Krishi Jagran odia
Menu Close Menu

ଚାଷ ରେ ଡ୍ରୋନ ର କରାମତି...

Wednesday, 12 December 2018 02:28 PM
spraying drones

ଆଜି କୁତ୍ରିମତା ଏବଂ ପ୍ରଯୁକ୍ତି ବିଦ୍ୟା ବା କେଉଁ କ୍ଷେତ୍ର ରେ କାର୍ଯ୍ୟକାରୀ ନୁହେଁ।ସେହିପରି ପ୍ରଯୁକ୍ତି ବିଦ୍ୟା ଓ କୌଶଳ ର ଉପଯୋଗ କରିବା ଏବେ ଆଧୁନିକ କୃଷି । ମୁଲିଆ ଙ୍କ କାମ ସହ ଫସଲ ର ରକ୍ଷଣ ଭକ୍ଷଣ ଲାଗି ବ୍ୟବହାର ହେବା ଡ୍ରୋନ।ଏଣୁ ପରିବେଶ ପ୍ରଦୂଷଣ ,ଜଳ ଅଭାବ ଇତ୍ୟାଦି କୁ ଲକ୍ଷ କଲେ ଡ୍ରୋନ ଏକ ଉପଯୁକ୍ତ ଉପକରଣ।ସ୍ୱଳ୍ପ ଖର୍ଚ ରେ ଆଧୁନିକ କୃଷି ର ସମସ୍ତ ସମସ୍ୟା ର ସମାଧାନ କରିବା ଡ୍ରୋନ।

flying drones

ଡ୍ରୋନ ବିଭିନ୍ନ ପ୍ରକାରର ହୋଇପାରିବେ ଯଥା,ଫସଲ ସୁରକ୍ଷା ଦ୍ରୋନ,ମଞ୍ଜି ବୁଣା ଦ୍ରୋନ, ସୂର୍ଭେଲାନ୍ସ ଡ୍ରୋନ।ଏହି ଡ୍ରୋନ ସ୍ୱୟଂଚାଳିତ ହେବା ସଙ୍ଗେ ସଙ୍ଗେ ଉତ୍ପାଦନ ବୃଦ୍ଧି ରେ ବେଶ୍ ସହାୟକ।ଏହାର ବ୍ୟବହାର ହେତୁ ଭାରତ ସରକାର କେତେକ ନିୟମ ର ରଚନା କରିଛନ୍ତି ଯଥା


- ଡ୍ରୋନ ଅଧିକ ବହଳ ଲୋକସଂଖ୍ୟା ସ୍ଥାନ ରେ ବ୍ୟବହାର କରିହେବ ନାହିଁ।


- ବିମାନ ବନ୍ଦରର ୫ କି. ମି ମଧ୍ୟରେ ଡ୍ରୋନ ଉଡ଼ାଇବା ମନା।


- ପାଣିପାଗ ଓ ଜଳବାୟୁ ର ଅବସ୍ଥା ଦେଖି ଡ୍ରୋନ ଉଦନ୍ତୁ ।ସଙ୍କଟପୂର୍ଣ୍ଣ ସ୍ଥିଥି ରେ ଏହା ଉଡାନ୍ତୁ ନାହିଁ।


- ଡ୍ରୋନ ଉଡେଇବା ଲାଗି ଲାଗି ବ୍ୟକ୍ତି ୧୮ ବର୍ଷ ରୁ ଉର୍ଦ୍ଧ ହୋଇଥିବା ଆବଶ୍ୟକ।


- ସମୁଦ୍ର କୂଳ , ବର୍ଡର୍ ରୁ ୫୦ କି. ମି ଏହିପରି କେତେକ ସ୍ଥାନ ଡ୍ରୋନ ଲାଗି ନିଷେଧ।


- ଡ୍ରୋନ ଚାଳକ ପାଖରେ ନିଜର ଲାଇସେନ୍ସ ରହିବା ଆବଶ୍ୟକ


- କୌଣସି ଅଭୟାରଣ୍ୟ ଇତ୍ୟାଦି ଉପରେ ଡ୍ରୋନ ଉଡ଼ାଇବା ନିଷେଧ।


ଏହା ସହ ଡ୍ରୋନ କେବଳ ଦିନ ଆଲୋକ ରେ ହିଁ ଉଡାଇହେବ ।

Share your comments


CopyRight - 2019 Krishi Jagran Media Group. All Rights Reserved.