1. କୃଷି ପ୍ରଶିକ୍ଷଣ

ଚାଷ ରେ ଡାଲି ଜାତୀୟ ଫସଲ ର ଭୂମିକା

ଅଧୁନା ମୃତିକା ର ଶ୍ବାସ୍ୟଥ୍ୟ ରେ ଅବନତି ହେବ ସହ ପରିବେଶର ଅବକ୍ଷୟ କିଛି ଅଧିକ ଅମଲା କ୍ଷମ ଫସଲକୁ ଲଗାତାର ଚାଷ ଦ୍ୱାରା ବିଭିନ୍ନ କୃଷି ସମ୍ବଳର ଭାରସାମ୍ୟ ରହୁନାହିଁ |

KJ Staff
KJ Staff

ଅଧୁନା ମୃତିକା ର ଶ୍ବାସ୍ୟଥ୍ୟ ରେ ଅବନତି ହେବ ସହ ପରିବେଶର ଅବକ୍ଷୟ କିଛି ଅଧିକ ଅମଲା କ୍ଷମ ଫସଲକୁ ଲଗାତାର ଚାଷ ଦ୍ୱାରା ବିଭିନ୍ନ କୃଷି ସମ୍ବଳର ଭାରସାମ୍ୟ ରହୁନାହିଁ |

କଥା ରେ ଅଛି "feed the soil and not the plant “

ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିକରି ରହି ସର୍ବପ୍ରଥମ ମୃତ୍ତିକା କୁ  ଜୀବନ୍ତ ରଖିବା ସହ ସୁସ୍ଥ ପରିବେଶ ଓ ଚିରାପଶ୍ୟମନ କୃଷି ଉତ୍ପାଦନ ଉପରେ ଗୁରୁତ୍ୱ ଦେବା ଉଚିତ |

୧)ଖାଦ୍ୟ ନିରାପତ୍ତା ସହ ପୋଷଣ ସୁରକ୍ଷା ଓ ମୃତ୍ତିକଙ୍କ ର ଉର୍ବରତା ବଢାଇବା ଦିଗରେ ଡାଲି ଫସଲର ଉଲ୍ଲେଖନୀୟ ଭୂମିକା ରହିଛି |ଏହାକୁ ""କ୍ଷୁଦ୍ର ଯବକ୍ଷାରଯାକଜଣ କାରଖାନା "  କୁହାଯାଏ |ଏହି ଫସଲର ଚେରରେ ରାଇଜୋବିଏମ ବୀଜାଣୁ ଅଣ୍ଡା ଦେଇ ଯବକ୍ଷାରଯାକଜଣ ବିବିଧନ କରି ଫସଲ ଓ ମୃତ୍ତିକା କୁ ଯୋଗାଇଥାଏ |ଏହା ରାସାୟନିକ,ଜୈବିକ ଓ ଜୀବାନୁସାର  ପ୍ରୟୋଗର ସମନ୍ଵୟା ରଖି କରିବାର ସାହାଯ୍ୟ କରେ |

୨)ଡାଲି ଚାଷରୁ ଉତ୍ପାଦିତ ପର୍ଯ୍ୟକ୍ରମେ ୨-୩ ଟି ଭାଶଳ କୁ ଯବକ୍ଷାରଯାକଜଣ ଆବଶ୍ୟକତା କୁ ହ୍ରାସ କରାଏ |ଏବେ ଦଳିରୁ ହେକଟର ପ୍ରତି ୧୮-୭୦ କି.ଗ୍ରା ଯବକ୍ଷାରଯାକଜଣ ସାରା ମୃତ୍ତିକା କୁ ମିଳିଥାଏ |

୩)ମୃତ୍ତିକା ର ଅମ୍ଳ ପରିମାପକ ଠିକ ଅବସ୍ଥା ରେ ନ ରହିବ ହେତୁ ଗଛ କୁ ଅଣୁସାର  ଠିକ ଭାବେ ମିଳିନଥାଏ |ମାତ୍ର,ଦଳି ଚାଷ କରିବାରେ କ୍ୟାରିକା ଅବସ୍ଥା ନ ରହି ଅମ୍ଳ ପରମପିକା କମିଯିବାରୁ ପ୍ରାୟେ ଅଣୁସାର ଗଛକଳୁ ମମୀଳିତହେ |

୪)ଖୁବ କାମ ସମୟରେ ମାଟିକୁ ଆଵୃତ୍ତିତ Kariba ଦ୍ୱାରା ଜଳ ସଂରକ୍ଷଣ ଓ ପୋଷକତତ୍ତ୍ୱ ସନ୍ତୁଳିତ ଭାବେ ରକ୍ଷା ହୋଇଥାଏ |

୫)ଡାଲି ଫସଲ  ବିଭିନ୍ନ ପ୍ରକାର ଘାସ ,ଲତା ସହ ପ୍ରତିଯୋଗିତା ଦକ୍ଷତାର ସହ ଆଗେଇ ମୃତ୍ତିକାକୁ ଆବୃତ୍ତ ରଖିଥାଏ |

୬)ଏହାକୁ ଅତି ଉଚ୍ଚ ମନର ପଶୁଖାଦ୍ୟ  ଭାବେ ବ୍ୟବହାର କରିହେବ |

୭)ଏହା ଅନ୍ୟ ଫସଲ ନ ହେଇପାରୁଥିବା ଜଳକଷ୍ଟ ଅବସ୍ଥା ରେ ମାଡିଛ ଚାଷ କରାଯାଇପାରିବ |

୮)ଏଥିରେ ପୃଷ୍ଟିସାର ମାତ୍ର ୨୦ ର୨୫.୭ ପ୍ରତିଶତ ଥିବାରୁ ଏହା କାମଦାମ୍ରେ ସହଜରେ ପୃଷ୍ଟି ନିରାପତ୍ତାକୁ ସହାୟକ ହୋଇପାରିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ