ବୃକକ କ୍ୟାଲିୟମ୍ କମିବା କାରଣରୁ ଷ୍ଟୋନ ବା ପଥୁରି ସମସ୍ୟା ହୁଏ ।
ଏହି ସମସ୍ୟା ରୁ ରକ୍ଷା ପାଇବାକୁ ହେଲେ କେତୋଟି ଘରୋଇ ଉପଚାର ଆପଣେଇପାରିବେ ..ଜାଣିବା ଲାଗି ଆଗକୁ ପଢନ୍ତୁ
-୨ ଚାମଚ ହଳଦୀ ୧ ଗ୍ଲାସ ପାଣି ସହ ଖାଲିପେଟ ରେ ୨-୩ ଥର ପିଅନ୍ତୁ।
- ଏଥିରେ ଥିବା ଆଣ୍ଟି ସେପଟିକ ଗୁଣ ,ପଇଡ଼ ପାଣିରେ ଥିବା ଏଲେକ୍ଟ୍ରୋଲାଇଟ୍ ,ଲେମ୍ବୁ ପାଣିରେ ଥିବା ସାଇଟ୍ରିକ ଏସିଡ୍ ପଥୁରୀ ହେବାକୁ ଦିଏ ନାହିଁ।
- ତୁଳସୀ ଚା ରେ ଥିବା ଫାଇଟୋ କେମିକାଲ୍ ,କାକୁଡି ଓ ଘୋଳ ଦହିରେ ଥିବା ପ୍ରୋବାଇଓଟିକ୍ସ୍ ବ୍ୟାକ୍ଟେରିଆ ଶରୀରରୁ ଅଦରକାରୀ ପଦାର୍ଥ ନିଷ୍କାସିତ କରିଥାଏ ଏବଂ ମୂତ୍ର ସଂକ୍ରମଣ ରୁ ରକ୍ଷା କରେ।
-ଧନିଆ ପତ୍ରରସ ଓ କୋଳଥ ସିଝା ପାଣି ବୃକକ ସୁସ୍ଥ ରଖେ ।
Share your comments