Health & Lifestyle

ଅଣ୍ଡା ଓ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ

ଅଣ୍ଡା ସହିତ କଦାପି ଚିନି ଖାଆନ୍ତୁ ନାହିଁ ।

12 January, 2023 3:14 PM IST By: Sudesna Nayak

ଆପଣମାନେ ଜାଣିଛନ୍ତି କି, ଏପରି ମଧ୍ୟ କିଛି ଜିନିଷ ରହିଛି ଯାହାକି ଅଣ୍ଡା (eggs)ସହିତ ଖାଇବା ଉଚିତ ନୁହେଁ । ଅଣ୍ଡା ସହିତ ଏହି ସବୁ ଜିନିଷ ଖାଇଲେ ଏହା ଶରୀର ପାଇଁ ବହୁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । 

ଚିନି (Sugar):-

ଅଣ୍ଡା ସହିତ କଦାପି ଚିନି (Sugar) ଖାଆନ୍ତୁ ନାହିଁ । 

ବେକନ୍ (Bacon):-

ବ୍ରେକଫାଷ୍ଟରେ ଆପଣ ବେକନ୍ (Bacon) ଖାଇବାକୁ ପସନ୍ଦ କରନ୍ତି କି? ତେବେ, ଧ୍ୟାନ ରଖନ୍ତୁ ବେକନ୍ (Bacon) ସହିତ ଅଣ୍ଡା କଦାପି ଖାଆନ୍ତୁ ନାହିଁ । 

ଚା (Tea):-

ଜଳଖିଆରେ କଦାପି ଅଣ୍ଡା (eggs)ଖାଇବା ସହିତ ଚା (Tea) ପିଅନ୍ତୁ ନାହିଁ । 

ସୋୟା କ୍ଷୀର (Soy milk):-

ଅଣ୍ଡା (eggs) ସହିତ କଦାପି ସୋୟା କ୍ଷୀର (Soy milk)ପିଅନ୍ତୁ ନାହିଁ । 

ଅଣ୍ଡା (eggs)ସହିତ କଦାପି ଠେକୁଆ ସହ ମାଂସ (Rabit meat) ଖାଆନ୍ତୁ ନାହିଁ । 

ପ୍ରକାଶ ଥାଉ ଯେ, ବାରମ୍ବାର ବାହାରୁ ଫାଷ୍ଟ ଫୁଡ ଖାଇ ମେଧବହୁଳ କରିବା ଅପେକ୍ଷା, ଦିନକୁ ଗୋଟେ ଅଣ୍ଡା (eggs) ଖାଇବା ଦ୍ୱାରା ଆପଣଙ୍କ ପେଟ ପୁରିବା ସହ ଓଜନ ନିୟନ୍ତ୍ରଣ ହୋଇଥାଏ । 

ଯଦି ବୟସକୁ ଅଟକାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିନ୍ତ ଅଣ୍ଡା (eggs) ଖାଆନ୍ତୁ । ଏଥିରେ ଥିବା ଜରୁରୀ ଭିଟାମିନ ସର୍ବଦା ଆପଣଙ୍କ ଚର୍ମ (Skin Care)କୁ ସତେଜ ଏବଂ ସୁନ୍ଦର ରଖିବାରେ ଉପଯୋଗୀ ।

ମଧୁମେହ ରୋଗୀ ଖାଉଛନ୍ତି କି ଅଣ୍ଡା...ନେଇପାରେ ଜୀବନ

ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ଏହି ପାଣି, ମୂଳରୁ ଶେଷ ହୋଇଯିବ 10ଟି ବଡ ରୋଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)