭଦାୟକ ଅଟେ। ଯଦି ଆପଣ ମଧ୍ୟ ବତକ ପାଳିବା ଦ୍ୱାରା ଭଲ ଲାଭ କରିବାକୁ ଚାହୁଁଛନ୍ତି, ତେବେ ଆସନ୍ତୁ ଏହି ୧୦ ଟି ପଏଣ୍ଟ ଜାଣିବା l କିପରି କରିବା ବତକ ଚାଷ l

ଗୋଟିଏ ବତକ ୨୮୦ ରୁ ୩୦୦ ଅଣ୍ଡା ଦେଇଥାଏ

ଯଦି ଗୋଟିଏ ବତକ ଗୋଟିଏ ବର୍ଷରେ ୨୮୦ ରୁ ୩୦୦ ଅଣ୍ଡା ଦେଇଥାଏ l ଯାହା କୁକୁଡ଼ାମାନଙ୍କ ତୁଳନାରେ ଦୁଇଗୁଣ ଅଧିକ l ଅନ୍ୟପକ୍ଷରେ ବଜାରରେ ଗୋଟିଏ ଅଣ୍ଡାର ମୂଲ୍ୟ ୯ ରୁ ୧୧ ଟଙ୍କା ରହିଛି । ଏହାର ମାଂସର ଚାହିଦା ମଧ୍ୟ ବହୁତ ଅଧିକ l ମୂଲ୍ୟ ବିଷୟରେ କହିବାକୁ ଗଲେ, ବତକ ଚାଷ ବ୍ୟବସାୟରେ ବହୁତ କମ୍ ପୁଞ୍ଜି ଖର୍ଚ୍ଚ ହୁଏ l ଏହି ସମୟରେ ଗୋରୁ ପାଳକମାନେ ଭଲ ରୋଜଗାର କରନ୍ତି l କାରଣ ଗୋପାଳନ ସହିତ ଆପଣ ବତକ ଚାଷ କରି ଦ୍ଵିଗୁଣ ଟଙ୍କା ରୋଜଗାର କରିପାରିବେ l

Read more

Poultry Farm: ଅଧିକ ଅଣ୍ଡା ଦେଉଥିବା ଉନ୍ନତ ପ୍ରଜାତି କୁକୁଡ଼ା

ବୁଣା କପଡ଼ା ଉପରେ ମୌଳିକ ସୀମା ଶୁଳ୍କ ହ୍ରାସ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ