1. କୃଷି ଉପକରଣ

କ୍ଷେତ ରେ ପାଣି ଯୋଗାଇବ ପମ୍ପସେଟ

ଉତ୍ତମ ଧରନ ର ଆଧୁନିକ ଚାଷ ପ୍ରଣାଳୀ ଲାଗି ପରିବେଶ ଓ ଉର୍ଜା ସଂରକ୍ଷଣ ସହ ନିର୍ଦ୍ଧିଷ୍ଟ ସମୟ ମଧ୍ୟ ରେ ଆହାର ଯୋଗାଇପାରୁଥିବା ସରଞ୍ଜାମ ବା ପ୍ରଦ୍ୟୋଗି ନିହାତି ଆବଶ୍ୟକ | ତେବେ ଫସଲ ଲାଗି ଜଳ ର ଆବଶ୍ୟକତା ଅନିର୍ବାଜ୍ୟ ହୋଇଥିବାରୁ ଏହି ପରି ଏକ ସଂରକ୍ଷିତ ଚାଷ ପ୍ରଣାଳୀ ର ସଫଳତା ଲାଗି ଆବଶ୍ୟକ ଜଳ ପ୍ରଦାନ କରିବାର କ୍ଷମତା ରଖିଥାଏ ପମ୍ପସେଟ | ପମ୍ପସେଟ ଟି ଜଳସେଚନ ରେ ସହାୟକ ହେବ ସଙ୍ଗେ ସଙ୍ଗେ ,ଫସଲ ର ଅମଳ ବୃଦ୍ଧି କରିଥାଏ ଓ ପ୍ରକଳ୍ପ କୁ ଅଧିକ ପ୍ରଭାବଶାଳୀ ଓ ଲାଭଦାୟକ କରିଥାଏ |

KJ Staff

ପମ୍ପସେଟ ବ୍ୟବହାର କରିବାର ଲାଭ :

  • ଏହା ଅତ୍ୟାଧୁନିକ ଜ୍ଞାନକୌଶଳ ରେ ନିର୍ମିତ ହୋଇଥିବାରୁ ଖୁବ କାମ ଇନ୍ଧନ ଖର୍ଚ ରେ ଅପର୍ଯ୍ୟାପ୍ତ ପାଣି ଦେଇଥାଏ |
  • ଏହା ନିର୍ଭରଶୀଳ ଓ ଉଚ୍ଚ କ୍ଷମତା ଯୁକ୍ତ ଅଟେ |
  • ଏହା ହାଲୁକା ହୋଇଥିବାରୁ ଏହା ଗୋଟେ ଜାଗାରୁ ରୁ ଅନ୍ୟ ଜାଗାକୁ ନେବା ଓ ଆଣିବା ସହଜ ସାଧ୍ୟ |
  • ବଜାରରେ ଉପଲବ୍ଧ ବିଭିନ୍ନ ପ୍ରକାର ପମ୍ପସେଟ ଦ୍ୱାରା ଚାଷୀ ଉପଯୁକ୍ତ ପମ୍ପସେଟ ଚୟନ କରି ତାର ବ୍ୟବହାର କରିପାରିବେ |
  • ଏହା ହଜ଼ାର ହଜାର ହେକଟରେ ରେ ଜଳସେଚନ କରିବାରେ ସକ୍ଷମ |
  • ଏଥିରେ ଖର୍ଚ୍ଚ ବେଶି ହୁଏ ନାହିଁ ତେଣୁ ଏହା ଅଧିକ ଲାଭଦାୟକ
  • ଏହା ପେଟ୍ରୋଲ ବା ଡିଜେଲ ରେ ପରିଚାଳିତ ଅଟେ |
  • ଏହାର ଅଧିକ ରକ୍ଷଣ ବକ୍ଷଣ ଦରକାର ହୁଏ ନାହିଁ |

ବଜାରରେ ଉପଲବ୍ଧ ବିଭିନ୍ନ ପମ୍ପସେଟ ମାନଙ୍କରେ ସର୍ବୋଚ୍ଚ   ଆଉଟପୁଟ  ପ୍ରାୟେ ୩.୫ ଏଚ.ପି ର ହୋଇଥିଲା ବେଳେ ଏହା ରୀ କଏଲ ଷ୍ଟାଟର  ମାଧ୍ୟମ ରେ ପରିଚାଳିତ ହୁଏ | ଏହାକୁ ଚଳାଇବା ଲାଗି ମୁଖ୍ୟତ କିରୋସିନ କୁ ଇନ୍ଧନ ଭାବେ ବ୍ୟବହାର କରାଜ୍ୟେ ଓ ପେଟ୍ରୋଲ କୁ ପ୍ରାରମ୍ଭିକ ଇନ୍ଧନ ଭାବେ ବ୍ୟବହାର କରାଯାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ