Health & Lifestyle

ସକାଳୁ କେବଳ 2 ଚାମଚ, ପାଖ ମାଡିବନି ରୋଗ

ମଧୁମେହ ରୋଗୀଙ୍କ ପାଇଁ ଅଳସୀ ଏକ ରାମବାଣ ପରି କାମ କରିଥାଏ ।

21 December, 2022 2:21 PM IST By: Sudesna Nayak

ଅଳସି ମଞ୍ଜି (Flax seed) ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାର ଲାଭ ହେତୁ ତାର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲା ।  ଅଳସୀ (Flax seed)ରେ ପୋଟାସିୟମ, ଫାଇବର ଭରପୂର ମାତ୍ରାରେ ରହିଥାଏ । 

ଅଳସୀ ଖାଇବା ଦ୍ବାରା ଓଜନ କମିଥାଏ,ଜାଣନ୍ତୁ...

ଅଳସୀ (Alasi) ଖାଇବା ଦ୍ବାରା ଓଜନ କମିଥାଏ କାରଣ ଏହା ଶରୀରରେ ଥିବା ଚର୍ବିକୁ କମ୍ କରିଥାଏ । ଅଳସୀ (Flax seed)ରେ ବିଭିନ୍ନ ପ୍ରକାରର ଫାଇବର ଏବଂ ପ୍ରୋଟିନ୍ ରହିଥାଏ । 

ମଧୁମେହ (Diabetes)ରୋଗୀଙ୍କ ପାଇଁ ଅଳସୀ ରାମବାଣ ,ଜାଣନ୍ତୁ...

ମଧୁମେହ (Diabetes) ରୋଗୀଙ୍କ ପାଇଁ ଅଳସୀ (Flax seed)ଏକ ରାମବାଣ ପରି କାମ କରିଥାଏ ।

କେଶ ଝଡ଼ିବାର ସମସ୍ୟାରୁ ମୁକ୍ତି ଦିଏ ଅଳସି,ଜାଣନ୍ତୁ...

ଯେଉଁମାନଙ୍କର କେଶ ଝଡ଼ିବାର ଏବଂ କେଶ ଖରାପ ହେବାର ସମସ୍ୟା ଦେଖାଯାଇଥାଏ ସେମାନେ ମଧ୍ୟ ପ୍ରତିଦିନ ଅଳସୀ (Flax seed) ଖାଇବା ଉଚିତ୍ । ଅଳସୀ ରକ୍ତଚାପ (blood pressure)କୁ ନିୟନ୍ତ୍ରଣରେ ରଖିଥାଏ । 

ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ଅଳସି,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଅଳସୀ ରକ୍ତଚାପ (blood pressure)କୁ ନିୟନ୍ତ୍ରଣରେ ରଖିଥାଏ । 

କେବଳ ଥରେ ଖାଆନ୍ତୁ, ଅର୍ଶ, ମଳକଣ୍ଟକ ମୂଳରୁ ଶେଷ ହୋଇଯିବ...

ଏହି ରୋଗ ଥିଲେ ପିଅନ୍ତୁ ନାହିଁ ହଳଦୀ କ୍ଷୀର...