Health & Lifestyle

ସାବଧାନ! ସକାଳୁ ଉଠୁ ଉଠୁ ଏହି ସବୁ ଖାଦ୍ୟ ଖାଉଛନ୍ତି କି ?

ଲୋକମାନେ ସାଧାରଣତଃ ସକାଳେ ଖାଲି ପେଟରେ କଦଳୀ ଖାଇଥାନ୍ତି । କିନ୍ତୁ ଖାଲି ପେଟରେ କଦଳୀ ଖାଇବା ଉଚିତ୍ ନୁହେଁ ।

07 January, 2023 9:00 AM IST By: Sudesna Nayak

ରାତିରେ ଶୟନ କରିବା ପରେ ସକାଳୁ ଖାଲି ପେଟରେ କଣ ଖାଇବା ଉଚିତ ଏବଂ କଣ ନଖାଇବା ଉଚିତ ଏହି ବିଷୟରେ ଜାଣିବା ନିହାତି ଜରୁରୀ ଅଟେ । ଲୋକମାନେ ସାଧାରଣତଃ ସକାଳେ ଖାଲି ପେଟରେ କଦଳୀ (Banana) ଖାଇଥାନ୍ତି । କିନ୍ତୁ ଖାଲି ପେଟରେ କଦଳୀ ଖାଇବା ଉଚିତ୍ ନୁହେଁ । 

ସୂଚନା ଅନୁଯାୟୀ, ଖାଲି ପେଟରେ ଚା'(TEA) ପିଅନ୍ତୁ ନାହିଁ ,ଏହା ଦ୍ୱାରା ପାଚନ ତନ୍ତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ ।

ଏଥିସହିତ ଖାଲି ପେଟରେ ଟମାଟୋର ଖାଇଲେ ପଥୁରୀ ବା ଷ୍ଟୋନ (stone) ହୁଏ ଟମାଟୋ,ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଉଚିତ ନୁହେଁ ପେଟରେ ପଥୁରୀ ହୋଇଥାଏ ।

ଆପଣ ଜାଣନ୍ତି କି କିଛି ଫଳ ଅଛି, ଯାହାକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ଲାଭ ବଦଳରେ କ୍ଷତି ଅଧିକ ହୋଇଥାଏ ।

ଆହୁରି ମଧ୍ଯ, ଖାଲି ପେଟରେ ଔଷଧ (medicine) ଖାଆନ୍ତୁ ନାହିଁ ।

ଲିଚି (Lychee) ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । କାରଣ ଯଦି ଆପଣ ସକାଳେ ଖାଲି ପେଟରେ ଲିଚି ଖାଆନ୍ତି, ତେବେ ଏହା ବାନ୍ତିର କାରଣ ହୋଇପାରେ ।

ଖାଲି ପେଟରେ କେବେ ବି ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଖାଲି ପେଟରେ ଥିଲେ ପ୍ରଥମେ ମସଲା ଯୁକ୍ତ ଖାଦ୍ୟକୁ ଗ୍ରହଣ କରନ୍ତୁ ନାହିଁ  ।

ଶୀତଦିନେ ସବୁଜ ପିଆଜ ଖାଆନ୍ତୁ,ଜାଣନ୍ତୁ...

ଶୀତଦିନେ ସବୁଜ ପିଆଜ ଖାଇବା ଦ୍ବାରା ଯାହାକୁ ପିଆଜ ଷଣ୍ଢା କୁହାଯାଏ ,ଏହା ଦୃଷ୍ଟିଶକ୍ତି ଓ ତ୍ୱଚାର ଚମକ ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ହିଁ ରଖିଥାଏ ।

ଗୋଟିଏ ପତ୍ର,ଦୂର କରେ ୧୦୦ ପ୍ରକାର ରୋଗ...

ତ୍ୱଚାକୁ ମୁଲାୟମ ରଖେ ଗ୍ଲିସେରିନ, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)