1. କୃଷି ପ୍ରଶିକ୍ଷଣ

ଅର୍ଗାନିକ ଫାଂର୍ମିଙ୍ଗ ଦ୍ୱାରା ହେଇପାରେ କି ଅଙ୍ଗାରକାମ୍ଳ ବୃଦ୍ଧି …

ରାସୟାନିକ ପଦାର୍ଥ ବ୍ୟବହାର ନ କରି ଅର୍ଗାନିକ ପଦ୍ଧତ୍ତି ରେ ଉତ୍ପାଦିତ ହୋଇଥିବା ଶସ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ |ଏହା ଆୟୁ ବଢାଇବା ସଙ୍ଗେ ସଙ୍ଗେ bisesh କରି କର୍କଟ ସମ୍ବନ୍ଧୀୟ ରୋଗ ରୁ ମୁକ୍ତି ଦେଇଥାଏ |ତେବେ ଏହା ଲାଗି ଅଙ୍ଗାରକାମ୍ଳ ବୃଦ୍ଧି ହେଉଥିବାର କେତେ ଦୂର ସତ୍ୟତା ଅଛି !ଜାଣିବା ଲାଗି ଆଗକୁ ପଢନ୍ତୁ |

KJ Staff

ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଅର୍ଗାନିକ ପଦ୍ଧତି ରେ ଚାଷ ପରିବେଶକୁ ଅନେକ ମାତ୍ର ରେ କ୍ଷେତି ପହଞ୍ଚାଇଥାଏ |ସ୍ୱିଡ଼େନ ସ୍ଥିତ ଚଲମର ୟୁନିଭେର୍ସିଟି ଅଫ ଟେକନୋଲୋଜି ର ବିଶେଷଜ୍ଞନ ଦ୍ୱାରା କରାଯାଇଥିଲା ଏହି ଅଧ୍ୟୟନ |

-ସେମାନଙ୍କ କହିବା ଅନୁଯାୟୀ ରାସୟାନିକ ପଦାର୍ଥ ବ୍ୟବହାର ନକରି ଚାଷ କରିବା ଲାଗି ଇନଅର୍ଗାନିକ ପଦ୍ଧତ୍ତି ତୁଳନାରେ ଅଧିକ ଜମି ଦରକାର ହୋଇଥାଏ

-ଏଣୁ ଏହି ଚାଷୀ ମାନଙ୍କୁ ଜଙ୍ଗଲ ସଫା କରି ଚାଷ କରିବାକୁ ପଡିଥାଏ |

- ଫଳସ୍ୱରୂପ ଜଙ୍ଗଲ ନଷ୍ଟ ହେବାରୁ ପରିବେଶକୁ ଅଧିକ କ୍ଷେଟି ହୋଇଥାଏ |

ସ୍ୱିଡ଼େନ ରେ ଅର୍ଗାନିକ ପଦ୍ଧତି ରେ କରାଯାଉଥିବା ଚାଷ ଇନଅର୍ଗାନିକ ପଦ୍ଧତି ରେ କରାଯାଉଥିବା ଚାଷ ଇନଅର୍ଗାନିକ ପଦ୍ଧତି ରେ କରାଯାଉଥିବା ଚାଷ ତୁଳନାରେ ପରିବେଶ କୁ ଶତକଡା ୫୦ ଭାଗ ଅଧିକ ପ୍ରଭାବିତ କରିଛି |

କେବଳ ଶସ୍ୟ କ୍ଷେତ ନୁହେଁ ଅର୍ଗାନିକ ଡାଏରୀ ଫାର୍ମ ତୁଳନାରେ ଇନଅର୍ଗାନିକ ଡାଏରୀ ଫାର୍ମ ପରିବେଶ ଲ ଲାଗି ଅଧିକ ଅନୁକୂଳ ବୋଲି ମତ ଦେଇଛନ୍ତି ସ୍ୱିଡ଼େନ ର ବୈଜ୍ଞାନିକ Iପରିବେଶ ରେ ଅଙ୍ଗାରକାମ୍ଳ ବୃଦ୍ଧି ର ଏହା ଅନ୍ୟ ଏକ କାରଣ ହେଉଥିବାର ଅଧ୍ୟୟନ ରୁ ଜଣାପଡିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments