1. କୃଷି ଉପକରଣ

ଛିଞ୍ଚା ଜଳସେଚନ

ଆଧୁନିକ ଜଳସେଚନ ର ଏହି ପ୍ରଣାଳୀ ଏବେ ଚାଷୀ ମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହେଇପାରିଛି |ଏବେ ସଂପୂର୍ଣ୍ଣ ଜମି କୁ ପାରମ୍ପରିକ ପଦ୍ଧତ୍ତି ରେ ଜଳସେଚିତ କରିବାକୁ ପଡିବ ନାହିଁ ,ବରଂ ଛିଞ୍ଚା ଜଳସେଚନ ପଦ୍ଧତ୍ତି ଦ୍ୱାରା ବର୍ଷ ପରି ପାଣି କୁ ଉପଯୁକ୍ତ ମାତ୍ର ରେ ଗଛ କୁ ଯୋଗାଇ ହେବ |ଏହା ଦ୍ୱାରା ଜଳ ଓ ପରିବେଶ ଉଭୟ ର ସଂରକ୍ଷଣ ହୋଇଥାଏ |ବୁନ୍ଦା ଜଳସେଚନ ପରି ଏହା ମଧ୍ୟ ପମ୍ପ,ପାଇପ,ନୋଜେଲ ପରି ଅନ୍ୟାନ୍ୟ ଯନ୍ତ୍ର ର ଆବଶ୍ୟକତା ଥାଏ |

KJ Staff

ଏହାର ଉପଯୋଗ କାର୍ଯ୍ୟକ୍ଷମତା ଶତକଡା ୭୦ ଭାଗ ରୁ ୯୦ ଭାଗ ଅଟେ ,ଅଥଚ ପାରମ୍ପରିକ ବିଧିରେ କେବଳ ଶତକଡା ୪୦ ରୁ ୫୦ ଭାଗ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମତା ମିଳିଥାଏ | ଏହା ଉତ୍ତୋପାଦାନ କୁ ଦ୍ୱିଗୁଣିତ କରିବାର କ୍ଷମତା ରଖିଥାଏ |

ଏହାର ଲାଭ :

୧)ଏହା ବେଶୀ ଆୟତନରେ ସିଞ୍ଚନ କରେ |

୨)ପାଣି କୁ ସମାନ ଭାବରେ ବିତରଣ କରିପାରେ |

୩)ଏହା ଅସମତଳ ଭୂମି ଲାଗି ମଧ୍ୟ ଉପଯୁକ୍ତ |

୪)ପାଣି ର ସଠିକ ଉପଯୋଗ ହେବାର ଏହା ଉତ୍ତମ ମାଧ୍ୟମ |

୫) ଏହା ମଜୁରୀ ଖର୍ଚ୍ଚ ବଞ୍ଚାଏ|

୬) ମୂର୍ତ୍ତିକା ସଂରକ୍ଷଣ କରିବାରେ ସାହାଯ୍ୟ କରେ |

୭) ଏହା ଫସଲ ସୁରକ୍ଷା ସାଙ୍ଗରେ  ଜଳ ଓ ଉର୍ଜା ର ସଂରକ୍ଷଣ କରିଥାଏ |

୮) ଏହା ସବୁ ପ୍ରକାର କ୍ଷେତ ଫସଲ ଲାଗି ଉପଯୁକ୍ତ |

୯)ବଗିଚା ର ସୌନ୍ଦର୍ଯ୍ୟ ଓ ତୃଣ ବଗିଚା ର ଯତ୍ନ ଲାଗି ଏହା ଉତ୍ତମ ମାଧ୍ୟମ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments