କୋଷ୍ଠକାଠିନ୍ୟ (constipation) ବା ଝାଡ଼ା ସଫା ନହେବା ଏକ ସାଧାରଣ ସମସ୍ୟା, ଯାହା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ହିଁ ଦେଖିବାକୁ ମିଳୁଛି । ତେବେ କୋଷ୍ଠକାଠିନ୍ୟର କାରଣ, ଲକ୍ଷଣ ଏବଂ ଏହାର ଚିକିତ୍ସା ସମ୍ପର୍କରେ ଚାଲନ୍ତୁ ଜାଣିବା...
ଗୋଟିଏ ଲିଟର ପାଣିରେ ୨ ଚାମଚ ଜିରା (Cumin) ନେଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ଜିରା ପାଣିକୁ ଅପଣ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପିଅନ୍ତୁ । ଆପଣ କୋଷ୍ଠକାଠିନ୍ୟ (constipation) ସମସ୍ୟାରୁ ମୁକ୍ତି ପାଇପାରିବେ ।
ଆମ ଦେଶରେ କୋଷ୍ଠକାଠିନ୍ୟ(constipation)ରେ ପିଡୀତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଉ ଆପଣମାନେ ଏହାକୁ ମଧ୍ୟ ଦେଖିଥିବେ। କୋଷ୍ଠକାଠିନ୍ୟ (constipation) ଭଳି ସମସ୍ୟା ଧୀରେ ଧୀରେ ଅଧିକ ରକ୍ତଚାପ, କ୍ୟାନ୍ସର୍ (Cancer) ଆଦି ଆଡ଼କୁ ବାଟ କାଢ଼ଇଥାଏ ।
ପ୍ରକାଶ ଥାଉ ଯେ, କୋଷ୍ଠକାଠିନ୍ୟ (constipation) ଭଳି ସମସ୍ୟା ଧୀରେ ଧୀରେ ଅଧିକ ରକ୍ତଚାପ, ଆପେଣ୍ଡିସାଇଟ୍ସ, କ୍ୟାନ୍ସର୍ (Cancer) ଆଦି ଆଡ଼କୁ ବାଟ କାଢ଼ଇଥାଏ ।
ସକାଳେ ୧ ଗ୍ଲାସ୍ ପିଅନ୍ତୁ, ବାତ, ଡାଇବେଟିସ,ଗ୍ୟାସ୍ ମୂଳରୁ ହେଇଯିବ ଭଲ...