Health & Lifestyle

ତ୍ୱଚାକୁ ମୁଲାୟମ ରଖେ ଗ୍ଲିସେରିନ, ଜାଣନ୍ତୁ...

ଗ୍ଲିସେରିନକୁ କେବେ ବି ସିଧାସଳଖ ବ୍ୟବହାର କରନ୍ତୁ ନାହିଁ ।

02 January, 2023 2:30 PM IST By: Sudesna Nayak

ଗ୍ଲିସେରିନକୁ କେବେ ବି ସିଧାସଳଖ ବ୍ୟବହାର କରନ୍ତୁ ନାହିଁ । ଏହାକୁ ଗୋଲାପ ଜଳ କିମ୍ବା ମିନେରାଲ ୱାଟରରେ ହିଁ ମିଶାଇ ବ୍ୟବହାର କରନ୍ତୁ ।

-ମୁହଁର କୋମଳତା ଓ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଗ୍ଲିସେରିନ (Glycerin)ର ବ୍ୟବହାର କରାଯାଇଥାଏ । 

-ଗ୍ଲିସେରିନ (Glycerin)କୁ ମୁହଁରେ ଲଗାଇବା ପୂର୍ବରୁ ମୁହଁକୁ ଭଲଭାବେ ଧୋଇନିଅନ୍ତୁ । ଏହାପରେ ତୁଳାରେ କିଛି ବୁନ୍ଦା ନେଇ ମୁହଁରେ ମସାଜ୍ କରନ୍ତୁ । 

-ଲିପବାମ୍‌ର ବ୍ୟବହାର ବଦଳରେ ଓଠରେ ଗ୍ଲିସେରିନ (Glycerin) ଲଗାଇବା ଦ୍ବାରା ତାହା ଅଧିକ ଲାଭଦାୟକ ହୋଇଥାଏ।

-ଗ୍ଲିସେରିନ (Glycerin)ର ବ୍ୟବହାର ସମ୍ପର୍କରେ ପ୍ରାୟତଃ ସବୁ ଲୋକ ଜାଣିଥିବେ, କିନ୍ତୁ କହି ରଖୁଛୁ କି, ଏହା ଶୀତ (WINTER) ଋତୁରେ ତ୍ୱଚା ସହ କେଶ (HAIR)କୁ ବି ମଜଭୁତ୍ କରିବାରେ ବରଦାନ ସଦୃଶ ହୋଇଥାଏ । 

-ପାଦ ଫାଟିଥିଲେ ଗ୍ଲିସେରିନ (Glycerin) ଲଗାଇବା ଦ୍ବାରା ସେଥିରୁ ମୁକ୍ତି ମିଳିଥାଏ ।

-ପ୍ରତିଦିନ ଲେମ୍ବୁ ରସରେ ଗ୍ଲିସେରିନ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା,ଏହା ତ୍ୱଚାକୁ ଉଜ୍ଜଳ କରିଥାଏ ।

-ଯଦି ମୁହଁରେ କଳା ଦାଗ ଥାଏ ତାହାଲେ ଗ୍ଲିସେରିନ (Glycerin)ରେ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ପରେ ସେହି ପେଷ୍ଟକୁ ୩୦ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଦେଖିବେ ଏହି ସମସ୍ୟା ହିଁ ପୁରା ଶେଷ ହୋଇଯିବ ।

ମାତ୍ର 3 ଦିନ ପାଣିରେ ଫୁଟାଇ ପିଅନ୍ତୁ ;ଡାଇବେଟିସ, କୋଲେଷ୍ଟ୍ରୋଲ,ହାଇ BPରୁ ମିଳିବ ମୁକ୍ତି

ସକାଳୁ କେବଳ 2 ଚାମଚ, ପାଖ ମାଡିବନି ରୋଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)