1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି 5ଟି ବଡ ରୋଗରୁ ମୁକ୍ତି ଦିଏ ଭୃସଙ୍ଗ ପତ୍ର

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ମଧୁମେହ ରୋଗୀମାନଙ୍କ ପାଇଁ ଭୃଷଙ୍ଗ ପତ୍ର ରାମବାଣ ସଦୃଶ ଅଟେ ।

Sudesna Nayak
Sudesna Nayak
diabetics people eat curry leaves

diabetics people eat curry leaves

ମଧୁମେହ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ମଧୁମେହ (Diabetes) ରୋଗୀମାନଙ୍କ ପାଇଁ ଭୃଷଙ୍ଗ ପତ୍ର (Curry Leaves)ରାମବାଣ ସଦୃଶ ଅଟେ ।

ସୂଚନା ଅନୁଯାୟୀ, ପ୍ରତିଦିନ ସକାଳୁ ଖାଲି ପେଟରେ ଯଦି 4 ରୁ 5 ଟି ଭୃଷଙ୍ଗ ପତ୍ର (Curry Leaves)ଚୋବାଇ ଖାଇବା ତେବେ ଶରୀରକୁ କେଉଁ ସବୁ ଲାଭ ମିଳିବ ଜାଣନ୍ତୁ...

1.ମଧୁମେହ (Diabetes) ରୋଗୀମାନଙ୍କ ପାଇଁ ଭୃଷଙ୍ଗ (Curry Leaves) ରାମବାଣ ସଦୃଶ ଅଟେ । କାରଣ ଭୃଷଙ୍ଗ ପତ୍ରରେ ହାଇପୋଗ୍ଲିସେମିକ୍ ନାମକ ପ୍ରପର୍ଟିଜ୍ ରହିଛି । ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ ।

2.ଭୃଷଙ୍ଗ ପତ୍ର (Curry Leaves)ସେବନ କରିବା ଦ୍ୱାରା ନାଇଟ୍ ବ୍ଲାଇଣ୍ଡନେସ୍ ବା ଅନ୍ଧାରକଣା ପରି ସମସ୍ୟା ଦୂରେଇ ଯାଏ । କାରଣ ଏଥିରେ ଜରୁରୀ ପୋଷକ ତତ୍ତ୍ୱ ଭିଟାମିନ୍ –ଏ ଭରି ରହିଥାଏ ।

3.ଭୃଷଙ୍ଗ ପତ୍ର (Curry Leaves)ଏମିତି ଏକ ଆୟୁର୍ବେଦିକ ତତ୍ୱ ମିଳିଥାଏ ଯାହା କ୍ୟାନସର ଭଳି ରୋଗକୁ ଦୂର କରିଥାଏ ।

4.ଯଦି ଆପଣଙ୍କ ପେଟରେ ଗ୍ୟାସ ଏବଂ ଏସିଡ଼ିଟି ଭଳି ସମସ୍ୟା ଅଛି ତେବେ ଭୃଷଙ୍ଗ ପତ୍ର (Curry Leaves)ର ସେବନ ନିହାତି କରନ୍ତୁ ।

5.ଯଦି ଆପଣଙ୍କର କେଶ ଅଧିକ ଉପୁଡୁଛି ତେବେ ଆପଣ ନିହାତି ଭୃଷୁଙ୍ଗ ପତ୍ର (Curry Leaves)ର ସେବନ କରନ୍ତୁ ।

ପ୍ରକାଶ ଥାଉ ଯେ, ଏହା ସହିତ ଭୃଷୁଙ୍ଗ ପତ୍ର (Curry Leaves)ଶରୀରର ଚର୍ବି ହଟାଇବାରେ ମଧ୍ୟ ବହୁତ ସାହାଯ୍ୟ କରେ । ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

Coconut Water:ମଧୁମେହ ରୋଗୀ ପିଉଛନ୍ତି କି ନଡ଼ିଆ ପାଣି?

ପ୍ରତିଦିନ ପିଅନ୍ତୁ କଖାରୁ ଜୁସ୍ ,ବଡ ବଡ ରୋଗରୁ ମିଳିବ ମୁକ୍ତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments