Health & Lifestyle

ଶୀତଦିନେ ତୁଣ୍ଡ ଘା’ହେଉଥିଲେ, ଖାଆନ୍ତୁ ଗୁଜୁରାତି

ପେଟରେ ଅନିୟମିତତା ତଥା ପାଚନ ଠିକ୍ ନହେବା କାରଣରୁ ତୁଣ୍ଡ ଘା’ ହେବା ଏକ ସାଧାରଣ ସମସ୍ୟା । ଏହା ବ୍ୟତୀତ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ତୁଣ୍ଡ ଘା’ ହୋଇପାରେ ।

12 January, 2023 10:00 AM IST By: Sudesna Nayak

ସୂଚନା ଅନୁଯାୟୀ, ପାଟିର ଯେକୌଣସି ସ୍ଥାନରେ ଘା’ ହେଲେ ତାହାକୁ ଆମେ ତୁଣ୍ଡ ଘା’ କୁହାଯାଏ। ଏଥିସହିତ ଗୁଜୁରାତି (True cardamom)କୁ ରାତିସାରା ଭିଜାଇ ସକାଳୁ ଚୋବାଇ ତାହାକୁ ପାକୁଳିଲେ ଆରାମ ମିଳିଥାଏ ।

– ରାତିରେ ଶୋଇଲା ସମୟରେ ପାଟି ଭିତରେ ଅସଲି ଘିଅ ଲଗାଇ ଶୁଅନ୍ତୁ । ତୁଣ୍ଡ ଘା’(Mouth Ulcers) ଠିକ ହୋଇଥାଏ ।

- ଯଦି ତୁଣ୍ଡ ଘା’(Mouth Ulcers) ପାଟିର ଚାରିପଟେ ହୋଇଯାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ (Medicine)ଖାଇବା ହିଁ ଭଲ ।

ତୁଣ୍ଡ ଘା’ର ଉପଚାର,ଜାଣନ୍ତୁ...

ଆପଣ ପ୍ରତ୍ୟେକ ଦିନ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ସହିତ ଯଦି ନିଜ ପାଟିର ପ୍ରପର ଯତ୍ନ ନେବେ ତେବେ ଆପଣକୁ ତୁଣ୍ଡ ଘା’(Mouth Ulcers) ହେବା ନାହିଁ । କୌଣସି ନିଶା ଦ୍ରବ୍ୟ ଯଥା -ପାନ, ବିଡି, ସିଗାରେଟ ଆଦି ଖରାପ ଅଭ୍ୟାସ କରନ୍ତୁ ନାହିଁ ।

ପ୍ରକାଶ ଥାଉ ଯେ, ଉପଯୁକ୍ତ ଭିଟାମିନ ଜାତୀୟ ଖାଦ୍ୟ ନଖାଇଲେ ମଧ୍ୟ ତୁଣ୍ଡ ଘା’(Mouth Ulcers) ପରି ସମସ୍ୟା ଦେଖାଯାଏ ।

ପ୍ରାୟତ ଶୀତ ଋତୁ (winter)ରେ ତୁଣ୍ଡ ଘା’(Mouth Ulcers) ସହିତ ଓଠ ଫାଟିବା ମଧ୍ଯ ଲୋକଙ୍କର ଏକ ସମସ୍ୟା ପାଲଟିଯାଏ । ଶରୀରରେ ଜଳୀୟଅଂଶ ଅଭାବ ହେଲେ ଓଠ ଫାଟିବା ସହିତ ଚର୍ମ ଶୁଷ୍କ ରହେ । 

ଜାଣି ରଖନ୍ତୁ ଯେ, ପ୍ରତ୍ୟେକ ଦିନ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ସହିତ ଯଦି ନିଜ ପାଟିର ପ୍ରପର ଯତ୍ନ ନେବେ ତେବେ ଆପଣକୁ ତୁଣ୍ଡ ଘା’(Mouth Ulcers) ହେବା ନାହିଁ ।

Skin Care Tips:ପ୍ରତିଦିନ ମୁହଁରେ ଲଗାନ୍ତୁ ଦହି, ପିମ୍ପଲ୍ ଓ ଟ୍ୟାନିଂ ଭଳି ସମସ୍ୟା ହେବ ଦୂର

ତ୍ୱଚାକୁ ମୁଲାୟମ ରଖେ ଗ୍ଲିସେରିନ, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)