1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି 5ଟି ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ...

ଯଦି ଆପଣ ଆପଣଙ୍କର ଖାଦ୍ୟରେ କିଛି ପରିବର୍ତ୍ତନ କରନ୍ତି, ତେବେ ଏହା ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଠାରେ ଆମେ ଆପଣଙ୍କୁ 5 ପ୍ରକାରର ତେଲ ବିଷୟରେ କହୁଛୁ, ଯାହା ଆପଣଙ୍କର ଖରାପ କୋଲେଷ୍ଟ୍ରଲ ସ୍ତରକୁ ହିଁ ବଢ଼ାଇପାରେ । ତେବେ ଆପଣମାନେ ସେ ସବୁ ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ । ଜାଣନ୍ତୁ...

Sudesna Nayak
Sudesna Nayak
high cholesterol patient must avoid worst oils

high cholesterol patient must avoid worst oils

ଯଦି ଆପଣ ଆପଣଙ୍କର ଖାଦ୍ୟରେ କିଛି ପରିବର୍ତ୍ତନ କରନ୍ତି, ତେବେ ଏହା ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଠାରେ ଆମେ ଆପଣଙ୍କୁ 5 ପ୍ରକାରର ତେଲ (Oil) ବିଷୟରେ କହୁଛୁ, ଯାହା ଆପଣଙ୍କର ଖରାପ କୋଲେଷ୍ଟ୍ରଲ (Cholesterol)ସ୍ତରକୁ ହିଁ ବଢ଼ାଇପାରେ । ତେବେ ଆପଣମାନେ ସେ ସବୁ ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ । ଜାଣନ୍ତୁ...

କହିବାକୁ ଗଲେ, ଦୁଇ ପ୍ରକାରର କୋଲେଷ୍ଟ୍ରଲ (Cholesterol) ଅଛି- ଭଲ ଓ ଖରାପ, ଯାହାକୁ LDLଓ HDL ମଧ୍ୟ କୁହାଯାଏ । ଆଉ ଆପଣମାନଙ୍କ ଶରୀରରେ ଭଲ କୋଲେଷ୍ଟ୍ରଲ (Cholesterol) ଆବଶ୍ୟକ ହୁଏ, କିନ୍ତୁ ରକ୍ତରେ ଖରାପ କୋଲେଷ୍ଟ୍ରୋଲ (Cholesterol) ର ମାତ୍ରା ବୃଦ୍ଧି ହେବା ଦ୍ୱାରା ଚର୍ବିର ମାତ୍ରା ଜମା ହୋଇପାରେ, ଯାହା ରକ୍ତ ପ୍ରବାହକୁ ବଢ଼ାଇଥାଏ ଏହାସହ ହୃଦରୋଗର ଆଶଙ୍କା ମଧ୍ଯ ବଢ଼ିଯାଇଥାଏ ।

ରୋଷେଇରେ ଏହି ତେଲ କେବେ ବି ବ୍ୟବହାର କରନ୍ତୁ ନାହିଁ ,ଜାଣନ୍ତୁ...

ଉଚ୍ଚ କୋଲେଷ୍ଟ୍ରଲ (high Cholesterol) ଥିବା ବ୍ୟକ୍ତିମାନେ ନଡିଆ ତେଲ (Coconut Oil), ସାଲ୍ଟେଡ ବଟର, ପାମ୍ ତେଲ (Palm Oil),ଅଖରୋଟ ତେଲ (Oil),ଫ୍ଲାକ୍ସ ତେଲ, ମାଛ ଏବଂ ଶୈବାଲ ତେଲରେ ମଧ୍ୟ ବହୁତ ପରିମାଣର ସନ୍ତୁଳିତ ଚର୍ବି ରହିଥାଏ । ଯାହାକୁ ନେଇ ହିଁ, ଉଚ୍ଚ କୋଲେଷ୍ଟ୍ରଲ (High Cholesterol) ସମସ୍ୟାରେ ପୀଡିତ ଥିବା ଲୋକମାନେ ଏହି ତେଲ ଖାଇବା ଠାରୁ ଦୂରେଇ ରହିବା ହିଁ ଉଚିତ । ନଚେତ୍ ସିଧାସଳଖ ପଡିବେ ମୃତ୍ୟୁମୁଖରେ ।

ପ୍ରକାଶ ଥାଉ ଯେ, କୋଲେଷ୍ଟ୍ରଲ (Cholesterol) ହେଉଛି ରକ୍ତରେ ମିଳୁଥିବା ଏକ ପ୍ରକାର ମହମବତୀ ପରି ପଦାର୍ଥ, ଯାହା କୋଷର ମେମ୍ବ୍ରାନ ଗଠନରେ ହିଁ ସାହାଯ୍ୟ କରିଥାଏ ।

ଜୀବନ ନେଇପାରେ ସେଓ ମଞ୍ଜି ! ଜାଣନ୍ତୁ...

Healthy Fruits List For Heart:ହାର୍ଟ ପାଇଁ ଭଲ ଏହି ଫଳ, ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments