Health & Lifestyle

ଜାଣନ୍ତୁ କଲରା ର ଉପକାରିତା

କଲରା ଯାହାର ସ୍ୱାଦ ପାଇଁ ଅନେକ୍ ଲୋକ ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି ଖାସ କରି ଛୋଟ ପିଲା । କଲରାର ସ୍ୱାଦ ସ୍ୱାଦିଷ୍ଟ ହୋଇନଥାଇ ପାରେ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । କଲରାରେ ଅନେକ୍ ଔଷଧିୟ ଗୁଣ ଭରପୁର ରହିଛି । କଲରାରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବା ସହିତ କଲରା ଜୁସ୍ ମଧ୍ୟ ସେବନ କରିପାରିବେ ।

24 December, 2022 2:11 PM IST By: Tanushree Mahapatra

କଲରା  ( bitter gourd ) ଯାହାର ସ୍ୱାଦ ପାଇଁ ଅନେକ୍ ଲୋକ ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି ଖାସ କରି ଛୋଟ ପିଲା । କଲରାର ସ୍ୱାଦ ସ୍ୱାଦିଷ୍ଟ ହୋଇନଥାଇ ପାରେ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । କଲରାରେ ଅନେକ୍ ଔଷଧିୟ ଗୁଣ ଭରପୁର ରହିଛି ।  କଲରାରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବା ସହିତ କଲରା ଜୁସ୍ ମଧ୍ୟ ସେବନ କରିପାରିବେ । କଲରାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌’ଏ’, ’ସି’, ’ଇ’, ’କେ’କ୍ୟାଲସିୟମ୍‌, ଆଇରନ୍‌ର ମାତ୍ରା ଭରପୁର ରହିଥାଏ ।

କଲରାରେ ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ୍‌’ଏ’, ‘ସି’ ମାତ୍ରା ଭରପୁର ରହିଥାଏ । ଯାହା ତ୍ୱଚା ପାଇଁ ବେଶ ଉପକାରୀ । ଏହା ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ଅଧିକାଂଶ ଲୋକେ ଏହାର ସ୍ୱାଦ ଅପେକ୍ଷା ଏହାର ଔଷଧୀୟ ଗୁଣ ପାଇଁ ଖାଇଥାନ୍ତି । କଲରା ସ୍ୱାସ୍ଥ୍ୟ ପାଇଁ ବହୁତ କିଛି ଫାଇଦା ଦେଇଥାଏ । ତେବେ ମାତ୍ରାଧିକ କଲରା ଖାଇବା ଦ୍ୱାରା ବା କଲରା ଜୁସ୍‌ ପିଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣକୁ ଆଶାତୀତ ଭାବେ କମ କରାଯାଇ ପାରେ ।

ତେବେ ମାତ୍ରାଧିକ କଲରା ଖାଇବା ଦ୍ୱାରା ବା କଲରା ଜୁସ୍‌ ପିଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣକୁ ଆଶାତୀତ ଭାବେ କମ କରାଯାଇ ପାରେ । ଗାଢା ରଙ୍ଗର କଲରାରେ ବହୁତ ପରିମାଣର ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ୍ ଥାଏ । ଏହାକୁ ଆପଣ ତରକାରୀ, ଆଚାର କିମ୍ବା ଜୁସ୍ କରି ପିଇ ପାରିବେ । ଯଦି ଆପଣଙ୍କର ପାଚନ ଶକ୍ତି କମଜୋର ଅଛି ତେବେ କଲରା ସେବନ କରନ୍ତୁ ଏହା ପାଚନ ଶକ୍ତିକୁ ମଜବୁତ ରଖିଥାଏ । କଲରା ଥଣ୍ଡା, ସେଥିପାଇଁ ଗରମ ଦିନେ ସୃଷ୍ଟି ହେଉଥିବା ରୋଗ ପାଇଁ କଲରା ଔଷଧ ଭଳି କାମ ଦେଇଥାଏ ।

କଲରାରେ ଭିଟାମିନ ସି ଥିବାରୁ ଫ୍ରି ରାଡିକଲସ ସହ ଲଢ଼ିବାକୁ ଏହାର କ୍ଷମତା ଅଧିକ  । ଫ୍ରି ରାଡିକଲସ ହେଉଛି ଆପଣଙ୍କ ବୟସ ବଢ଼ାଇବାରେ ଯାହା  କାମ କରିଥାଏ । କଲରା କେଶରେ ହେଉଥିବା ରୁପି ଓ ଫାଇନ ଲାଇନ୍ସ ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ଚର୍ମକୁ ସୂର୍ଯ୍ୟଙ୍କର ହାନିକାରକ ଅଲଟ୍ରା ଭାୟୋଲେଟ୍‌ କିରଣ ରୁ ମଧ୍ୟ ବଞ୍ଚାଇଥାଏ । ଯଦି ଆପଣ ରୁପି ବା ଡାଣ୍ଡ୍ରୁପ ଯୋଗୁ ଅସୁବିଧା ହେଉଥିଲେ  , କଲରା ଜୁଶକୁ ଆପଣଙ୍କ କେଶ ମୂଳେ ଲଗାନ୍ତୁ । ଏହାଦ୍ୱାରା ଖୁବ୍‌ ଶୀଘ୍ର ଆପଣଙ୍କ ରୁପୀ ସମସ୍ୟା ଭଲ ହୋଇଯିବ ।

କେଶ ସମସ୍ତଙ୍କ ର ଖୁବ ପସନ୍ଦ ଖାସ କରି ମହିଳା ମାନେ ନିଜ କେଶ କୁ ଖୁବ ଭଲ ପାଇଥାନ୍ତି l ତେବେ ଏ ପରି ସମସ୍ୟା ରେ ମଧ୍ୟ କଲରା ଖୁବ ଉପକାରି l  କଲରା ଆପଣଙ୍କ କେଶକୁ ନରମ ଓ ଚମକଦାର ବନାଇଥାଏ । ଏଥିପାଇଁ କେଶ  ଉପରେ କଲରା ଜୁଶକୁ ମାଲିସ କରନ୍ତୁ । ଅଧା ଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ । ଆପଣଙ୍କ କେଶର ଚମକ ଏହା ଫେରାଇବ । ପ୍ରତିଦିନ କଲରା ଖାଇବା ଦ୍ୱାରା କେତେ ପ୍ରକାର ଚର୍ମ ସଂକ୍ରମଣରୁ ରକ୍ଷା ମିଳିଥାଏ । ଏହା ଏକ୍‌ଜିମା ଓ ସୋରିଆସିସ ଭଳି ଚର୍ମ ସଂକ୍ରମଣରୁ ମଧ୍ୟ  ରକ୍ଷା କରିଥାଏ। ଯଦି ଆପଣ ଖାଦ୍ୟରେ କଲରାକୁ ସାମିଲ କରନ୍ତି, ତେବେ ଏହା ଆପଣଙ୍କ କେଶ ଝଡିବାକୁ ମଧ୍ୟ ରୋକିଥାଏ । ଏଥିପାଇଁ କଲରା ପେଷ୍ଟକୁ କେଶ  ମୂଳରେ ଲଗାନ୍ତୁ ଓ ପୁଣି କିଛି ସମୟ ପରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ କେଶ ମୂଳ ସଫା ହେବା ସହ ବ୍ଲଡ ସର୍କୁଲେସନ ମଧ୍ୟ ବଢ଼ିବ  । ଏହାଦ୍ୱାରା କେଶ ଝଡିବା ବନ୍ଦ ହେବା ସହ କେଶର ଗ୍ରୋଥ ମଧ୍ୟ ହୋଇଥାଏ ।

କରିବା ଆସ କଲରା ଚାଷ

କଲରା ଆଚାର ଖାଇଛନ୍ତି କି ???