1. କୃଷି ପ୍ରଶିକ୍ଷଣ

ଆଠଗଡ଼ ନାଗରୀ ପାହାଡ଼ରୁ ଶିଳାଲିପି ର ସନ୍ଧାନ!!.

ଆଠଗଡ଼ ପାଟଣା ଗ୍ରାମ ନିକଟସ୍ଥ ନାଗରୀ ପାହାଡ଼ରୁ ତେଲୁଗୁ ଏବଂ ଓଡ଼ିଆ ମିଶ୍ରିତ ୬୫୭ ଟି ଅକ୍ଷର ଥିଲା ଶିଳାଲିପି ର ସନ୍ଧାନ କରାଯାଇଛି।ଶିଳାଲିପି ବ୍ୟତୀତ ନାଗରୀ ପାହାଡ଼ ପାଦଦେଶରେ ଅନେକ ଖପର୍ ମଧ୍ୟ ମିଳିଛି ।ଉକ୍ତ ଖପରାରୁ ଅନୁମାନ କରାଯାଏ ଏହି ନାଗରୀ ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାଗ ଐତିହାସିକ ଯୁଗରୁ ନୂତନ ପ୍ରସ୍ତର ସଂସ୍କୃତି ମଧ୍ୟ ସେଠାରେ ବିକାଶ ଲାଭ କରିଥିଲା।

KJ Staff
KJ Staff

- ପ୍ରାଗ୍ ଐତିହାସିକ ଯୁଗ ନୂତନ ପ୍ରସ୍ତର ସଂସ୍କୃତିର ବିକାଶ
- ରହିଛି ତେଲୁଗୁ,ଓଡ଼ିଆ ମିଶ୍ରିତ ୬୫୭ ଅକ୍ଷର ...

ଆଠଗଡ଼ ପାଟଣା ଗ୍ରାମ ନିକଟସ୍ଥ ନାଗରୀ ପାହାଡ଼ରୁ ତେଲୁଗୁ ଏବଂ ଓଡ଼ିଆ ମିଶ୍ରିତ ୬୫୭ ଟି  ଅକ୍ଷର ଥିଲା ଶିଳାଲିପି ର ସନ୍ଧାନ କରାଯାଇଛି।ଶିଳାଲିପି ବ୍ୟତୀତ ନାଗରୀ ପାହାଡ଼ ପାଦଦେଶରେ ଅନେକ ଖପର୍ ମଧ୍ୟ ମିଳିଛି ।ଉକ୍ତ ଖପରାରୁ ଅନୁମାନ କରାଯାଏ ଏହି ନାଗରୀ ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାଗ ଐତିହାସିକ ଯୁଗରୁ ନୂତନ ପ୍ରସ୍ତର ସଂସ୍କୃତି ମଧ୍ୟ ସେଠାରେ ବିକାଶ ଲାଭ କରିଥିଲା।

ଶିଳାଲିପି ଉଲ୍ଲେଖ ଥିବା ଅକ୍ଷରଗୁଡ଼ିକ ବଙ୍ଗ ବଂଶର ଶେଷ ପର୍ଯ୍ୟାୟ ଅଥବା ଗଜପତି ମାନଙ୍କ ଶାସନର ଆରମ୍ଭ ସମୟର ହୋଇଥାଇ ପାରେ ବୋଲି ବିଶେଷଜ୍ଞ ମାନେ ଅନୁମାନ କରିଥିବା ଜଣାପଡିଛି। ନାଗରୀ ପାହାଡ଼ ଆଠଗଡ଼ ପାଟଣା ଗ୍ରାମ କବିସୂର୍ଯ୍ୟ ନଗର ବ୍ଲକ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments