Health & Lifestyle

ଜୁଆଣୀର ପାଣି ସକାଳୁ ସକାଳୁ ପିଇବା ଦ୍ଵାରା ଯାହା ହେବ ଆପଣ ଜାଣି ବିଶ୍ଵାସ କରି ପାରିବେନି

ପ୍ରତିଦିନ ସକାଳେ ଜୁଆଣୀ ପାଣି ପିଇବା ଦ୍ଵାରା ଡାଇବେଟିଜ ସମସ୍ଯା ଦୂର ହୋଇଥାଏ, ଜୁଆଣୀକୁ ପାଣିରେ ଫୁଟେଇ ଏହି ପାଣି ସେବନ କରିବା ଦ୍ଵାରା ଆପଣଙ୍କ ଡାଇବେଟିଜ ସମସ୍ଯା କିଛି ସମୟ ପରେ ଦୂର ହୋଇଯିବ ।

04 December, 2021 12:34 PM IST By: Sudesna Nayak

ଜୁଆଣୀ ସମସ୍ତଙ୍କ ଘରେ ବହୁତ ସହଜରେ ମିଳିଯାଇଥାଏ, ଏହା ଗୋଟେ ପ୍ରକାର ମସଲା ଭଳି ବ୍ୟବହାର ହୋଇଥାଏ କିନ୍ତୁ ଏଥିରେ ଆୟୋଡିନ, ଫସଫୋରସ, କେଲ୍ସିଅମ ଏବଂ ପୋଟେସିଅମ ଭଳି କେତେ ସ୍ୱାସ୍ଥ୍ୟ ଲାଭ ହୋଇଥାଏ, ଯଦି ଆପଣ ପ୍ରତିଦିନ ସକାଳେ ଅଧା ଚାମଚ ଜୁଆଣୀ ପାଣି ଫୁଟେଇଲେ ପିଅନ୍ତି ତେବେ ଏହା କରିବା ଦ୍ଵାରା ଆପଣଙ୍କ ଶରୀର କେତେ ପ୍ରକାର ସ୍ଵାସ୍ଥ୍ୟକର ଲାଭ ପ୍ରାପ୍ତ ହୋଇଥାଏ ।

ଜୁଆଣୀ ଏମିତି ଗୋଟେ ଜିନିଷ ଯାହା ସମସ୍ତଙ୍କ ଘରେ ରଖିବା ବହୁତ ଆବଶ୍ୟକ ହୋଇଥାଏ, ଆଜି ଆମେ ଆପଣଙ୍କୁ ଜୁଆଣୀ ପାଣି ଦ୍ଵାରା ପାଉଥିବା ଲାଭ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ।

ପ୍ରତିଦିନ ସକାଳେ ଜୁଆଣୀ ପାଣି ପିଇବା ଦ୍ଵାରା ଡାଇବେଟିଜ ସମସ୍ଯା ଦୂର ହୋଇଥାଏ, ଜୁଆଣୀକୁ ପାଣିରେ ଫୁଟେଇ ଏହି ପାଣି ସେବନ କରିବା ଦ୍ଵାରା ଆପଣଙ୍କ ଡାଇବେଟିଜ ସମସ୍ଯା କିଛି ସମୟ ପରେ ଦୂର ହୋଇଯିବ ।

ଡାଇରିଆ ଭଳି ପେଟ ରୋଗରୁ ବଞ୍ଚିବା ପାଇଁ ଆପଣଙ୍କୁ ଜୁଆଣୀ ପାଣି ପିଇବା ଉଚିତ, ଏହା ପାଇଁ ଆପଣଙ୍କୁ ଦିନରେ ଅତି କାମରୁ ଦୁଇ ଥର ଜୁଆଣୀ ପାଇଁ ସେବନ କରିବା ଉଚିତ ଅଟେ ।

ଯଦି ଆପଣଙ୍କ ଶରୀରରୁ ଅଧିକ ଝାଳ ବାହାରୁଛି, ରାଗ ଲାଗୁଛି, ପରିସ୍ରା ହଳଦିଆ ହେବା ଏହି ସବୁ ଲକ୍ଷଣର ଅର୍ଥ ଆପଣଙ୍କ ପିତ୍ତ ଦୋଷ ବଢିଛି । ଅଜୱାଇନ ଏହି ପିତ୍ତ ଦୋଷକୁ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିବ ।

ଯହି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି ତେବେ ଏକ ଚାମଚ ଜୁଆଣୀକୁ ରାତିସାରା ପାଣିରେ ଭିଜାଇ ସକାଳୁ ଉଠ ଏବଂ ଏହି ପାଣିକୁ ଫୁଟାନ୍ତୁ ଏବଂ ଏଥିରେ ଟିକେ ମହୁ ମିଶାଇ ପିଅନ୍ତୁ ଏବଂ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ ।

ଯଦି ଆପଣଙ୍କୁ ଥଣ୍ଡା କାଶ ଆଦିତ ସମସ୍ଯା ରହିଛି ତା ହେଲେ ଆପଣ ଜୁଆଣୀକୁ ଉଷୁମ ପାଣିରେ ପକାଇ ପିଇବା ଉଚିତ । ଏହା ଆମର ଥଣ୍ଡା କାସ ଆଦି ସମସ୍ଯାକୁ ବହୁତ ଶୀଘ୍ର ଦୁର କରିଥାଏ ।

ହାର୍ଟ ଏବଂ ବ୍ରେନ୍ ପାଇଁ ଲାଭଦାୟକ ନଡିଆ ତେଲ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)