1. କୃଷି ଉପକରଣ

ଶୁଣିଲେ ହେବେ ଆଶ୍ଚର୍ଯ୍ୟ! ବାଇକ ରୁ ନିର୍ମାଣ କରିଲେ ଟ୍ରାକଟର

ରାଜେଶଥାନ ର ଚାଷୀ ,ମଦନ ମୋହନ ଯେ ନିଜ ଇଛା ଶକ୍ତି ବଳରେ ଏକ ପୁରୁଣା ବାଇକ କୁ ନୂତନ ଢାଞ୍ଚା ର ଆଧୁନିକ ଟ୍ରାକ୍ଟର ରେ ପରିଣତ କରିପାରିଛନ୍ତି |ଭରତପୁର ଜିଲା ,ଭୂଷପୁର ଗ୍ରାମ ର ଏହି ଚାଷୀ ଜଣକ ଏହି ପରି ବିଶେଷ ଟ୍ରାକ୍ଟର କୁ ମାତ୍ର ୩୫୦୦୦ ଲକ୍ଷ ଟଙ୍କା ର ବ୍ୟୟ ରେ ନିର୍ମାଣ କରିଛନ୍ତି | ଏହା ଅନ୍ୟ କୌଣସି ସାଧାରଣ ଟ୍ରାକ୍ଟର ପରି karjya କରିବା ସହ ଲୋକଲୋଚନ କୁ ମଧ୍ୟ ଆସିଛି ଏବଂ ସେଠାକାର ଚାଷୀ ସମ୍ପ୍ରଦାୟ ମଧ୍ୟରେ ଏହା ପ୍ରଶଂସା ର କାରଣ ମଧ୍ୟ ହୋଇପାରିଛି | ସୂଚନା ଅନୁଯାୟୀ ସେ ଏହି ପୂରଣ ବାଇକ କିଣି ,ତାର ପଛ ଭାଗ କୁ ଅଲଗା କରି ସେଠାରେ ୨ ଟି ଚକ ଲଗାଇଥିଲେ ଏବଂ ଏହା ସହ ସେ ସ୍ବୟଂ ଟ୍ରାକଟ ର କାର୍ଯୟ୍ କରିବା ଲାଗି ଆବଶ୍ୟକ ସମସ୍ତ ସାମଗ୍ରୀ ର ନିର୍ମାଣ ସ୍ବୟଂ କରିଥିଲେ |କେବଳ ସେତିକି ନୁହେଁ ,ଚାଷ ଲାଗି ଅଧିକ ସହାୟକ ହେବା ଲାଗି ମଧ୍ୟ ଯାହା ଯାହା ଉପକରଣ ଆବଶ୍ୟକ ତାହା ମଧ୍ୟ ସେ ନିଜେ ନିର୍ମାଣ କରିଥିଲେ |ଏହି ସମସ୍ତ କାର୍ଯୟ୍ ରେ ହାରାହାରି ୩୫୦୦୦ ଟଙ୍କା ଖର୍ଚ ହୋଇଥିଲା ବୋଲି ସେ କହିଛନ୍ତି | ଏହା ସହ ସେ ଏଥିରେ ଏକ ଥଣ୍ଡା କରିବା ଲାଗି ପଙ୍ଖା ମଧ୍ୟ ଲଗେଇଛନ୍ତି ଯାହା ଫଳରେ ଅତ୍ୟଧିକ ଜମି ହଲ କରିଲେ ମଧ୍ୟ ଏହାର ଇଞ୍ଜିନ ଅଧିକ ଗରମ ହେବା ନହିଁ |ଏହା ବ୍ୟତୀତ ସେ ବାଇକ ର ଅଗ୍ର ଭାଗ କୁ ମଧ୍ୟ ୱେଲ୍ଡିଂ କରିଦେଇଛନ୍ତି ଫଳରେ ଏହା ହଲ କରିଲା ବେଳେ କୌଣସି ବାଧା ସୃଷ୍ଟି କରିବା ନହିଁ | ଏହି ପରି ବିଚକ୍ଷଣ ବୁଦ୍ଧିମତ ର ପରିଦର୍ଶନ କରି ସେ ନିଶ୍ଚିନ୍ତ ଭାବେ ଦେଶର ର ସମସ୍ତ ଚାଷୀ ଏବଂ ସାଧାରଣ ବ୍ୟକ୍ତି ବିଶେଷ ଲାଗି ପ୍ରେରଣା ହୋଇପାରିଛନ୍ତି | ମଣିଷ ର ମସ୍ତିସ୍କ ରେ କେଜାଣି କେତେ ପ୍ରକାର ଚିନ୍ତା ଆସିଥାଏ ,କେବେ ଭଲ ତ ପୁଣି କେବେ ଖରାପ,କେବେ ଅତ୍ୟଧିକ ଦୁଶ୍ଚିନ୍ତା ତ ପୁଣି କେବେ ହର୍ଷ ଓ ଉଲ୍ଲାସ ହେଲେ ଏହି ସାଧାରଣ ମନୁଷ୍ୟ ମସ୍ତିସ୍କ ର ସମାବେଶ ମଧ୍ୟରେ କେତେକ ବିଚକ୍ଷଣ ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ପ୍ରସ୍ପୁଟିତ ହୋଇଥାନ୍ତି ଯେଉଁମାନେ ନିଜ ବୁଦ୍ଧି ,ଜ୍ଞାନ ଏବଂ ଭିନ୍ନ ଚିନ୍ତାଧାରା ଦ୍ୱାରା ସମାଜ କୁ ବହୁ ମାତ୍ରା ରେ ପ୍ରେରିତ କରିଥାନ୍ତି |ସେହିପରି କିଛି ଚମତ୍କାରୀ ଅଭିଜ୍ଞାତା ର ପରିଚୟ ଦେଇଛନ୍ତି ଜଣେ ଚାଷୀ |ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିନ୍ତ କିନ୍ତୁ ସେ କୌଣସି ବିଶେଷ ବିଶ୍ୱବିଦ୍ୟାଳୟ ବା ଉଚା ଶିକ୍ଷିତ ବ୍ୟକ୍ତି ନୁହନ୍ତି ବରଂ ଜଣେ ସାଧାରଣ ଚାଷୀ |

KJ Staff
KJ Staff

ମଣିଷ ର ମସ୍ତିସ୍କ ରେ କେଜାଣି କେତେ ପ୍ରକାର ଚିନ୍ତା ଆସିଥାଏ ,କେବେ ଭଲ ତ ପୁଣି କେବେ ଖରାପ,କେବେ ଅତ୍ୟଧିକ ଦୁଶ୍ଚିନ୍ତା ତ ପୁଣି କେବେ ହର୍ଷ ଓ ଉଲ୍ଲାସ ହେଲେ ଏହି ସାଧାରଣ ମନୁଷ୍ୟ ମସ୍ତିସ୍କ ର ସମାବେଶ ମଧ୍ୟରେ କେତେକ ବିଚକ୍ଷଣ ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ପ୍ରସ୍ପୁଟିତ ହୋଇଥାନ୍ତି ଯେଉଁମାନେ ନିଜ ବୁଦ୍ଧି ,ଜ୍ଞାନ ଏବଂ ଭିନ୍ନ ଚିନ୍ତାଧାରା ଦ୍ୱାରା ସମାଜ କୁ ବହୁ ମାତ୍ରା ରେ ପ୍ରେରିତ କରିଥାନ୍ତି |ସେହିପରି କିଛି ଚମତ୍କାରୀ ଅଭିଜ୍ଞାତା ର ପରିଚୟ ଦେଇଛନ୍ତି ଜଣେ ଚାଷୀ |ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିନ୍ତ କିନ୍ତୁ ସେ କୌଣସି ବିଶେଷ ବିଶ୍ୱବିଦ୍ୟାଳୟ ବା ଉଚଶିକ୍ଷିତ ବ୍ୟକ୍ତି ନୁହନ୍ତି ବରଂ ଜଣେ ସାଧାରଣ ଚାଷୀ |

ରାଜେଶଥାନ ର ଚାଷୀ ,ମଦନ ମୋହନ ଯେ ନିଜ ଇଛା ଶକ୍ତି ବଳରେ ଏକ ପୁରୁଣା ବାଇକ କୁ ନୂତନ ଢାଞ୍ଚା ର ଆଧୁନିକ ଟ୍ରାକ୍ଟର ରେ ପରିଣତ କରିପାରିଛନ୍ତି |ଭରତପୁର ଜିଲା ,ଭୂଷପୁର ଗ୍ରାମ ର ଏହି ଚାଷୀ ଜଣକ ଏହି ପରି ବିଶେଷ ଟ୍ରାକ୍ଟର କୁ ମାତ୍ର ୩୫୦୦୦ ଲକ୍ଷ ଟଙ୍କା ର ବ୍ୟୟ ରେ ନିର୍ମାଣ କରିଛନ୍ତି |
ଏହା ଅନ୍ୟ କୌଣସି ସାଧାରଣ ଟ୍ରାକ୍ଟର ପରି କାର୍ଯ୍ୟ କରିବା ସହ ଲୋକଲୋଚନ କୁ ମଧ୍ୟ ଆସିଛି ଏବଂ ସେଠାକାର ଚାଷୀ ସମ୍ପ୍ରଦାୟ ମଧ୍ୟରେ ଏହା ପ୍ରଶଂସା ର କାରଣ ମଧ୍ୟ ହୋଇପାରିଛି |

ସୂଚନା ଅନୁଯାୟୀ ସେ ଏହି ପୂରଣ ବାଇକ କିଣି ,ତାର ପଛ ଭାଗ କୁ ଅଲଗା କରି ସେଠାରେ ୨ ଟି ଚକ ଲଗାଇଥିଲେ ଏବଂ ଏହା ସହ ସେ ସ୍ବୟଂ ଟ୍ରାକଟ ର କାର୍ଯୟ୍ କରିବା ଲାଗି ଆବଶ୍ୟକ ସମସ୍ତ ସାମଗ୍ରୀ ର ନିର୍ମାଣ ସ୍ବୟଂ କରିଥିଲେ |କେବଳ ସେତିକି ନୁହେଁ ,ଚାଷ ଲାଗି ଅଧିକ ସହାୟକ ହେବା ଲାଗି ମଧ୍ୟ ଯାହା ଯାହା ଉପକରଣ ଆବଶ୍ୟକ ତାହା ମଧ୍ୟ ସେ ନିଜେ ନିର୍ମାଣ କରିଥିଲେ |ଏହି ସମସ୍ତ କାର୍ଯୟ୍ ରେ ହାରାହାରି ୩୫୦୦୦ ଟଙ୍କା ଖର୍ଚ ହୋଇଥିଲା ବୋଲି ସେ କହିଛନ୍ତି |
ଏହା ସହ ସେ ଏଥିରେ ଏକ ଥଣ୍ଡା କରିବା ଲାଗି ପଙ୍ଖା ମଧ୍ୟ ଲଗେଇଛନ୍ତି ଯାହା ଫଳରେ ଅତ୍ୟଧିକ ଜମି ହଲ କରିଲେ ମଧ୍ୟ ଏହାର ଇଞ୍ଜିନ ଅଧିକ ଗରମ ହେବା ନହିଁ |ଏହା ବ୍ୟତୀତ ସେ ବାଇକ ର ଅଗ୍ର ଭାଗ କୁ ମଧ୍ୟ ୱେଲ୍ଡିଂ କରିଦେଇଛନ୍ତି ଫଳରେ ଏହା ହଲ କରିଲା ବେଳେ କୌଣସି ବାଧା ସୃଷ୍ଟି କରିବା ନହିଁ |
ଏହି ପରି ବିଚକ୍ଷଣ ବୁଦ୍ଧିମତ ର ପରିଦର୍ଶନ କରି ସେ ନିଶ୍ଚିନ୍ତ ଭାବେ ଦେଶର ର ସମସ୍ତ ଚାଷୀ ଏବଂ ସାଧାରଣ ବ୍ୟକ୍ତି ବିଶେଷ ଲାଗି ପ୍ରେରଣା ହୋଇପାରିଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ