1. ସରକାରୀ ସ୍କିମ

ପିଏମ କିସାନ ଯୋଜନାରେ ହେଉଛି ବଡ଼ ପରିବର୍ତ୍ତନ

ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଉଭୟ ସରକାର ସହରରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ଯୋଜନା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛି । ଗୃହ ଯୋଜନା ଠାରୁ ଆରମ୍ଭ କରି ରାସନ, ବିଦ୍ୟୁତ୍, ଶିକ୍ଷା, ରୋଜଗାର, ଭତ୍ତା, ସହିତ ଜଡିତ ଅନେକ ବୀମା ଏବଂ ପେନସନ ଭଳି ଅନେକ ପ୍ରକାରର ଲାଭଦାୟକ କଲ୍ୟାଣକାରୀ ଯୋଜନା ଚାଲିଛି ଦେଶର ନାଗରିକଙ୍କ ପାଇଁ ।

Tanushree Mahapatra
Tanushree Mahapatra
Farmers pm kisan yojna is changing , image source - twitter

Farmers pm kisan yojna is changing , image source - twitter

ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଉଭୟ ସରକାର ସହରରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ଯୋଜନା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛି । ଗୃହ ଯୋଜନା ଠାରୁ ଆରମ୍ଭ କରି ରାସନ, ବିଦ୍ୟୁତ୍, ଶିକ୍ଷା, ରୋଜଗାର, ଭତ୍ତା, ସହିତ ଜଡିତ ଅନେକ ବୀମା ଏବଂ ପେନସନ ଭଳି ଅନେକ ପ୍ରକାରର ଲାଭଦାୟକ କଲ୍ୟାଣକାରୀ ଯୋଜନା ଚାଲିଛି ଦେଶର ନାଗରିକଙ୍କ ପାଇଁ । ସେହିଭଳି କେନ୍ଦ୍ର ସରକାର ଦେଶର କୃଷକମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ପ୍ରଚଳନ କରିଛନ୍ତି ।

ଏହି ଯୋଜନାରେ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି  l ସେମାନଙ୍କୁ ଏହି ଯୋଜନାରେ ପ୍ରତି ଚାରିମାସରେ ୨ ହଜାର ଟଙ୍କା କିସ୍ତି ପ୍ରଦାନ କରାଯାଉଛି । ଆଉ ଏଥିରେ ଏବେ ପରିବର୍ତ୍ତନ କରିଛନ୍ତି ସରକାର  l ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଉ ଏକ ରାସ୍ତା ଲ ସେଥିପାଇଁ ପ୍ରଧାନମନ୍ତ୍ରୀ l ଏବେ ଦେଶର କୋଟି କୋଟି କୃଷକମାନଙ୍କ ପାଇଁ ଖୁସି ଖବର । ପିଏମ କିସାନ ଯୋଜନାର ୧୪ତମ କିସ୍ତି ଆସିବାର ଠିକ ୩ ଦିନ ପୂର୍ବରୁ ଟ୍ୱିଟ କରି ଏକ ବଡ଼ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ୩ ଦିନ ମଧ୍ୟରେ ଦେଶର ପ୍ରାୟତଃ ୮ କୋଟି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ନେଇ ଘୋଷଣା କରିଛନ୍ତି ସେ । ଏ ନେଇ ପିଏମ କିସାନ ଯୋଜନାର ଅଫିସିଆଲ ଟ୍ୱିଟର ପେଜରେ ସୂଚନା ରହିଛି । ପ୍ରତ୍ୟେକ କୃଷକଙ୍କୁ ଆର୍ଥିକ ରୂପରେ ସଦୃଢ କରିବା ପାଇଁ ଏହି ଯୋଜନାରେ ଚାଷୀଙ୍କୁ ସାମିଲ କରାଯାଇଛି l ତେବେ ଏହା ଅଧୀନରେ ଜୁଲାଇ ୨୭ ତାରିଖରୁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ ।

ଏହାବ୍ୟତୀତ ରାଜ୍ୟ ସରକାର ମଧ୍ୟ ଚାଷୀଙ୍କୁ  ୬,୫୦୦ ଟଙ୍କା ଲେଖାଏଁ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଚାଷୀମାନେ ବର୍ତ୍ତମାନ ବାର୍ଷିକ ୧୨,୫୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପାଇପାରିବେ । ତେବେ ସମସ୍ତ ଚାଷୀଏହି ଯୋଜନାରେ ଟଙ୍କା ପାଇପାରିବେ ନାହିଁ । ବିହାର ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । କୃଷକମାନଙ୍କୁ ତାଙ୍କ ଆମଦାନୀ କ୍ଷେତ୍ରରେ ଆହୁରି ମଜବୁତ କରିବା ପାଇଁ ଏକର ପିଛା ୬,୫୦୦ ଟଙ୍କା ପ୍ରଦାନ କରିବେ ଏହି ସରକାର । ଏଥିପାଇଁ ବିହାର ସରକାରଙ୍କ ତରଫରୁ ଜୈବିକ କୋରିଡର ଯୋଜନା ପ୍ରଣୟନ କରିଛନ୍ତି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments