1. କୃଷି ପ୍ରଶିକ୍ଷଣ

ନିୟମିତ ଏହା ଖାଇଲେ ଶରୀର କୁ ମିଳିବ ଉଚିତ ପୋଷଣ

ନିୟମିତ ଏହା ଖାଇଲେ ଶରୀର କୁ ମିଳିବ ଉଚିତ ପୋଷଣ

KJ Staff
KJ Staff

ଜାଣନ୍ତୁ କଣ ରହିଛି ସାବୁଦାନା ର ଶରୀର ଉପରେ ପ୍ରଭାବ !

ବହୁ ଭାରତୀୟ ଖାଦ୍ୟ ସାବୁ ଦାନା ଯୁକ୍ତ |ସାବୁ ଦାନା ରେ ଆପଣ ବହୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ |ସାବୁ ଦାନା ପ୍ରକୃତରେ ଟାପୋଇକା ର ଚେର ରୁ ପ୍ରସ୍ତୁତ କରାଯାଇଥାଏ ତେଣୁ ଏଥିରେ ଆବଶ୍ୟକ ମାତ୍ରା ରେ ପୃଷ୍ଟିସାର ଏବଂ କ୍ୟାଲୋରୀ ରହିଥାଏ ଯାହା ଆପଣଙ୍କ ଶରୀର ଲାଗି ବେଶ ଉତ୍ତମ

ଜାଣନ୍ତୁ କାହିଁକି ଖାଇବେ ସାବୁ ଦାନା ?

୧)ଭରପୁର ଉର୍ଜା :

ସାବୁ ଦାନା ରେ କ୍ୟାଲୋରୀ ବେଶ ଅଧିକ ରହିଥାଏ ତେଣୁ ଆପଣଙ୍କୁ ଏହା ଦିନ ଭାରି ଉର୍ଜା ଦେବା ଲାଗି ଯଥେଷ୍ଟ |ଏହାକୁ ବହୁ ବ୍ୟକ୍ତି ଉପବାସ ବା ଉପବାସ ଭଙ୍ଗ କରିବା ପରେ ଖାଇଥାନ୍ତି କାରଣ ଏହା ତୁରନ୍ତ ଶରୀର କୁ ଗ୍ଲୁକୋଷ ପ୍ରଦାନ କରିଥାଏ |

୨)ଏହା ଦ୍ୱାରା ଆଲର୍ଜି ହୁଏ ନାହିଁ :

ଏହାକୁ ପ୍ରତ୍ୟେକ ବର୍ଗ ର ବ୍ୟକ୍ତି ଖାଇ ପାରିବେ ଏବଂ ଏହା ଦ୍ୱାରା ଆପଣଙ୍କୁ କୌଣସି ଆଲର୍ଜି ମଧ୍ୟ ହେବ ନାହିଁ ତେଣୁ ଏହାକୁ ଛୋଟ ପିଲାଙ୍କୁ ମଧ୍ୟ ଖାଇବକୁ ଦିଆଯାଇଥାଏ |

୩)ହଜମ କରିବା ସହଜ :

ଏହା ଏକା ପ୍ରମୁଖ କାରଣ ଯାହା ଲାଗି ଏହାକୁ ବିଶେଷ କରି ବୟସ୍କ ବ୍ୟକ୍ତି ଏବଂ ଛୋଟ ପିଲାଙ୍କୁ ଖାଇବାକୁ ଦିଆଯାଇଥାଏ କାରଣ ଏହା ହଜମ କରିବା ସହଜ |ଏଥିରେ ଫାଇବର ର ମାତ୍ରା ମଧ୍ୟ ଅଧିକ ଥିବାରୁ ଏହା ଶରୀର ରେ ହିତକାରୀ ଜୀବାଣୁ ର ବୃଦ୍ଧି ରେ ସାହାଯ୍ୟ କରିଥାଏ |

 

୪)ଏହା ଆପଣଙ୍କ ଶରୀର ରେ ରକ୍ତ ଚାପ କୁ ନିୟନ୍ତ୍ରିତ କରିଥାଏ |ତେଣୁ ଉଚ୍ଚ ରକ୍ତଚାପ ର ସମସ୍ୟା ଥିଲେ ଏହାକୁ ନିଶ୍ଚିତ ଖାଦ୍ୟ ରେ ସାମିଲ କରନ୍ତୁ |

୫)ସାବୁ ଦାନା ରେ କଲେଷ୍ଟେରୋଲ ର ମାତ୍ରା ଖୁବ କାମ ଥାଏ ତେଣୁ ଓଜନ ବୃଦ୍ଧି ଏବଂ ଫ୍ୟାଟ ବୃଦ୍ଧି ପରି ସମସ୍ୟା ଏହା ଲାଗି ହେବ ନାହିଁ |

୬)ଗର୍ଭବତୀ ମହିଳା ଙ୍କ ଲାଗି ଏହା ବିଶେଷ ଉପଯୋଗୀ କାରଣ ଏଥିରେ ଥିବା ଭିଟାମିନ ବି୬ ଗର୍ଭ ରେ ଥିବା ଶିଶୁ ର ସ୍ନାୟୁ ବୃଦ୍ଧି ଓ ନିର୍ମାଣ ରେ ବିଶେଷ ସାହାଯ୍ୟ କରିଥାଏ

୭)ଯଦି ଜିମ ଯାଉଛନ୍ତି ତେବେ ମଧ୍ୟ ସାବୁ ଦାନା ର ଖାଆନ୍ତୁ କାରଣ ଏଥିରେ ଥିବା କ୍ୟାଲୋରୀ ଆପଣଙ୍କୁ ତୁରନ୍ତ ଉର୍ଜା ଦେଇଥାଏ ଏହା ସହ ଅଧିକ ମାଂସ ଓ ମଜଭୁତ ହାଡ ନିର୍ମାଣ ରେ ମଧ୍ୟ ସାହାଯ୍ୟ କରିଥାଏ |

୮)ଓଜନ ବୃଦ୍ଧି ଲାଗି ଇଛୁକ ଥିଲେ ଅଧିକ ସାବୁ ଦାନା ଖାଆନ୍ତୁ ଏଥିରେ ବହୁତ ଅଧିକ କ୍ୟାଲୋରୀ ଥାଏ ତେଣୁ ଏହାକୁ ଅଧିକ ଖାଇଲେ ଓଜନ ବୃଦ୍ଧି ହୋଇଥାଏ |

ସାବୁ ଦାନା ରେ ପ୍ରସ୍ତୁତ ଖାଦ୍ୟ :

ସବୁଦେନ ରେ ଆପଣ ପାମ୍ପଡ ,ବାର ,ଖିରି ,ଟିକି ,ପୁରୀ ଇତ୍ୟାଦି ପ୍ରସ୍ତୁତ କରିପାରିବେ |ଏହା ବେଶ ସ୍ୱାଦିଷ୍ଟ ଏବଂ ହଜମ କରିବାକୁ ସହଜ |ବିଶେଷ କରି ବ୍ରତ ଓ ଉପବାସ ରେ ସାବୁ ଦାନା ଖେଚିଡ଼ି ଖାଇବାରେ ଅଧିକ ଆଗ୍ରହ ଦେଖିବାକୁ ମିଳିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments