ପାଣି ପିଇବା (Drinking Water)ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଦରକାର ଠାରୁ ଅଧିକ କିମ୍ବା କମ ପାଣି ପିଇବା (Drinking Water)ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହାଦ୍ୱାରା କିଡ଼ନି (kidney problem)ଖୁବ ଶୀଘ୍ର ଖରାପ ହେବାର ଆଶଙ୍କା ରହିଥାଏ ।
କହିବାକୁ ଗଲେ, ଦିନକୁ ୮ ରୁ ୧୦ଗ୍ଲାସ ପାଣି ପିଇବା (Drinking Water) ଦରକାର । ଏହା ଠାରୁ ଅଧିକ ପାଣି ପିଇଲେ କିଡ଼ନି (kidney)କୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହାଦ୍ୱାରା କିଡ଼ନି ଖୁବ୍ ଶୀଘ୍ର ଖରାପ (kidney problem) ହେବାର ଆଶଙ୍କା ରହିଥାଏ । ଏଥି ସହିତ ଆହୁରି ଅନେକ ସମସ୍ୟା ମଧ୍ୟ ଦେଖାଦିଏ ।
ଅଧିକ ପାଣି ପିଇବାର ଅସୁବିଧା, ଜାଣନ୍ତୁ... Side Effects of Drinking Water
-କଡ୍ନୀ ସମସ୍ୟା (kidney problem):
ଅତ୍ୟଧିକ ପାଣି ପିଇବା (Drinking Water)ଦ୍ୱାରା କିଡନୀ (kidney problem)ର କ୍ଷତି ହୋଇଥାଏ । ଯେତେବେଳେ ଅଧିକ ପାଣି ପିଇଥାଉ, ଏହି କାରଣରୁ ଆର୍ଜିନାଇନ୍ ଭାସୋପ୍ରେସିନର ପ୍ଲାଜମା ସ୍ତର କମିଯାଏ । ଯାହା କିଡନୀର କାର୍ଯ୍ୟ କ୍ଷମତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ।
-ଲିଭର ସମସ୍ୟା (liver problems):
ଅଧିକ ପାଣି ପିଇବା (Drinking Water) ଦ୍ୱାରା ଲିଭର୍ ସମ୍ବନ୍ଧୀୟ ସମସ୍ୟା (liver problems) ଦେଖାଦେଇପାରେ । ସେଥିପାଇଁ ହିଁ ଆମେ ଅଧିକ ଜଳ ପାଇବା ଠାରୁ ଦୂରେଇ ରହିବା ଉଚିତ ।
-ହୃଦଘାତ ସମସ୍ୟା :
ଅଧିକ ପାଣି ପିଇବା (Drinking Water) ଦ୍ୱାରା ହୃଦଘାତର ଶିକାର ହୋଇପାରନ୍ତି । ସେଥିପାଇଁ ହିଁ ଆମେ ଅଧିକ ଜଳ ପାଇବା ଠାରୁ ଦୂରେଇ ରହିବା ଉଚିତ ।
ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପାଣି (Drinking Water)ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।
ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଜରୁରୀ ।