1. ସରକାରୀ ସ୍କିମ

ମହଙ୍ଗା ଭତ୍ତାକୁ ନେଇ ଗୁଡନ୍ୟୁଜ୍!

DAକୁ ପ୍ରାୟତଃ ୪ ପ୍ରତିଶତ ବୃଦ୍ଧି କରି କର୍ମଚାରୀଙ୍କ ମୌଳିକ ବେତନ ୫୦ ପ୍ରତିଶତକୁ ବୃଦ୍ଧି !

Tanushree Mahapatra
Tanushree Mahapatra
da hike update news for employee, image source -pexels

da hike update news for employee, image source -pexels

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର l ଯାହାକୁ କେନ୍ଦ୍ରୀୟ କର୍ମଚାରୀ ଅନେକ ଦିନରୁ ଅପେକ୍ଷା କରିଛନ୍ତି l କାରଣ ସେପ୍ଟେମ୍ବର ମାସରେ ସରକାର କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିବେ। ସେପ୍ଟେମ୍ବର ମାସ ତୃତୀୟ ସପ୍ତାହରେ ଏହି ଘୋଷଣା କରାଯାଇପାରେ ବୋଲି ଆଶା କରାଯାଉଛି l

ସୂଚନାଅନୁଯାୟୀ, ମହଙ୍ଗା ଭତ୍ତା ୩ ରୁ ୪ ପ୍ରତିଶତ ବୃଦ୍ଧି କରିବେ ସରକାର। ଏହାପୂର୍ବରୁ, ମାର୍ଚ୍ଚ ମାସରେ ସରକାର DAକୁ ପ୍ରାୟତଃ ୪ ପ୍ରତିଶତ ବୃଦ୍ଧି କରି କର୍ମଚାରୀଙ୍କ ମୌଳିକ ବେତନ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ।

ଡିଏର ଅର୍ଥ ହେଉଛି ମହଙ୍ଗା ଭତ୍ତା ଯାହା କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ସରକାର ପ୍ରଦାନ କରିଥାନ୍ତି। ଏହା ହେଉଛି ସରକାରୀ ଏବଂ ଅଣ-ସରକାରୀ କର୍ମଚାରୀଙ୍କୁ ଦିଆଯାଇଥିବା ପରିମାଣ ଟଙ୍କା। ମୁଦ୍ରାସ୍ଫୀତି ବୃଦ୍ଧିକୁ ନଜରରେ ରଖି ସରକାର କର୍ମଚାରୀମାନଙ୍କୁ ଡିଏ ଉପହାର ପ୍ରଦାନ କରନ୍ତି । ଏହା କର୍ମଚାରୀଙ୍କ ମୌଳିକ ବେତନର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଭାବରେ ପ୍ରଦାନ କରାଯାଇଥାଏ l ପ୍ରଦାନ କରାଯାଉଥିବା ଡିଏରେ, ମୌଳିକ ବେତନ ସହ ଘର ଭଡା ଭତ୍ତା ପରି ଅନ୍ୟାନ୍ୟ ପରିମାଣ ମଧ୍ୟ ଏଥିରେ ପ୍ରଦାନ କରାଯାଏ କର୍ମଚାରୀଙ୍କୁ l ଯାହା ପରେ କର୍ମଚାରୀଙ୍କ ଦରମା ଗଠନ ହୁଏ।

ତେବେ ଚଳିତ ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ସରକାର ଏହା ଘୋଷଣା କରିପାରନ୍ତି ବୋଲି କର୍ମଚାରୀ ଅସହ କରୁଛନ୍ତି l ସୂଚନା ଅନୁଯାୟୀ, ପ୍ରତିବର୍ଷ ୩ ପ୍ରତିଶତ ବୃଦ୍ଧି ହେବା ନିଶ୍ଚିତ। ସମ୍ଭାବନା ରହିଛି ଯେ ଏହାକୁ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ମାର୍ଚ୍ଚ ମାସରେ ଏହା ୪ ପ୍ରତିଶତ ବୃଦ୍ଧି କରିଥିଲେ। ତେବେ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ଭତ୍ତା ବର୍ଷରେ ଦୁଇଥର ପ୍ରଦାନ କରାଯାଏ l

ଅଧିକ ପଢ଼ନ୍ତୁ

GOVT SCHEME: ଦେଶରେ ଅଧିକ ସଶକ୍ତ ହେବେ ମହିଳା !

Odisha Rain: ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ