Health & Lifestyle

ସାବଧାନ! ଅଧିକ ପାଣି ପିଉଛନ୍ତି କି?

ପାଣି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଦରକାର ଠାରୁ ଅଧିକ କିମ୍ବା କମ ପାଣି ପିଇବା ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହାଦ୍ୱାରା କିଡ଼ନି ଖୁବ ଶୀଘ୍ର ଖରାପ ହେବାର ଆଶଙ୍କା ରହିଥାଏ ।

15 August, 2022 12:33 PM IST By: Sudesna Nayak

ପାଣି ପିଇବା (Drinking Water)ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଦରକାର ଠାରୁ ଅଧିକ କିମ୍ବା କମ ପାଣି ପିଇବା (Drinking Water)ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହାଦ୍ୱାରା କିଡ଼ନି (kidney problem)ଖୁବ ଶୀଘ୍ର ଖରାପ ହେବାର ଆଶଙ୍କା ରହିଥାଏ ।

କହିବାକୁ ଗଲେ, ଦିନକୁ ୮ ରୁ ୧୦ଗ୍ଲାସ ପାଣି ପିଇବା (Drinking Water) ଦରକାର । ଏହା ଠାରୁ ଅଧିକ ପାଣି ପିଇଲେ କିଡ଼ନି (kidney)କୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହାଦ୍ୱାରା କିଡ଼ନି ଖୁବ୍ ଶୀଘ୍ର ଖରାପ (kidney problem) ହେବାର ଆଶଙ୍କା ରହିଥାଏ । ଏଥି ସହିତ ଆହୁରି ଅନେକ ସମସ୍ୟା ମଧ୍ୟ ଦେଖାଦିଏ ।

ଅଧିକ ପାଣି ପିଇବାର ଅସୁବିଧା, ଜାଣନ୍ତୁ... Side Effects of Drinking Water

-କଡ୍‌ନୀ ସମସ୍ୟା (kidney problem):

ଅତ୍ୟଧିକ ପାଣି ପିଇବା (Drinking Water)ଦ୍ୱାରା କିଡନୀ (kidney problem)ର କ୍ଷତି ହୋଇଥାଏ । ଯେତେବେଳେ ଅଧିକ ପାଣି ପିଇଥାଉ, ଏହି କାରଣରୁ ଆର୍ଜିନାଇନ୍ ଭାସୋପ୍ରେସିନର ପ୍ଲାଜମା ସ୍ତର କମିଯାଏ । ଯାହା କିଡନୀର କାର୍ଯ୍ୟ କ୍ଷମତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ।

-ଲିଭର ସମସ୍ୟା (liver problems):

ଅଧିକ ପାଣି ପିଇବା (Drinking Water) ଦ୍ୱାରା ଲିଭର୍ ସମ୍ବନ୍ଧୀୟ ସମସ୍ୟା (liver problems) ଦେଖାଦେଇପାରେ । ସେଥିପାଇଁ ହିଁ ଆମେ ଅଧିକ ଜଳ ପାଇବା ଠାରୁ ଦୂରେଇ ରହିବା ଉଚିତ ।

-ହୃଦଘାତ ସମସ୍ୟା :

ଅଧିକ ପାଣି ପିଇବା (Drinking Water) ଦ୍ୱାରା ହୃଦଘାତର ଶିକାର ହୋଇପାରନ୍ତି । ସେଥିପାଇଁ ହିଁ ଆମେ ଅଧିକ ଜଳ ପାଇବା ଠାରୁ ଦୂରେଇ ରହିବା ଉଚିତ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପାଣି (Drinking Water)ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଜରୁରୀ ।

କିଡନୀ ଷ୍ଟୋନ-ସୁଗାର କଣ୍ଟ୍ରୋଲ କରିବ ଆମ୍ବ ପତ୍ର

ଏହି 5ଟି ବଡ ରୋଗରୁ ମୁକ୍ତି ଦିଏ ଭୃସଙ୍ଗ ପତ୍ର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)