ଆଜିକାଲିର ବଦଳୁଥିବା ଲାଇଫଷ୍ଟାଇଲରେ ବହୁତ କିଛି ବଦଳି ଯାଇଛି । ଲୋକମାନେ ମୋମୋ (momos)କୁ ଖାଇବାକୁ ବହୁତ ଭଲପାଉଛନ୍ତି । ମୋମୋ (momos)କୁ ଲାଲ ଚଟଣୀ ସହିତ ଖାଇବାକୁ ଦିଆଯାଇଥାଏ । ଏହି ଚଟଣୀ ଶୁଖିଲା ଲଙ୍କା ଦ୍ୱାରା ପ୍ରସ୍ତୁତ କରାଯାଇଥାଏ । ଏହା ଅଧିକ ମସଲା ଯୁକ୍ତ ହେବା ସହିତ ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ଏହା ଶରୀର ପ୍ରତି କେତେ କ୍ଷତିକାରକ ।
ସୂଚନା ଅନୁଯାୟୀ, ଆଜିକାଲି ଲୋକେ ଜଙ୍କ ଫୁଡ୍ (junk food) ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଜାଣିଛନ୍ତି କି, ମଇଦାରୁ ପ୍ରସ୍ତୁତ ପ୍ରାୟତ ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହେଉଛି ।
ମୋମୋ (momos)କୁ ସାଧାରଣତଃ ଲାଲ ଚଟଣୀ (red chutney)ସହିତ ଖାଇବାକୁ ଦିଆଯାଇଥାଏ । ଏହି ଲାଲ ଚଟଣୀ ଶୁଖିଲା ଲଙ୍କା ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଯାହାକି ଶରୀର ପ୍ରତି ବହୁତ କ୍ଷତିକାରକ ହୋଇଥାଏ ।
ପ୍ରତିଦିନ ଜଙ୍କ ଫୁଡ ଖାଇବା ଦ୍ବାରା ଶରୀରର ଓଜନ ବଢିଥାଏ । ଯେଉଁମାନେ ପ୍ରତିଦିନ ଜଙ୍କ ଫୁଡ (junk food) ସେମାନେ ପିମ୍ପଲ୍ ସମସ୍ୟାରେ ପଡ଼ଥାନ୍ତି ।
ପ୍ରକାଶ ଥାଉ ଯେ, ଲାଲ ଚଟଣୀଟି (red chutney)ଶୁଖିଲା ଲଙ୍କାରେ ହିଁ ତିଆରି ହୁଏ । ଏହି ଟଚଣି ଯେତେବେଳେ ବି ଖାଇବେ ଅଳ୍ପ ପରିମାଣରେ ହିଁ ଖାଇବେ । ଏଥିରେ ରାଗର ପରିମାଣ ହିଁ ଅଧିକ ରହିଥାଏ ।
ଜାଣିରଖନ୍ତୁ ଯେ, ଜଙ୍କ ଫୁଡ (junk food)ରେ ବହୁ ପରିମାଣରେ ଖରାପ କୋଲେଷ୍ଟ୍ରଲ ମିଳିଥାଏ । ଯାହା ହୃଦଘାତ (heart attack)ର କାରଣ ହୋଇପାରେ । ଜଙ୍କ ଫୁଡ୍ (junk food) ଖାଇବା ଦ୍ବାରା ଆପଣ ମୋଟାପଣର ଶିକାର ହୋଇପାରନ୍ତି ।