Health & Lifestyle

ଶୀତଦିନେ କ'ଣ ଖାଇବେ?

ଶୀତ ଋତୁରେ କୋଳଥ ଡାଲି ପାଣି ଥଣ୍ଡା କାଶ ଠାରୁ ଆରାମ ଦେଇଥାଏ । ଏହା ଶରୀରକୁ ଭିତରୁ ଗରମ ପ୍ରଦାନ କରିଥାଏ ।

30 December, 2022 11:53 AM IST By: Sudesna Nayak

ଶୀତଦିନେ ଶରୀର ସୁସ୍ଥ ରଖିବା ପାଇଁ ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ଯଦି ଆପଣ ମଧ୍ୟ ନିଜକୁ ଫିଟ୍ ଏବଂ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆଜିଠାରୁ ହିଁ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଏହି ଖାଦ୍ଯ...

ଶୀତଦିନେ ସୋରିଷ ତେଲ ବହୁ ଉପକାରୀ, ଜାଣନ୍ତୁ...

ସୋରିଷ ତେଲ (mustard oil) ଖାଦ୍ୟ ରାନ୍ଧିବାରେ ବ୍ୟବହାର କରାଯାଏ । ବିଶେଷ କରି ଶୀତଦିନେ ଏହି ତେଲର ଉପକାରିତା, ତ୍ୱଚା ପାଇଁ ବେଶ ଉପଯୋଗୀ ବୋଲି ସ୍ୟେନ୍ଦର୍ଯ୍ୟ ବିଷେଶଜ୍ଞଙ୍କ ମତ ।

ଶୀତଦିନେ କୋଳଥ ଡାଲି ବହୁ ଉପକାରୀ, ଜାଣନ୍ତୁ...

ଶୀତ (winter)ଋତୁରେ କୋଳଥ ଡାଲିର ପାଣି ଥଣ୍ଡା କାଶ ଠାରୁ ଆରାମ ଦେଇଥାଏ । ଏହା ଶରୀରକୁ ଭିତରୁ ଗରମ ପ୍ରଦାନ କରିଥାଏ ।

ଶୀତଦିନେ ଅଦା ଚା ବହୁ ଉପକାରୀ, ଜାଣନ୍ତୁ...

ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୀତ ଋତୁରେ ଦିନକୁ ଅନେକ ଥର ଆପଣ ଚା (tea)ପିଇଥାନ୍ତି । ତେବେ ଯଦି ଆପଣ ଅଦା ଚା (ginger tea) କୁ ଭଲ ପାଆନ୍ତି, ତେବେ ଏହା ଶରୀରକୁ ଭଲ ଫାଇଦା ଦେଇଥାଏ । 

 

ଶୀତଦିନେ ଆପଣଙ୍କୁ ସୁସ୍ଥ ରଖିବ ଅଞ୍ଜିର, ଜାଣନ୍ତୁ...

ଅଞ୍ଜିର (Anjeer)ହେଉଛି ଓଜନ ହ୍ରାସ କରିବା, ହଜମ ପ୍ରକ୍ରିୟାରେ ଉନ୍ନତି, କୋଷ୍ଠକାଠିନ୍ୟରୁ ମୁକ୍ତି,ଅନେକ ରୋଗ ପାଇଁ ଉପଚାର ଭଳି କାମ କରେ ।

 

ମାତ୍ର 3 ଦିନ ପାଣିରେ ଫୁଟାଇ ପିଅନ୍ତୁ ;ଡାଇବେଟିସ, କୋଲେଷ୍ଟ୍ରୋଲ,ହାଇ BPରୁ ମିଳିବ ମୁକ୍ତି

ସୁପର ଶକ୍ତିର ଉତ୍ସ ମାଣ୍ଡିଆ,ଦୂର କରେ ଏହି ବଡ ବଡ ରୋଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)