1. କୃଷି ପ୍ରଶିକ୍ଷଣ

ସ୍ବାସ୍ଥ୍ୟ କର ଧାନ

ଭାତ ଖାଇ ସୁସ୍ଥ ରୁହନ୍ତୁ... ଚାଉଳ କିଣିବାକୁ ବାହାରିଛନ୍ତି କି ?ଘରେ ଅତିଥି ଆସିଥିଲେ ବା ନୂଆ ବର୍ଷ ରେ ପାର୍ଟି ଆୟୋଜନ କରିଥିଲେ ମନେପଡେ ସୁଆଦିଆ ହ୍ୱାଇଟ ରାଇସ !ତେବେ କଣ ରହିଛି ଏଥିରେ ପୋଷାକ ତତ୍ୱ !ଜାଣିବା ଲାଗି ଆଗକୁ ପଢନ୍ତୁ

KJ Staff
KJ Staff

ଭାତ ଖାଇ ସୁସ୍ଥ ରୁହନ୍ତୁ...


ଚାଉଳ କିଣିବାକୁ ବାହାରିଛନ୍ତି କି ?ଘରେ ଅତିଥି ଆସିଥିଲେ ବା ନୂଆ ବର୍ଷ ରେ ପାର୍ଟି ଆୟୋଜନ କରିଥିଲେ ମନେପଡେ ସୁଆଦିଆ ହ୍ୱାଇଟ ରାଇସ !ତେବେ କଣ ରହିଛି ଏଥିରେ ପୋଷାକ ତତ୍ୱ !ଜାଣିବା ଲାଗି ଆଗକୁ ପଢନ୍ତୁ

ଖାଦ୍ୟ ବିଶେଷଜ୍ଞ ଙ୍କ ମତରେ ଉଭୟ ବ୍ରାଉନ ଓ ହ୍ୱାଇଟ ରାଇସ୍ ଶରୀର ଲାଗି ହିତକାରୀ ।ବିଭିନ୍ନ ପ୍ରକାର ପରୀକ୍ଷା ପରେ କେରଳ ର ଜଣେ ନାମୀ ଖାଦ୍ୟ ବିଶେଷଜ୍ଞ ଟି. ସୁନରି କହିଛନ୍ତି ଚାଉଳ କିଣିବା ସମୟରେ କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ

- ଯେପରି ଅଧିକ ପଳିଶିଂ ବା ଚିକଣ ଚାଉଳ କିଣିବା ଅନୁଚିତ।ପତିକୁ ସୁଆଦିଆ ଲାଗୁଥିବା ଏହି ଚାଉଳ ରେ ପୋଷକ ତତ୍ତ୍ଵ ଆଦୌ ନଥାଏ । ଅନ୍ୟପକ୍ଷେ ବ୍ରାଉନ ବିଭିନ୍ନ ପ୍ରକାର ପୋଷକତତ୍ଵ , ଆଣ୍ଟି ଅକ୍ସୀଡାଣ୍ଟ ,ଥିବାରୁ ଏହା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଏ।

 


- ଗର୍ଭବତୀ ଓ ସ୍ଥନ୍ୟପାନ୍ କରାଉଥିବା ମହିଳା କିନ୍ତୁ ହ୍ବାଇଟ ରାଇସ ଖାଇବା ଉଚିତ୍ ।କାରଣ ଏହି ଚାଉଳ ରେ ଥିବା ଫଳିକ୍ ଏଚିଡ ବ୍ରାଉନ ରାଇସ ରେ ମିଳିନଥାଏ ।

- ବୃକକ ସମସ୍ୟା ଥିବା ରୋଗୀ ଙ୍କୁ ମଧ୍ୟ ବ୍ରାଉନ ରାଇସ ଖାଇବାକୁ ପରାମର୍ଶ ଦିଆଯାଏ।ତେବେ ଡାକ୍ତରଙ୍କ ନିର୍ଦେଶ ଅନୁଯାୟୀ ହିଁ ଏମାନେ ଖାଇବା ଉଚିତ୍ ।

 

- ସୁନରିଙ୍କ ମତରେ ,ଯେଉଁ ପ୍ରକାରରେ ଚାଉଳ ହେଉ ପଛକେ ତାହାକୁ ଭଲ ଭାବେ ରାନ୍ଧି ଆବଶ୍ୟକ ପରିମାଣରେ ଖାଇଲେ ,ତାହା ସ୍ବାସ୍ଥ୍ୟ ଉପରେ ଆଦୌ କୁପ୍ରଭାବ ପକାଏ ନାହିଁ।

 

କାଲି ପ୍ରକାଶ ପାଇବ ..ବୃକକ ସମସ୍ୟା ରୁ ରକ୍ଷା ପାଇବେ କିପରି ??

 

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments