Krishi Jagran odia
Menu Close Menu

ଏବେ ଖାଦ୍ୟ ଯୋଗ୍ୟ ହେବ କପା ମଞ୍ଜି …

Friday, 11 January 2019 10:47 AM
edibble cotton seeds

ୟୁ ଏସ କୃଷି ବିଭାଗ ଏବେ କପା ଏକ କିସମ କୁ ଉତ୍ପତ୍ତିର ରୂପ୍ରେ ପରିବର୍ତିତ କାରବକୁ ଭାବୁଛି ଯାହା ଫଳରେ ଏଥିରେ ବିଷାକ୍ତ ଗୋସିପୋଲ ମାତ୍ରା ହ୍ରାସ କରଯାଇ ପାରିବ ଏଣୁ ତାହାକୁ ଖାଦ୍ୟ ଭାବେ ବ୍ୟବହାର କରିହେବ |

କପା ଗଛ ବିଶେଷ ଭାବେ ତାର ଧଳା ତନ୍ତୁ ବା ଫାଇବର ଲାଗି ଚାଷ କରାଯାଏ ଏବଂ ସେଇଥିରୁ ଖୁବ ସୁନ୍ଦର କପଡା ତିଆରି କରି ହୁଏ |ମାତ୍ର ଏଥିରେ ଥିବା ଗୋସିପୋଲ ଯୋଗୁ ଏହାର ମଞ୍ଜି ଖାଦ୍ୟ ଯୁକ୍ତ ନୁହେଁ ବରଂ ବିଷାକ୍ତ |

cotton

 

ଟେକସା ଆଣ୍ଡ ଏମ ବିଶ୍ୱବିଦ୍ୟାଳୟ କୀର୍ତି ରାଠୋର ଏବଂ ସହଯୋଗୀ ମାନେ ଏହି କପା ରେ ଏକ ଡି.ଏନ. ନିବେଶନ କରି ଏହାର ଗୋସିପୋଲ ଉତ୍ପତ୍ତି କରିବା ଦକ୍ଷତା କୁ ହ୍ରାସ କରାଇଥିଲେ |ଫଳ ସ୍ୱରୂପ ଗଛ ଡାଳ ପତ୍ର ରେ   ଆବଶ୍ୟକ  ମାତ୍ରା ରେ ଗୋସିପୋଲ  ଥିଲା ମାତ୍ରା ରେ ମଞ୍ଜି ରେ ନଥିଲା |ତେଣୁ ସେମାନେ ଏହି ମଞ୍ଜି କୁ ଭାଜି ଖାଇଥିଲେ ଏବଂ ଏହାର ସ୍ୱାଦ ଠିକ ଚଣା ପରି ମଧ୍ୟ ଉଲେଖ କରିଥିଲେ |

TO EAT COTTON

ଏବେ ୟୁ ଏସ କୃଷି ବିଭାଗ ସନ୍ନମତି  ପରେ ଏହା ବଜାରରେ ଗୋଖାଦ୍ୟ ପରି ଉପଲବ୍ଧ ହୋଇପାରିବ କାରଣ ଏହା ଗାଈ ଶରୀର ଉପରେ କୌଣସି ପ୍ରଭାବ ପକାଏ ନାହିଁ ମାତ୍ରା ଏହି ପରି ପରିବର୍ତନ ପରେ ଏହା ଗୃହପାଳିତ ପାଖି ଏବଂ ମଣିଷ ଖାଦ୍ୟ ଉପଯୋଗୀ ମଧ୍ୟ ହୋଇପାରିବ |

ଭାରତ ପରି ଅନେକ ଦେଶ ଯେଉଁଠି କୁପୋଷଣ ପରି ସମସ୍ୟା ଦେଖିବାକୁ ମିଳୁଛି ସେହି ରାଷ୍ଟ୍ର ମାନଙ୍କରରେ ଏହି ପରି ଉଦ୍ଭାବନ ବେଶ ସହାୟକ ହେବ ବୋଲି କହିଛନ୍ତି ରାଠୋର |

Share your comments


CopyRight - 2019 Krishi Jagran Media Group. All Rights Reserved.