ଆଜି ଆମେ ଆପଣଙ୍କ ପାଖରେ ତେଜ ପତ୍ରର କିଛି ଏପରି ଫାଇଦା ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଉପଯୋଗୀ ଅଟେ । ଏମିତିରେ ତ ତେଜ ପତ୍ର ଆମେ ମସଲା ଭାବେ ବ୍ୟବହାର କରିଥାଉ ମାତ୍ର ତାହାର କିଛି ଏପରି ଫାଇଦା ଆମେ ଆଜି କହିବୁ କି ଆପଣ ଜାଣିକି ଆଶ୍ଚର୍ଯ୍ୟ ହେଇଯିବେ । ଏହା ଭିତରେ ବହୁତ କିଛି ଔଷଧୀୟ ତତ୍ତ୍ୱ ରହିଥାଏ । ସମସ୍ତଙ୍କ ରୋଷେଇ ଘରେ ତେଜପତ୍ର ଦେଖିବାକୁ ମିଳେ । ପ୍ରାୟତଃ ତେଜପତ୍ରକୁ ସ୍ୱାଦ ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ ତାହା ଅନେକ ଲୋକଙ୍କୁ ଅଜଣା ।
ଏହାକୁ ଖାଇବାରେ ତ ଆମକୁ ଅନେକ ଫାଇଦା ମିଳିଥାଏ ହି ମାତ୍ର ଏହାକୁ ଜଳେଇବାରେ ଆମକୁ ଆହୁରି ଫାଇଦା ମିଳିଥାଏ । କୁହାଯାଏ କି ଏହାକୁ ଜଳେଇବା ଦ୍ୱାରା ଏହାର ଔଷଧୀୟ ଗୁଣ ହାୱା ରେ ମିଶିଯାଏ ଆଉ ଆମକୁ ଅନେକ ଫାଇଦା ଦେଇଥାଏ । ଆମ ମାନସିକ ଟେନ୍ସନକୁ ଦୂର କରିଥାଏ । ଆପଣ ବାସ ନିଜର ରୁମ ରେ ତେଜ ପତ୍ର କୁ ଜଳାନ୍ତୁ ଆଉ ପ୍ରାୟ ୧୦ ମିନିଟ ଯାଏ ବାହାରକୁ ଚାଲି ଯାଆନ୍ତୁ ଆଉ ତା ପରେ ଆସିକି ରୁମରେ ପ୍ରବେଶ କରନ୍ତୁ । ତା ପରେ ଆପଣ ସେହି ରୁମରେ ଆସିକି କାମ କରନ୍ତୁ । ଆପଣ ଦେଖିବେ କି ଆପଣଙ୍କ ମନ କେତେ ଶାନ୍ତିରେ ଭରପୁର ରହୁଛି । ଯଦି ଆପଣଙ୍କ ଘରେ କାହାକୁ ମାନସିକ ଯନ୍ତ୍ରଣା ଅଛି ତ ତାଙ୍କୁ ବି ସେହି ରୁମରେ ପ୍ରବେଶ କରନ୍ତୁ ଯାହାଦ୍ୱାରା କି ସେମାନେ ବି ମାନସିକ ଯନ୍ତ୍ରଣାରୁ ମୁକ୍ତ ରହିବେ । ଏହାଦ୍ୱାରା ଆପଣ ମାନସିକ ଚିନ୍ତାରୁ ମୁକ୍ତ ରହିବେ ।
ଏଥିରେ ଥିବା ଆଂଟିଅକ୍ସିଡାଂଟରେ ଅନେକ ଔଷଧିୟ ଗୁଣ ଭରପୁର ଥାଏ । ତେଜପତ୍ର ଖାଉଥିବା ଲୋକଙ୍କଠାରେ ପାଚନ ସମସ୍ୟା କମ ଦେଖାଯାଇଥାଏ । ଏହା ବ୍ୟତୀତ ତେଜପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।
ପ୍ରତିଦିନ ଘରେ ଜଳାଇଲେ ପରିବେଶ ସ୍ବଚ୍ଛ ରହେ । ଅଧିକାଂଶ ସମୟରେ ତେଜପତ୍ର ରୋଷେଇ ଘରେ ବ୍ୟବହାର କରାଯାଏ ହେଲେ ଏହାର ଔଷଧୀୟ ଗୁଣ ବିଷୟରେ ଖୁବ୍ କମ ଲୋକ ଜାଣନ୍ତି । ତେଜ ପତ୍ର ମସଲା ବ୍ୟତୀତ ଅନ୍ୟ କାମରେ ମଧ୍ୟ ବ୍ୟବହାର କରାଯାଏ । ତେଜପତ୍ର କେବଳ ଖାଦ୍ୟକୁ ସୁଆଦିଆ କରି ନଥାଏ ଏଥିରେ ଭରପୁର ମାତ୍ରାର ଔଷଧୀୟ ଗୁଣ ରହିଛି । ଏଥିରେ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ ।
ଏହା ଛଡା ଘରର ପରିବେଶକୁ ମଧ୍ୟ ସ୍ବଚ୍ଛ ରଖିଥାଏ ତେଜ ପତ୍ର । ତେଜପତ୍ର ଜଳାଇଲେ ଘରୁ ମଶା ବାହାରି ପଳାଇଯାଆନ୍ତି । ଘରେ ବାସ୍ନା ଥିବା ପର୍ଯ୍ୟନ୍ତ ପୁଣି ମଶା ଘରକୁ ପ୍ରବେଶ କରିନଥାନ୍ତି । ଏଣୁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ସମସ୍ୟାରୁ ଘର ଲୋକ ମୁକ୍ତ ହୋଇଥାନ୍ତି । ଏହା ବ୍ୟତୀତ ତେଜ ପତ୍ର ଖାଇବା ଦ୍ବାରା ଲୋକେ ଅଲଝାଇମର ଭଳି ସମସ୍ୟାରୁ ମୁକ୍ତ ରହିଥାନ୍ତି ।
Share your comments