1. କୃଷି ଉପକରଣ

କ୍ଷେତ ରେ ଅଧିକ ଉପଯୋଗୀ ଟ୍ରାକଟର

ଆଧୁନିକ ଚାଷ ପ୍ରଣାଳୀ କୁ ଏକ ନୂଆ ରଙ୍ଗ ଦେଇଛି ବହୁପରିଚିତ ଟ୍ରାକଟର |ପାରମ୍ପରିକ ପଦ୍ଧତ୍ତି ରେ ଝାଳ ବୁହାଇ ଏବେ ଲଙ୍ଗଳା ଧରି ହଳ କରିବାକୁ ପଡିବ ନାହିଁ ମତରକ୍ତର ସାହାଯ୍ୟ ରେ ଜମି ହଳ କରିବା ସହ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ର କାର୍ଯ୍ୟ ଯଥା ମତଟି କାଦୁଆ କରିବା,ମଞ୍ଜି ଓ ସାର ବୁଣିବ ,ବାଳୁଙ୍ଗା ଗଛ ଉପାଡିବା ଓ ମାଟି ର ଟେଳା ଭାଙ୍ଗିଲା ପରି କଷ୍ଟ ସାଧ୍ୟ କାମ ଏବେ ଖୁବ ସରଳ ଉପାୟରେ ଅଳ୍ପ ସମୟ ମଧ୍ୟରେ କାର୍ଯ୍ୟକ୍ଷମ କରିହେବ| ଏହା ଛଡା ଏଥିରେ ଅନ୍ୟାନ୍ୟ ବହୁ ପ୍ରକାର ର ଉପକରଣଉପକରଣ ଲଗେଇହୁଏ ଯାହାଦ୍ୱାରା ଖେତ ର କଷ୍ଟ ସାଧ୍ୟ କାର୍ଯ୍ୟ ମଧ୍ୟ ସୁବିଧାଜନକ ହୋଇଥାଏ |

KJ Staff

ଏହାର ବିଶେଷତ୍ୱ:

୧) ୪ ଷ୍ଟ୍ରୋକ ଇଞ୍ଜିନ  ଥିବାରୁ ଏହା କାର୍ଯ୍ୟକ୍ଷମତା ବେଶ ଅଧିକ |

୨) ୱାଟର  କୁଲେଡ଼ ସହ ଅଧିକ ଦକ୍ଷ  କୁଲିଙ୍ଗ ସିଷ୍ଟମ ଦ୍ୱାରା ଗ୍ରୀଷ୍ମ ଋତୁ ରେ ମଧ୍ୟ କାର୍ଯ୍ୟ କରିବାରେ ଅସୁବିଧା ହୁଏ ନାହିଁ |

୩) ଏହା ଅଳ୍ପ ଇଂଧନ ବ୍ୟବାର କରି ଅଧିକ କାର୍ଯ୍ୟ କରିବାରେ ସକ୍ଷମ ହୋଇଥାଏ |

୪) ଏହାର ଟ୍ରାକଙ୍କ ଓସାର କାମ ହୋଇଥିବାରୁ ଏହା ଇଣ୍ଟର ର କ୍ରପିଙ୍ଗ ରେ ସହାୟକ ଅଟେ |

୫) ଏହାର ଗତି ହଳ ତୁଳନାରେ ଅଧିକ ହୋଇଥିବାରୁ ଏହା ଜମି ରେ ଅଧିକ ଚାଷ କରିପାରେ |

୬) ଏହା ଦ୍ୱାରା  ଜମି ହଳ କରିବାରୁ ନେଇ ଅମଳ ଯାଏ ପ୍ରାୟେ ତସବୁ କାର୍ଯ୍ୟ ଅଧିକ ଦକ୍ଷତା ସହ କରିହୁଏ |

୭)ଏହାର ବ୍ୟବହାର ଦ୍ୱାରା ଚାଷୀ କଉଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ ନାହିଁ |

ଟ୍ରାକଟର ବର୍ତମାନ ସରକାରଙ୍କ ଦ୍ୱାରା ସୁଵଷିଡି   ରେ ମଧ୍ୟ ଉପଲବ୍ଧ ହେବା ସଙ୍ଗେ ସଙ୍ଗେ ଭଡା ରେ ମଧ୍ୟ ଯୋଗାଇ  ଦିଆଯାଉଛି|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments