Health & Lifestyle

ଡାଇବେଟିସ ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ କଞ୍ଚା କଦଳୀ

ମଧୁମେହ ରୋଗୀମାନଙ୍କ ପାଇଁ କଞ୍ଚା କଦଳୀ ଉପକାରୀ । କଞ୍ଚା କଦଳୀରେ ମିଳୁଥିବା ଆଣ୍ଟି-ଡାଇବେଟିସ୍ ଗୁଣ ମଧୁମେହକୁ ନିୟନ୍ତ୍ରଣ କରିଥାଏ ।

14 September, 2022 3:12 PM IST By: Sudesna Nayak

କଦଳୀ (Banana) ଆପଣଙ୍କୁ ଗୋଟିଏ ନୁହେଁ ଅନେକ ରୋଗରୁ ଦୂରେଇ ରଖେ । ଏହି ଫଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ ଆପଣ ଜାଣନ୍ତି କି କଞ୍ଚା କଦଳୀ (Raw Banana)ଖାଇବା ଦ୍ବାରା ଆପଣଙ୍କୁ ମଧୁମେହ (Diabetes)ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ । ଚାଲନ୍ତୁ ଜାଣିବା...

କଞ୍ଚା କଦଳୀ (Raw Banana) ହୃଦୟ ପାଇଁ ବହୁ ଲାଭଦାୟକ । କଞ୍ଚା କଦଳୀ (Raw Banana)ରେ ଥିବା ଫାଇବର ଯୋଗୁଁ ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ ।

ମଧୁମେହ ରୋଗୀ (Diabetes)ମାନଙ୍କ ପାଇଁ କଞ୍ଚା କଦଳୀ (Raw Banana)ଉପକାରୀ । କଞ୍ଚା କଦଳୀ (Raw Banana)ରେ ମିଳୁଥିବା ଆଣ୍ଟି-ଡାଇବେଟିସ୍ ଗୁଣ ମଧୁମେହ (Diabetes)କୁ ନିୟନ୍ତ୍ରଣ କରିଥାଏ ।

କଞ୍ଚା କଦଳୀ (Raw Banana) ଚର୍ମ ପାଇଁ ମଧ୍ୟ ବହୁ ଲାଭଦାୟକ ।

ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିବାରେ କଞ୍ଚା କଦଳୀ (Raw Banana) ବହୁତ ସାହାଯ୍ୟକାରୀ ।

ଯେଉଁମାନଙ୍କର ହିଁ ସବୁବେଳେ ପେଟ ଖରାପ ହୋଇଥାଏ, ସେମାନେ କଦଳୀ (Banana)କୁ ନିଜ ଖାଦ୍ୟରେ ସାମିଲ୍ କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ମଜବୁତ ହୁଏ ।

ମାନସିକ ଚାପରୁ ମୁକ୍ତି ପାଇବା ପାଇଁ କଦଳୀ (Banana)ହେଉଛି ବହୁ ଲାଭଦାୟକ ।

ଆଉ ପାଚିଲା କଦଳୀ ଚୋପାର ଚା’ ନିୟମିତ ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ରୋଗରୁ ଆରୋଗ୍ୟ ମିଳିଥାଏ । 

କ୍ୟାନସର ଦୂର କରେ କଦଳୀ

ଏହି 5ଟି ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)