Health & Lifestyle

ଏହି ୫ଟି ଅଙ୍ଗକୁ ପୁରା ଅଚଳ କରିଦିଏ ଡାଇବେଟିସ୍‌, ଜାଣନ୍ତୁ...

ମଧୁମେହ ବା ଡାଇବେଟିସ୍‌ ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇ ଥାଏ ।

27 January, 2023 9:00 AM IST By: Sudesna Nayak

ଡାଇବେଟିସ୍‌ (Diabetes) ଅସନ୍ତୁଳିତ ରହିଲେ ତାହାର ପ୍ରଭାବ ମୁଖ୍ୟତଃ ହୃତ୍‌ପିଣ୍ଡ (ହାର୍ଟ), କିଡ୍‌ନୀ ଏବଂ ଚକ୍ଷୁ ଉପରେ ପଡିଥାଏ । ମଧୁମେହ ବା ଡାଇବେଟିସ୍‌ (Diabetes) ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇ ଥାଏ ।

ସୂଚନା ଅନୁଯାୟୀ, ମଧୁମେହ ବା ଡାଇବେଟିସ୍‌ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଡାଇବେଟିସ୍‌ (Diabetes) ଦ୍ୱାରା ପୀଡିତ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗିଥାଏ ।

୧. ଯଦି କୌଣସି ବ୍ୟକ୍ତି ଟାଇପ୍-୨ ଡାଇବେଟିସ (type 2 diabetes)ର ଶିକାର ହେଲେ ଦୃଷ୍ଟିଶକ୍ତି ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ । 

୨. ଯଦି କୌଣସି ବ୍ୟକ୍ତି ଟାଇପ୍-୨ ଡାଇବେଟିସ (type 2 diabetes)ର ଶିକାର ହୋଇଛନ୍ତି ତେବେ ଲୁଣ (SALT)ଖାଇବା କମ କରିବା ।

୩. ମଧୁମେହ (Diabetes)ର ଶିକାର ହୋଇଥିବା ଲୋକଙ୍କର ହାତ ଏବଂ ଗୋଡ଼ରେ ଭୀଷଣ ଯନ୍ତ୍ରଣା ଅନୁଭବ ହୋଇଥାଏ ।

୪. ଯଦି କୌଣସି ବ୍ୟକ୍ତି ମଧୁମେହ (Diabetes) ରୋଗର ଶିକାର ହୋଇଥାଏ ତେବେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ସଞ୍ଚାଳନ ସଠିକ ଭାବରେ ହୋଇନଥାଏ ।

୫. ଶରୀରରେ ଅତ୍ୟଧିକ ମାତ୍ରାରେ ଶର୍କରା ବୃଦ୍ଧି ହେଲେ ଏହାର ସିଧାସଳଖ ପ୍ରଭାବ କିଡ଼ନୀ (kidney) ଉପରେ ପଡିଥାଏ ।

ପ୍ରକାଶ ଥାଉ ଯେ, ତେଣୁ ଯଦି ଆପଣ ଡାଇବେଟିସ୍‌ (Diabetes)ର ଦ୍ୱାରା ଆକ୍ରାନ୍ତ, ତେବେ ନିୟମିତ ସମୟ ଅନ୍ତରାଳରେ ଚକ୍ଷୁ (EYE)ସହ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ଭୁଲନ୍ତୁ ନାହିଁ ।

ଯଦି ହିଁ ଆପଣଙ୍କର (Diabetes) ଅଛି, ତେବେ ଏଥିରେ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ବଡ଼ ପେଟକୁ କମ୍ କରିଦେବ ବାସି ରୁଟି...

ଶ୍ୱାସ ରୋଗକୁ ନେଇ ଚିନ୍ତିତ କି ? ଖାଆନ୍ତୁ ଆତ....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)