ପ୍ରାୟତଃ ଲୋକଙ୍କ ବାଡି, ବଗିଚାରେ କୁନ୍ଦୁରୀ (ivy gourd)ଫଳିଥିବା ଦେଖିବାକୁ ମିଳେ । ହୁଏତ ଏକଥା ସମସ୍ତଙ୍କୁ ଜଣାନଥିବ ଯେ, କୁନ୍ଦୁରୀ (ivy gourd)ରେ ଅନେକ ସ୍ବାସ୍ଥ୍ୟଲାଭ ଗୁଣ ଭରି ରହିଥାଏ । ଚାଲନ୍ତୁ ଜାଣିବା ସେ ସମ୍ପର୍କରେ...
କୁନ୍ଦୁରୀ (ivy gourd)ରେ ଭିଟାମିନ,ମିନେରାଲ, କ୍ୟାଲସିୟମ,ଫାଇବର ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ । ଇମ୍ୟୁନିଟି (immunity booster) ମଜବୁତ କରିବାରେ ସହାୟକ ହୁଏ କୁନ୍ଦୁରୀ (ivy gourd)।
-ଡାଇବେଟିସ ରୋଗୀ (diabetes patients)ଙ୍କ ପାଇଁ କୁନ୍ଦୁରୀ (ivy gourd) ବେଶ ଲାଭଦାୟକ । ଏହା ସେବନ କରିବା ଦ୍ବାରା, ଏହା ବ୍ଲଡ ସୁଗାର ଲେବୁଲ (blood sugar level)କୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।
-କୁନ୍ଦୁରୀ (ivy gourd) ଖାଇବା ଦ୍ଵାରା ଆଖିକୁ ଆଉ ଚଷମା ଦରକାର ମଧ୍ୟ ପଡି ହିଁ ନଥାଏ ।
-ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ପ୍ରତିଦିନ କୁନ୍ଦୁରୀ (ivy gourd) ଖାଇ ପାରିବେ ।
-କୁନ୍ଦୁରୀ (ivy gourd) ହୃଦୟ ସମ୍ବନ୍ଧିତ ରୋଗ ହାର୍ଟ ଆଟକ, ହୃଦୟରେ ରକ୍ତର ବାଧା ଆଦିରୁ ବଞ୍ଚାଇ ଥାଏ ।
-କୁନ୍ଦୁରୀ (ivy gourd)ଶରୀରକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ ।
ପ୍ରକାଶ ଥାଉ ଯେ, କୁନ୍ଦୁରୀ (ivy gourd) ଯାହାକୁ ଖାଇବା ଆମ ପାଇଁ ଖୁବ ଆବଶ୍ୟକ ଅଟେ । ଏହା ଆମ ଦେଶରେ ସବୁ ଜାଗାରେ ମିଳିଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ।
ରାତିରେ ମାତ୍ର 2ଟା ଲବଙ୍ଗ ଖାଆନ୍ତୁ, ମୂଳରୁ ଶେଷ ହୋଇଯିବ ଏହି ଭୟଙ୍କର ରୋଗ