Health & Lifestyle

ନାଲି ଚଟଣୀ ଖାଉଥିଲେ ସାବଧାନ! ନିଶ୍ଚିତ ଜାଣନ୍ତୁ...

ନାଲି ଚଟଣୀ ଖାଉଥିଲେ ସାବଧାନ! ଯାହାକି ଶରୀର ପ୍ରତି ବହୁତ କ୍ଷତିକାରକ ହୋଇଥାଏ ।

20 January, 2023 9:00 AM IST By: Sudesna Nayak

ଆଜିକାଲିର ବଦଳୁଥିବା ଲାଇଫଷ୍ଟାଇଲରେ ବହୁତ କିଛି ବଦଳି ଯାଇଛି । ଲୋକମାନେ ମୋମୋ (momos)କୁ ଖାଇବାକୁ ବହୁତ ଭଲପାଉଛନ୍ତି । ମୋମୋ (momos)କୁ ଲାଲ ଚଟଣୀ ସହିତ ଖାଇବାକୁ ଦିଆଯାଇଥାଏ । ଏହି ଚଟଣୀ ଶୁଖିଲା ଲଙ୍କା ଦ୍ୱାରା ପ୍ରସ୍ତୁତ କରାଯାଇଥାଏ । ଏହା ଅଧିକ ମସଲା ଯୁକ୍ତ ହେବା ସହିତ ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ଏହା ଶରୀର ପ୍ରତି କେତେ କ୍ଷତିକାରକ ।

ସୂଚନା ଅନୁଯାୟୀ, ଆଜିକାଲି ଲୋକେ ଜଙ୍କ ଫୁଡ୍ (junk food) ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଜାଣିଛନ୍ତି କି, ମଇଦାରୁ ପ୍ରସ୍ତୁତ ପ୍ରାୟତ ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହେଉଛି । 

ମୋମୋ (momos)କୁ ସାଧାରଣତଃ ଲାଲ ଚଟଣୀ (red chutney)ସହିତ ଖାଇବାକୁ ଦିଆଯାଇଥାଏ । ଏହି ଲାଲ ଚଟଣୀ ଶୁଖିଲା ଲଙ୍କା ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଯାହାକି ଶରୀର ପ୍ରତି ବହୁତ କ୍ଷତିକାରକ ହୋଇଥାଏ ।

ପ୍ରତିଦିନ ଜଙ୍କ ଫୁଡ ଖାଇବା ଦ୍ବାରା ଶରୀରର ଓଜନ ବଢିଥାଏ । ଯେଉଁମାନେ ପ୍ରତିଦିନ ଜଙ୍କ ଫୁଡ (junk food) ସେମାନେ ପିମ୍ପଲ୍ ସମସ୍ୟାରେ ପଡ଼ଥାନ୍ତି ।

ପ୍ରକାଶ ଥାଉ ଯେ, ଲାଲ ଚଟଣୀଟି (red chutney)ଶୁଖିଲା ଲଙ୍କାରେ ହିଁ ତିଆରି ହୁଏ । ଏହି ଟଚଣି ଯେତେବେଳେ ବି ଖାଇବେ ଅଳ୍ପ ପରିମାଣରେ ହିଁ ଖାଇବେ । ଏଥିରେ ରାଗର ପରିମାଣ ହିଁ ଅଧିକ ରହିଥାଏ ।

ଜାଣିରଖନ୍ତୁ ଯେ, ଜଙ୍କ ଫୁଡ (junk food)ରେ ବହୁ ପରିମାଣରେ ଖରାପ କୋଲେଷ୍ଟ୍ରଲ ମିଳିଥାଏ । ଯାହା ହୃଦଘାତ (heart attack)ର କାରଣ ହୋଇପାରେ । ଜଙ୍କ ଫୁଡ୍ (junk food) ଖାଇବା ଦ୍ବାରା ଆପଣ ମୋଟାପଣର ଶିକାର ହୋଇପାରନ୍ତି । 

ଗ୍ଲୋଇଂ ସ୍କିନ୍ ପାଇଁ ଏପରି ବ୍ୟବହାର କରନ୍ତୁ ଚିନି....

ଏପରି କରିବା ଦ୍ୱାରା ବଢ଼ିବ ଶରୀରର ରୋଗ ପ୍ରତିରୋଧକ ଶକ୍ତି......

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)